Browsing Category
ଦେଶ ବିଦେଶ
କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
ନୂଆଦିଲ୍ଲୀ, (ପିଆଇବି) : ୨୦୨୬ ଅଗଷ୍ଟ ୩୧ ତାରିଖରେ ବିଶ୍କେକ୍ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କିର୍ଗିଜ୍ ରିପବ୍ଲିକର ରାଷ୍ଟ୍ରପତି ମହାମହିମ ଶ୍ରୀ ସାଦିର ଜାପାରୋଭଙ୍କୁ ସାକ୍ଷାତ କରିଛନ୍ତି।
କିର୍ଗିଜ୍!-->!-->!-->…
Read More...
Read More...
ଅମିତ ଶାହଙ୍କ ଉପସ୍ଥିତିରେ ସୋନ ନଦୀ ଜଳବଣ୍ଟନ ପାଇଁ ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
ଏହି ଐତିହାସିକ ଚୁକ୍ତି ପୂର୍ବ ଭାରତରେ ଦୀର୍ଘ ଦିନରୁ ଲାଗି ରହିଥିବା ଜଳ ବିବାଦର ସମାଧାନ କରିଛିଏହି ଚୁକ୍ତି ଦ୍ୱାରା ଉଭୟ ରାଜ୍ୟର ଲକ୍ଷ ଲକ୍ଷ କୃଷକଙ୍କୁ ଜଳସେଚନ ଓ ସାଧାରଣ ଲୋକଙ୍କୁ ପାନୀୟ ଜଳ ମିଳିପାରିବଏହି ଚୁକ୍ତି ପ୍ରଧାନମନ୍ତ୍ରୀଙ୍କ ଟିମ୍ ଭାରତ ଓ ସମବାୟ ସଂଘୀୟ ବ୍ୟବସ୍ଥାର ଏକ!-->…
Read More...
Read More...
ଓଡ଼ିଶାର ହିତରେ ଏମଏମଡିଆର ସଂଶୋଧନ ଆଇନ
ଏମଏମଡିଆର ଆଇନ ୨୦୨୬ର ସାମାଜିକ-ଆର୍ଥିକ ଦିଗ
ଓଡ଼ିଶା, (ପିଆଇବି) : ସାଧାରଣ ଲୋକଙ୍କ ପାଇଁ ଲାଭ କେନ୍ଦ୍ର ସରକାରଙ୍କ ଦ୍ୱାରା ଏମଏମଡିଆର ଆଇନରେ ସଂଶୋଧନ ଓଡ଼ିଶାର ସାଧାରଣ ଲୋକଙ୍କ ଲାଭ ପାଇଁ ଉଦ୍ଦିଷ୍ଟ । ବଡ଼ବିଲର ସ୍କୁଲ ଶିକ୍ଷକ, ଯୋଡା-ବାମେବାରୀ ରାସ୍ତାର ଟିପର ଡ୍ରାଇଭର, ସୁଭଦ୍ରା!-->!-->!-->…
Read More...
Read More...
ସମବାୟ ସଂଘୀୟ ପରିକଳ୍ପନା: ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରଥମ ବିଭାଗୀୟ ଶିଖର ସମ୍ମିଳନୀ
ନୂଆଦିଲ୍ଲୀ, (ପିଆଇବି) : ଜଳ ଶକ୍ତି ମନ୍ତ୍ରଣାଳୟ ଜଳ ସୁରକ୍ଷିତ ଭାରତ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ୧-୨ ସେପ୍ଟେମ୍ବର, ୨୦୨୬ରେ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ବିଭାଗୀୟ ଶିଖର ସମ୍ମିଳନୀ ଆୟୋଜନ କରିବ। ସମବାୟ ସଂଘୀୟ!-->…
Read More...
Read More...
୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭.୮% ରହିଲା ବାସ୍ତବ ଜିଡିପି ଅଭିବୃଦ୍ଧି ହାର
୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ୧୦.୩% ଅଭିବୃଦ୍ଧି ହାସଲ କରିଛିବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ଗତିକୁ ବଜାୟ ରଖିଛି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ!-->!-->!-->…
Read More...
Read More...
ଏସସିଓ ଶିଖର ସମ୍ମିଳନୀ ଅବସରରେ ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ବିଶକେକ୍ଠାରେ ଅନୁଷ୍ଠିତ ଏସସିଓ ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇସଲାମିକ ଗଣରାଜ୍ୟ ଇରାନର ରାଷ୍ଟ୍ରପତି ମହାମହିମ ଡ. ମସୁଦ ପେଜେସକିୟାନଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ଶାସ୍ତ୍ରୀ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ତାସକେଣ୍ଟ ରାଜ୍ୟ ପ୍ରାଚ୍ୟ ଅଧ୍ୟୟନ ବିଶ୍ୱବିଦ୍ୟାଳୟ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଆଜି ତାସକେଣ୍ଟସ୍ଥିତ ଶାସ୍ତ୍ରୀ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଚଳିତ ବର୍ଷ ୧୯୬୫ ମସିହାରେ ତାସକେଣ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ହେବାର ୬୦ତମ ବାର୍ଷିକୀ ପାଳନ କରାଯାଉଛି। ଏହି ସ୍ମାରକୀ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ଆନୁଷ୍ଠାନିକ ଆଲୋଚନା
ନୂଆଦିଲ୍ଲୀ, (ପିଆଇବି) : ଉଜବେକିସ୍ତାନ ରାଷ୍ଟ୍ରୀୟ ଗସ୍ତର ଅଂଶସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜବେକିସ୍ତାନର ରାଷ୍ଟ୍ରପତି ମହାମହିମ ଶଭକାତ୍ ମିର୍ଜିୟୋୟେଭଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। କୁକ୍ସାରୋୟ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ବିଦେଶୀ ନେତା ସମ୍ମାନ “ଓଲି ଦରାଜାଲି ଦୋସ୍ତଲିକ୍” ପ୍ରଦାନ
ନୂଆଦିଲ୍ଲୀ, (ପିଆଇବି) : ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ସୁଦୃଢ଼ କରିବାରେ ନିଜର ବିଶେଷ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଉଜବେକିସ୍ତାନର ରାଷ୍ଟ୍ରପତି ମହାମହିମ ଶଭକାତ୍ ମିର୍ଜିୟୋୟେଭ “ଓଲି ଦରାଜାଲି ଦୋସ୍ତଲିକ୍” (ସର୍ବୋଚ୍ଚ ବନ୍ଧୁତ୍ୱ ସମ୍ମାନ)ରେ ସମ୍ମାନିତ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନକୁ ସରକାରୀ ଗସ୍ତ : ବୁଝାମଣାପତ୍ର ଏବଂ ଚୁକ୍ତିନାମା
କ୍ରମ ସଂଖ୍ୟା ଶୀର୍ଷକ୧. ୨୦୨୬-୩୦ ବର୍ଷ ପାଇଁ ଭାରତ ଗଣରାଜ୍ୟ ସରକାର ଏବଂ ଉଜବେକିସ୍ତାନ ଗଣରାଜ୍ୟ ସରକାରଙ୍କ ମଧ୍ୟରେ ସାଂସ୍କୃତିକ କ୍ଷେତ୍ରରେ ଆଦାନପ୍ରଦାନ କାର୍ଯ୍ୟକ୍ରମ।୨. ଉଜବେକିସ୍ତାନର ଟର୍ମେଜ୍ ସ୍ଥିତ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି "ଫାୟାଜ୍ ଟେପା" ଏବଂ "କାରା ଟେପା"ର ସଂରକ୍ଷଣ ଓ!-->…
Read More...
Read More...