Browsing Category
ଦେଶ ବିଦେଶ
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି
୧୯ ପାଳି ସୁଦ୍ଧା ୯୫ ପ୍ରତିଶତ ସମାଧାନଜିଲ୍ଲାସ୍ତରରେ ୮୭ ପ୍ରତିଶତ ଅଭିଯୋଗର ସମାଧାନମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ଜଣ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଲେ୧୬ ଜଣ ଦୂରାରୋଗ୍ୟ ପୀଡିତଙ୍କ ପାଇଁ ୧୪.୫୦ ଲକ୍ଷ ଟଙ୍କା ତୁରନ୍ତ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀଆମ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି-!-->…
Read More...
Read More...
ଜେଏନପିଟି ମୁମ୍ବାଇରୁ ପ୍ରଥମ ଡବଲ-ଷ୍ଟାକ୍ ଲଙ୍ଗ-ହଲ୍ କଣ୍ଟେନର ଟ୍ରେନ୍ ଚଳାଚଳ ଆରମ୍ଭ କଲା ଭାରତୀୟ ରେଳବାଇ
ନୂଆଦିଲ୍ଲୀ, (ପିଆଇବି) : ଭଦୋଦରା ଡିଭିଜନ୍ର ବର୍ଣ୍ଣମାସ୍ଥିତ କନ୍କର୍ ଜିସିଟି ଟର୍ମିନାଲକୁ ୪୨୨ କିମି ଅତିକ୍ରମ କରି ପହଞ୍ଚିଲା ୩୬୦ ଟିଇୟୁ (କଣ୍ଟେନର) ଭାରତୀୟ ରେଳବାଇ ୨୧.୦୮.୨୦୨୬ ରେ ଏକ ପ୍ରମୁଖ ମାଇଲଖୁଣ୍ଟ ସଫଳତା ହାସଲ କରିଛି। ଜେଏନପିଟି ମୁମ୍ବାଇରୁ ଭଦୋଦରା ଡିଭିଜନ୍ର ବର୍ଣ୍ଣମା!-->…
Read More...
Read More...
ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍ଘାଟନ କଲେ ଗୃହମନ୍ତ୍ରୀ
ପଶ୍ଚିମବଙ୍ଗରେ ‘ଭୟ ପରିବର୍ତ୍ତେ ବିଶ୍ୱାସ’ର ପ୍ରତିଶ୍ରୁତି; ଶୁଭେନ୍ଦୁ ଅଧିକାରୀ ସରକାର ଦାୟିତ୍ୱ ଗ୍ରହଣ ପରେ ଲାଗୁ ହେଲା ୩ ନୂଆ ନ୍ୟାୟ ସଂହିତାନାଗରିକଙ୍କ ସମ୍ମାନ, ସମ୍ପତ୍ତିର ସୁରକ୍ଷା ଓ ତ୍ୱରିତ ନ୍ୟାୟ: ମୋଦୀ ସରକାରଙ୍କ ‘ନବୀନ ନ୍ୟାୟ ସଂହିତା’ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ!-->…
Read More...
Read More...
ମହାକାଶ ଷ୍ଟାର୍ଟଅପ୍ ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଭାରତୀୟ ମହାକାଶ ଶିଳ୍ପ ଦ୍ୱାରା ବିକଶିତ ପ୍ରଯୁକ୍ତିକୁ ଗ୍ରହଣ ଏବଂ ବ୍ୟବହାର କରିବା ପାଇଁ ବିଶ୍ୱବ୍ୟାପୀ ଆଗ୍ରହ ବଢ଼ୁଥିବା ନେଇ ସିଇଓମାନଙ୍କ ମତଘରୋଇ ଅଂଶଗ୍ରହଣ ପାଇଁ ମହାକାଶ କ୍ଷେତ୍ର ଖୋଲିବା ନିଷ୍ପତ୍ତିକୁ ସିଇଓମାନଙ୍କ ପ୍ରଶଂସା; ସୃଷ୍ଟି ହୋଇଛି ଅନେକ ନୂଆ ସୁଯୋଗଲୋକଙ୍କ ଜୀବନଧାରଣରେ!-->…
Read More...
Read More...
ତୃଣମୂଳ ସ୍ତରରେ ପ୍ରଶାସନକୁ ନେଇ ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ : ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ
ବିକାଶ, ନାଗରିକ ସଶକ୍ତିକରଣ ଏବଂ ଲୋକଙ୍କ ମଧ୍ୟରେ ରାଷ୍ଟ୍ରୀୟ ଗୌରବ ଭାବନାର କାହାଣୀକୁ ନେଇ ସିବିସି ପକ୍ଷରୁ ଲୋକସମ୍ପର୍କ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ପିଆଇବି) : ବ୍ରହ୍ମପୁର ଠାରେ ଆଜି ‘୧୨ ବର୍ଷର ରୂପାନ୍ତରଣକାରୀ ପ୍ରଶାସନ’ ଏବଂ ‘ହର ଘର ତିରଙ୍ଗା’ ଅଭିଯାନକୁ ନେଇ ଏକ ତିନି ଦିନିଆ!-->!-->!-->…
Read More...
Read More...
ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପାର୍ବଣ ସମୟରେ ଏହାର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ…
ନୂଆଦିଲ୍ଲୀ, (ପିଆଇବି) : ଗତ କିଛି ସପ୍ତାହ ମଧ୍ୟରେ ଚିନି ମୂଲ୍ୟ ବୃଦ୍ଧି ପାଇଛି। ୨୦ ଜୁଲାଇ, ୨୦୨୬ରେ ଏହା କିଲୋଗ୍ରାମ ପିଛା ୪୮ ଟଙ୍କା ୧୮ ପଇସାରୁ ବୃଦ୍ଧି ପାଇ ୨୦ ଅଗଷ୍ଟ, ୨୦୨୬ରେ କିଲୋଗ୍ରାମ ପିଛା ୫୫ ଟଙ୍କା ୭୦ ପଇସାରେ ପହଞ୍ଚିଛି। ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।!-->…
Read More...
Read More...
ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ
ବାଲେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର ଜିଲ୍ଲା ରସାଳପୁର ସ୍ଥିତ ଡକ୍ଟର ଯଦୁନାଥ କଲେଜ୍ ପରିସରରେ ଦିନିକିଆ ନିଶାମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଛି ।!-->…
Read More...
Read More...
ପିଆଇବି ଓ ସିବିସି ଭୁବନେଶ୍ୱରର କାର୍ଯ୍ୟ ସମୀକ୍ଷା କଲେ କଲେ ପୂର୍ବାଞ୍ଚଳ ଡିଜି ଟି.ଭି.କେ. ରେଡ୍ଡୀ
ଭୁବନେଶ୍ୱର, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ (ଡିଜି) ଶ୍ରୀ ଟି.ଭି.କେ. ରେଡ୍ଡୀ ଆଜି ଭୁବନେଶ୍ୱରସ୍ଥିତ ପିଆଇବି ଓ ସିବିସିର ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ପିଆଇବି ଓ!-->…
Read More...
Read More...
କ୍ୟାବିନେଟ୍ ମଞ୍ଜୁରୀ: ବିହାରର ମୁଜାଫରପୁର-ସୀତାମଢ଼ୀ-ସୋନବର୍ଷା ଏନ୍ଏଚ୍-୨୨ ସଡ଼କ ୩,୫୯୦.୭୩ କୋଟି ଟଙ୍କା ବ୍ୟୟରେ ହେବ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବିହାରରେ ୨୨ ନମ୍ବର ଜାତୀୟ ରାଜପଥର ମୁଜାଫରପୁର-ସୀତାମଢ଼ୀ-ସୋନବର୍ଷା ସେକ୍ସନକୁ ୪-ଲେନ୍ ବିଶିଷ୍ଟ ମାନକକୁ ଉନ୍ନୀତ କରିବା ପାଇଁ ମଞ୍ଜୁରୀ!-->…
Read More...
Read More...
୨୦୦ରୁ ଅଧିକ ଗିରଫ; ସ୍ୱାଧୀନତା ଦିବସ ପୂର୍ବରୁ ଆଇଏସଆଇI-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ
ସୀମାପାର ଆତଙ୍କବାଦ ପ୍ରତି ‘ଶୂନ ସହନଶୀଳତା’ ନୀତି; ଅଗଷ୍ଟ ୧୨ରେ ୧୪ଟି ରାଜ୍ୟରୁ ୨୫୩ ଜଣ ଅଟକଶହଜାଦ ଭଟ୍ଟି ନେଟୱର୍କ ବିରୋଧରେ ୮୦ରୁ ଅଧିକ ଏଫ୍ଆଇଆର୍, ୨୦୦ରୁ ଅଧିକ ଗିରଫ
ନୂଆଦିଲ୍ଲୀ, (ପିଆଇବି) : ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଆଇଏସଆଇ ସମର୍ଥିତ ଆତଙ୍କବାଦୀ!-->!-->!-->…
Read More...
Read More...