ରାଜାଘର ଜଗନ୍ନାଥ ମନ୍ଦିର ପକ୍ଷରୁ ଶ୍ରୀ ଜୀଉଙ୍କ ସୁନାବେଶ ଶୃଙ୍ଖଳିତ ଭାବେ ସମାହିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ) : ସାଂସ୍କୃତିକ ବିଦ୍ଭବତା ସାଂଗକୁ ଆନନ୍ଦ ଉଲ୍ଲାସ, ଉତ୍ସାହ ଭରା ମଧ୍ୟରେ ଭକ୍ତି ଭାବରେ ପବିତ୍ର ହରି ଶୟନ ଏକାଦଶୀ ଅବସରରେ ଛତ୍ରପୁର ସହରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଶ୍ରୀ ଜୀଉଙ୍କ
Read More...

ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଦ୍ୱାରା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ତାଙ୍କର ଦିନିକିଆ ରାଉରକେଲା ଗସ୍ତ ଅବସରରେ ପ୍ରଥମ ଥର ପାଇଁ ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ କରି ବୃକ୍ଷଚାରା ରୋପଣ କରିଛନ୍ତି । ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ମା’ ପାଇଁ
Read More...

ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ତରଫରୁ ବାହୁଡାଯାତ୍ରାରେ ପ୍ରସାଦ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଶାନ୍ତିପଡାଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅବସରରେ ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ତରଫରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହରାଞ୍ଚଳ ଡୁମାଲ ସମାଜ ସଭାପତି ସଂଜୟ କୁମାର ମହାକୁଡ, ସଂପାଦକ
Read More...

ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଇନ୍ଦିରାନଗର ସ୍ଥିତ ଶ୍ରୀ ଶବରୀ ନାରାୟଣ ମନ୍ଦିର ଦାରୁବ୍ରହ୍ମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ସମାପନ ହୋଇଯାଇଛି । ଶ୍ରୀ ଶ୍ରୀ ନୃସିଂହ ପୁରାଣ ପାଠ ବ୍ୟାସ ରୁଦ୍ର କିଶୋର ମିଶ୍ର କରିଥିଲେ । ପ୍ରତ୍ୟେହ ସନ୍ଧ୍ୟା ଭଜନ
Read More...

ଏମ୍‌ବିଏମ୍‌ଏମ୍‌ର ଜିଲ୍ଲାସ୍ତରୀୟ ବୁଦ୍ଧିଜିବୀ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡ. ବିଆର ଆମ୍ବେଦକରଙ୍କ ସମ୍ପୁର୍ଣ୍ଣ ବିଚାର ଉପରେ କାର୍ଯ୍ୟ କରିବା ସିଦ୍ଧାନ୍ତରେ ମୂଳନିବାସୀ ବହୁଜନ ମିଳିତ ମହାସଂଘର ଜିଲ୍ଲା ସ୍ତରୀୟ ବୈଠକ ସଂସ୍କୃତି ଗବେଷକ ତରଣୀସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲଙ୍କ ସଂଯୋଜନା
Read More...

ଦେଖିବାକୁ ଯାଇଥିଲେ କୁକୁଡା ଫାର୍ମ : କାନ୍ଥ ତଳେ ଚାପି ହୋଇ ଶାଶୂ-ବୋହୂ ମୃତ

ନୂଆପଡା : କୁକୁଡା ଫାର୍ମ ଦେଖିବାକୁ ଯାଇଥିଲେ ଶାଶୁ ବୋହୂ । ସାଙ୍ଗରେ ଥିଲା ୮ ବର୍ଷର କୁନି ଝିଅ । କେହି ଜାଣିନଥିଲେ ଏତେ ବଡ ଅଘଟଣ ଘଟିଯିବ । ଆଉ ଘରକୁ ଫେରିପାରିବେନି । ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ପଡିବାରୁ ଚାପି ହୋଇ ଚାଲିଯାଇଛି ୨ ଜୀବନ । ଅଳ୍ପକେ ବର୍ତ୍ତିଗଲା ୮ ବର୍ଷର ଝିଅର ଜୀବନ
Read More...

ଅତି ଭୀଷଣ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ଅତି ଭୀଷଣ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ରହିଛି ।
Read More...

ଘୁଚିପାଲିରେ ବନ ମହୋତ୍ସବ ସପ୍ତାହ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ଘୁଚିପାଲି ସ୍ଥିତ ବଡଦେଓ ପୂଜାପୀଠରେ ଦେଓଗାଁ ବନାଞ୍ଚଳ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବନ ବିଭାଗ ଅଧିକାରୀ ଜନ୍ମେଜୟ ପାଣିଗ୍ରାହୀ, ଫରେଷ୍ଟ ଗାର୍ଡ ଗଣେଶରାମ
Read More...

ଅସ୍ତିତ୍ୱର ଦ୍ୱିତୀୟ ବାର୍ଷିକୋତ୍ସବ

ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱର ଦ୍ୱିତୀୟ ବାର୍ଷିକୋତ୍ସବ ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଅସ୍ତିତ୍ୱର ସଭାପତି ସୁଶ୍ରୀ ଇପ୍ସିତା ବିଶ୍ୱାଳଙ୍କ
Read More...

ବଙ୍ଗୋମୁଣ୍ଡାର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ : ସ୍ୱାସ୍ଥ୍ୟ ସେବା ସୁଧାର ନ ହେଲେ ଆନ୍ଦୋଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା କୁ ନେଇ ସାମ୍ବାଦିକ ସମ୍ମିଳନୀରେ ବଙ୍ଗୋମୁଣ୍ଡା ସରପଞ୍ଚ ତଥା ପୂର୍ବତନ ବିଜେଡି ଯୁବ ସମ୍ପାଦକ ଅଜିତ କୁମାର ଯୋଶୀ । ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ
Read More...