Browsing Category

ଓଡିଶା

ରାଜେନ୍ଦ୍ର ପାର୍କରେ ମହାସମାରୋହରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ପାର୍କରେ ମହାସମାରୋହରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ । ଉତ୍କଳ ମହିଳା ବିକାଶ ପରିଷଦ, ପାତାଞ୍ଜଳୀ ଯୋଗ ପୀଠ, ମାଲପଡ଼ା ରାମାସ୍ୱାମୀ ମହିଳା କମିଟି ଓ ଆଦ୍ୟାଶକ୍ତି ନାରୀ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆଜି
Read More...

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ୀ ଯୁବା ମଞ୍ଚର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ସମାରୋହ ଏବଂ ନେତୃତ୍ୱ ପ୍ରଶିକ୍ଷଣ ଶିବିର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ୀ ଯୁବା ମଞ୍ଚ ଦ୍ୱାରା ଆୟୋଜିତ ଚତୁର୍ଥ ପ୍ରାନ୍ତୀୟ କାର୍ଯ୍ୟକାରିଣୀ ବୈଠକ, ପିଏସଟି ମିଟ ଏବଂ ସାମୂହିକ ଶପଥ ପାଠ ସମାରୋହ ଆଜି ସ୍ଥାନୀୟ ଡିଏନରିସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୁବା
Read More...

ଆଦିବାସୀ ସମାଜକୁ ଅପମାନଜନକ ମନ୍ତବ୍ୟ ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଏଫ୍‌ଆଇଆର ଦେଲା ଆଦିବାସୀ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିର ତରଫରୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ଆଦର୍ଶ ଥାନା, ବଲାଙ୍ଗିରରେ ଏକ ଲିଖିତ ଏଫଆଇଆର ଦାଖଲ କରାଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଲତା ମାଝି ଦାଖଲ କରିଥିବା ଏହି
Read More...

ଆବର୍ଜନା ପାଣି କେନାଲରେ ଛଡା ଯାଉଥିବା ଅଭିଯୋଗରେ କେନାଲ ବିଭାଗର ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବରଗଡ, (ମୁନ୍ନା ସାହୁ) : ପ୍ରାଇଭେଟ ସଂସ୍ଥାର ଆବର୍ଜନା ପାଣି କେନାଲରେ ଛଡା ଯାଉଥିବା ଅଭିଯୋଗରେ ବରଗଡ଼ କେନାଲ ବିଭାଗର ଯନ୍ତ୍ରୀଙ୍କୁ ଦାବିପତ୍ର ଦେଲା ବରଗଡ଼ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ । ଜାମୁର୍ଡାରୁ ବରାହଗୁଡା ଦେଇ ଯାଇଥିବା ବ୍ରାଞ୍ଚ କେନାଲରେ ଅନେକ ପ୍ରାଇଭେଟ ସଂସ୍ଥା ନିଜ
Read More...

ଟିଟିଲାଗଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜୁନ ୨୧ ତାରିଖକୁ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ସହରରେ ଦୁଇଟି ସ୍ଥାନରେ ପୃଥକ ପୃଥକ ଭାବରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ
Read More...

ଅନ୍ତର୍ଜାତୀୟ ଯୋଗ ଦିବସରେ ଭବ୍ୟ ଗଣ-ଯୋଗାଭ୍ୟାସ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିୟମ ଠାରେ ଆୟୋଜିତ ଭବ୍ୟ ଗଣ-ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍, ମାତୃଶକ୍ତି ଏବଂ
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଦେବୀପୁତ୍ର ମୁରଲୀ ଭୋଇ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠ ତଥା ଶାରଳା ସେବା ସଂଗଠନର ମୁଖ୍ୟ ପୃଷ୍ଠପୋଷକ ତଥା ଦେବୀପୁତ୍ର ମୁରଲୀ ଭୋଇ ନିଜ ୫୪ ତମ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଅବସରରେ ସ୍ଥାନୀୟ "ସୁର ସଙ୍ଗୀତ" ଅନୁଷ୍ଠାନ
Read More...

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସରପଞ୍ଚ ସଂଘର ବିକ୍ଷୋଭ ପ୍ରଦର୍ଶନ

ବରଗଡ, (ମୁନ୍ନା ସାହୁ) : ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶନିବାର ଦିବା ୧୧ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ସରପଞ୍ଚ ସଂଘର ବିକ୍ଷୋଭ ପ୍ରଦର୍ଶନ । ନାରାବାଜୀ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି
Read More...

ବଲାଙ୍ଗିର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନଃରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ – ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ବଲାଙ୍ଗିର ସହରର ବେହେରାପାଲି ବନ୍ଧ, କରଙ୍ଗାକଟା ବନ୍ଧ ଏବଂ ନରସିଂ ବନ୍ଧରେ ଚାଲିଥିବା ପୁନଃରୁଦ୍ଧାର କାର୍ଯ୍ୟସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ । ଏହି ଅବସରରେ ପୌରାଧ୍ୟକ୍ଷା ଶ୍ରୀମତୀ
Read More...

ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ପଞ୍ଜୀକରଣ କେନ୍ଦ୍ରରେ କର୍ମଚାରୀ ନିୟୋଜିତ କରିବାକୁ ଦାବି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ମଧ୍ୟ ଭାଗରେ ଥିବା ଉପଖଣ୍ଡ ଚିକିତ୍ସାଳୟକୁ ପିପଲପଦର ସ୍ଥିତ ନୂତନ ବିଲ୍ଡିଙ୍ଗକୁ ଏହି ମାସ ୮ ତାରିଖରେ ସ୍ଥାନାନ୍ତର କରାଯାଇଛି । ପୁରୁଣା ଡାକ୍ତରଖାନା ଅପେକ୍ଷା ବହୁତ ସୁନ୍ଦର ତଥା ବଢିଆ ପରିବେଶରେ କୋଡ଼ିଏ କୋଟି ଟଙ୍କା ବ୍ୟୟରେ ୨୦୨୪
Read More...