ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ପାଠାଗାରର ନିଜସ୍ୱ କାର୍ଯ୍ୟାଳୟ ପରିସରରେ ମାସିକ ସାହିତ୍ୟ ଆଲୋଚନା ଓ ବର୍ଷା କବିତା ପାଠୋତ୍ସବ କାର୍ଯ୍ୟକ୍ରମ
Read More...

ବସୁଧୈବ କୁଟୁମ୍ବକମ୍‌ର ବନମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ଓ ସରକାରୀ ଉଚ୍ଚବିଦ୍ୟାଳୟ, ଉଦିତ ନଗରର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ ତଥା ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବସୁଧୈବ କୁଟୁମ୍ବକମର ସଭାପତି
Read More...

ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “ଫରଏଭର୍ ଇନ୍ ଲେଟରସ” କାର୍ଯ୍ୟକ୍ରମ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସାଧାରଣ ଲୋକଙ୍କ ମନରେ ଥିବା ଭାବନାକୁ ଚିଠି ମାଧ୍ୟମରେ ପ୍ରକାଶ କରିବାକୁ ଡାକ ବିଭାଗ ତରଫରୁ ସର୍ବଭାରତୀୟ ସ୍ତରରେ ଏକ ନିଆରା ପ୍ରୟାସକୁ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ସ୍ଥାନୀୟ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ସ୍କୁଲରେ "ଫର
Read More...

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ

ମୋଟ ୧୪୩ଗୋଟି ଅଭିଯୋଗର ହେଲା ଶୁଣାଣି ବାରିପଦା, (ଦେବସ୍ମିତ ଚୌଧୁରୀ) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦାଠାରେ ଜିଲ୍ଲାପାଳ ହେମକାନ୍ତ ସୟ ଭା. ପ୍ର. ସେଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସ୍ଥିତ
Read More...

ମାଗୁରପାଣି ଗାଁରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ୍ ବୋଇରଭାଡି ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ୍, ଜିଲ୍ଲା ମୂଖ୍ୟ ଉନ୍ନୟନ
Read More...

ନୃସିଂହନାଥରେ ମାର୍ବଲ ପଥରରେ ଖସି ବୃଦ୍ଧା ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲଗାଣ ବର୍ଷାକୁ ଝିଝି ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ପାଇକମାଲ ବ୍ଲକ ନୃସିଂହନାଥ ପୀଠରେ ସୋମବାର ମାର୍ବଲ ପଥରରେ ଖସି ପଡି ବୃଦ୍ଧା ଗୁରୁତର । ସୂଚନା ଯୋଗ୍ୟ, ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା କିଛି ଶ୍ରଦ୍ଧାଳୁ ବାଳ ପକାଇବା ପାଇଁ ନୃସିଂହନାଥ ପୀଠକୁ
Read More...

ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ “ମେରା ଯୁବା ଭାରତ” ଆନୁକୁଲ୍ୟରେ ଭବାନୀ ଶଙ୍କର କଳା ପରିଷଦ, କୁଟେନପାଲି, ବଲାଙ୍ଗିରର ସମସ୍‌ତ କଳାକାର ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନ ପାଳନ ଅବସରରେ ମାଁ ପାଇଁ ଗଛଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗୌନ୍ତିଆବୁଢା
Read More...

ଗୁଞ୍ଚିତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବନମହୋତ୍ସବ ସପ୍ତାହ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଚଳିତ ସପ୍ତାହ ସବୁଠି ବନ ମହୋତ୍ସବ ସପ୍ତାହ ପାଳନ ହେଉଥିବାରୁ ମୁରିବାହାଲ ବ୍ଲକର ସମସ୍ତ ବିଦ୍ୟାଳୟରେ ନୂଆଁ ଚାରାରୋପଣ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଗୁଞ୍ଚିତରା ସରକାରୀ ଉଚ୍ଚପ୍ରାଥମିକ
Read More...

ଝରାଫୁଲ ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଓ କଣାସ ଅଂଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଝରାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଲୁଣା ନଦୀ ତୀରବର୍ତ୍ତୀ ଜଙ୍ଘାର ଛକ କଳ୍ପିତ ଗୁଣ୍ଡିଚା ବାଡ଼ିସ୍ଥ ତାରିଣୀ ମନ୍ଦିର ପରିସରରେ ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ସାରସ୍ୱତ ସମ୍ମିଳନୀ ରବିବାର
Read More...

ବଲାଙ୍ଗିର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସେମିରେ ସିସିଏଫ୍‌ଏ, କେସି ୟୁନାଇଟେଡ, ସୁଜିଆ ଓ ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୪ ଗୋଟି ପଡିଆରେ କ୍ୱାଟର ଫାଇନାଲ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ସିସିଏଫ୍‌ଏ ବନାମ ନକଟାସର
Read More...