ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ସହଲାର ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ବାରିକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ
Read More...

ବ୍ରହ୍ମାନନ୍ଦ ବେଦିକ ଏନଲାଇଟମେଣ୍ଟ ଟ୍ରଷ୍ଟ ତରଫରୁ ଆରୋଗ୍ୟ ସ୍ୱାସ୍ଥ୍ୟ ଶିବିର

ବିନିକା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ପରିସରରେ ପ୍ରଶାନ୍ତି ଟ୍ରଷ୍ଟ ସହାୟତାରେ ବ୍ରହ୍ମାନନ୍ଦ ବେଦିକ ଏନଲାଇଟମେଣ୍ଟ ଟ୍ରଷ୍ଟ ତରଫରୁ ଆରୋଗ୍ୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମାତା ବ୍ରହ୍ମାନନ୍ଦମୟୀଙ୍କ ନିର୍ଦ୍ଦେଶନା ଓ ଗୁରୁଜୀ
Read More...

ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଭାଗ ନେବେ ଶିବାନୀ ଓ ରଘୁବୀର

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ତକତପୁର ନିକଟସ୍ଥ ମହାରାଜପୁର ସ୍ଥିତ ଓ ଆର ଡି କେନ୍ଦ୍ରର ୨ଜଣ ଛାତ୍ରଛାତ୍ରୀ ଓଡିଶା ଯୋଗ ଏସୋସିଏସନ, କଟକ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ସ୍ୱାମୀ ବିବେକାନନ୍ଦ ଯୋଗ
Read More...

ପ୍ରଭୁଳୀନ ହେଲେ ଇପିକଲର ପୂର୍ବତନ ମୁଖ୍ୟ ପ୍ରବନ୍ଧକ ରାମଚନ୍ଦ୍ର ପଣ୍ଡା

ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅବସର ପ୍ରାପ୍ତ ପ୍ରସାଶକ ରାମଚନ୍ଦ୍ର ପଣ୍ଡା । ୧୯୩୨ ମସିହାରେ ଯାଜପୁରର ସୁଦୁର ବରାହତ୍ତା ଗ୍ରାମରେ ଜନ୍ମିତ ଅତ୍ୟନ୍ତ ପରିଶ୍ରମ ବଳରେ ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେଇ ବିଭିନ୍ନ ପଦପଦବୀରେ ରହି ମହାପ୍ରବନ୍ଧକ ଇପିକଲ ଭାବେ ଅବସର ନେଇଥିଲେ, ଅବସର ପରେ
Read More...

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ନେଇ ସମୀକ୍ଷା ବୈଠକ

ସ୍କୁଲ ଓ ଉଚ୍ଚ ଶିକ୍ଷାର ବିକାଶ ସହ ନବଜାତ ଶିଶୁ ଏବଂଛାତ୍ରଛାତ୍ରୀଙ୍କ ପୋଷଣକୁ ଦିଆଯିବ ଗୁରୁତ୍ୱ - ଧର୍ମେନ୍ଦ୍ର ପ୍ରଧାନ• ବୈଠକରେ ଯୋଗଦେଲେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚ ଶିକ୍ଷା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ, ବିଧାୟକ, ଭାରତ ଓ
Read More...

ଶିବତଲା ସେବାଶାନ୍ତି ସଂଗଠନ ପକ୍ଷରୁ ବନମହୋତ୍ସବ କାର୍ଯ୍ୟକ୍ରମ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ରବିବାର ଦିନ ଶିବତଲାଠାରେ ଶିବତଲା ସେବାଶାନ୍ତି ସଂଗଠନ ପକ୍ଷରୁ ବନମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଜନସଚେତନତା ପାଇଁ ଗ୍ରାମ ପରିକ୍ରମା, ସ୍ଥାନୀୟ ନୂଆଁ ବଜାର ପରିସରରେ ବୃକ୍ଷ ରୋପଣ ତଥା ସଚେତନତା ସଭା ଅନୁଷ୍ଠିତ
Read More...

ରଥ ଉପରେ ଅଳଙ୍କାରରେ ସଜ୍ଜିତ ହେଲେ ଶ୍ରୀଜିଉ : ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ । ଏହି ଅପରୂପ ଦୃଶ୍ୟ ଦେଖିବାକୁ ରବିବାର ସନ୍ଧ୍ୟାରେ ରଥ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ଆଜି ରଥ ଉପରେ ମହାପ୍ରଭୁ
Read More...

କେସିଙ୍ଗା ସତ୍ୟର ସ୍ଵର ଟିମ ତରଫରୁ ବନ ମହୋତ୍ସବ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ ) : ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ସତ୍ୟର ସ୍ୱର ସାମାଜିକ ଗଣମାଧ୍ୟମ କେସିଙ୍ଗା ଟିମ୍ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କେସିଙ୍ଗା ୱାର୍ଡ ନମ୍ବର ୧ ସ୍ଥିତ ବାଗଡ ଗୌରୀ ଶଙ୍କର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବରେ
Read More...

ପଦ୍ମପୁର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସୁନାବେଶରେ ଚତୁର୍ଦ୍ଧା ମୂର୍ତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜଗତର ନାଥ ଜଗନ୍ନାଥଙ୍କର ୧୨ମାସରେ ତେର ଜାତ ତେବେ ପ୍ରତିଟି ପର୍ବରେ କିନ୍ତୁ ଭକ୍ତଙ୍କୁ ନିଜର ବିଭିର୍ଣ୍ଣ ଅଲୌକିକ ମାଙ୍ଗଳିକ ବେଶରେ ଦର୍ଶନ ଦେଇଥାନ୍ତି ପ୍ରଭୁ ତେବେ ପ୍ରତିବର୍ଷ ବାହୁଡ଼ାଯାତ୍ରାର ପର ଦିନ ଶ୍ରୀ ହରିଶୟନ ଏକାଦଶୀରେ ରଥ ଉପରେ
Read More...

ତ୍ରିତାପ ହରଣ ଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରିବେଣୀ ସଙ୍ଗମ ସ୍ଥଳୀ, ବେଦବ୍ୟାସ ପୀଠ, ରାଉରକେଲାଠାରେ ତ୍ରିତାପ ହରଣ ଶାନ୍ତି ମହାଯଜ୍ଞ ଶୁଭାରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିବସରେ ଯଜ୍ଞ ମଣ୍ଡପ ପ୍ରତିଷ୍ଠା, ଶ୍ରୀ କଳସ ଶୋଭାଯାତ୍ରା, ଅଙ୍କୁରାରୋପଣ, ଯଜ୍ଞ ମଣ୍ଡପ ପରିକ୍ରମା ହୋଇଯାଇଛି । ଶ୍ରୀ କଳସ
Read More...