ଟ୍ରେନରୁ ଖସିପଡି ସିଆର୍‌ପିଏଫ୍‌ ଯବାନ ଗୁରୁତର

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଟ୍ରେନରୁ ଖସିପଡି ସିଆର୍‌ପିଏଫ୍‌ ଯବାନ ଗୁରୁତ । ଗତ ରାତିରେ ରାଉରକେଲା ଜଗଦଲପୁର ଏକ୍ସପ୍ରେସ ଟ୍ରେନରେ ଜଗଦଲପୁର ଯାଉଥିବା ବେଳେ ଲେଳିଗୁମା ଷ୍ଟେସନ ନିକଟରେ ଖସିପଥିବା ଜଣାପଡିଛି । ଗୁରୁତର ଯବାନ ହେଲେ ଶରତ ମାଝୀ ସେ ରାଉରକେଲାରୁ ଜଗଦଲପୁର
Read More...

ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ ସାମ୍ବାଦିକଙ୍କ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ । ମୃତକ ଜଣଙ୍କ ଜଣେ ୱେବ ଚେନାଲର ସାମ୍ବାଦିକ ବୋଲି ସୂଚନା ମିଳିଛି । ମୃତକଙ୍କ ନାଁ ସିଏଚ ନରେଶ । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳର ମୁରଲୀଗୁଡା ଗ୍ରାମ ନିକଟରେ ସି.ଏଚ
Read More...

ବାର୍‌ହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟତ୍ ତାର ସଂସ୍ପର୍ଶରେ ଆସି ଗୋଳାବାରୁଦ କାରଖାନା କର୍ମଚାରୀ ଗୁରୁତର

ସଇଁତଳା : ବଲାଙ୍ଗିର ଜିଲ୍ଲା ସଇଁତଳା ବଡ଼ମାଳ ଗୋଳାବାରୁଦ କାରଖାନା କର୍ମଚାରୀ ଗୁରୁତର । ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇଥିବା ଜଣାପଡ଼ିଛି । କର୍ମଚାରୀ ଜଣକ ବିପିବିହାରୀ ଏକ୍କା ବୋଲି ଜଣାପଡ଼ିଛି । ସୂଚନାନୁସାରେ,
Read More...

ଆଗଲପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କାର୍ଯ୍ୟକର୍ତ୍ତା ମନୋନୟନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ସ୍ଥିତ ଶିକ୍ଷକ ଭବନଠାରେ ଆଗଲପୁର ଶିକ୍ଷକ ସଂଘ(ନୂତନ ପେନସନ ଭୂକ୍ତ) ର ନୂତନ କାର୍ଯ୍ୟକର୍ତ୍ତା ମନୋନୟନ ହୋଇଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆଗଲପୁର ବ୍ଲକ ସଭାପତି ଜୟରାମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଦାସିଆ ଅଜାଙ୍କ ଜନ୍ମ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ମହାନ ସଂଗ୍ରାହକ ତଥା ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକଙ୍କ ୧୧୮ତମ ଜନ୍ମ ଜୟନ୍ତୀ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଥିଲା । ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ଓଡ଼ିଶାରେ ପାଠାଗାର ଆନ୍ଦୋଳନର
Read More...

ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି : ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଡିସିପି ଜଗମୋହନ ମୀନା ଓ ଅତିରିକ୍ତ କମିଶନର ନରସିଂହ ଭୋଳ ଏମ୍‌ସରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫୦ ପ୍ଲାଟୁନ ଫୋର୍ସ
Read More...

ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌ : ୨୦ରୁ ଅଧିକ ଗୁରୁତର

ଜଳେଶ୍ଵର : ଯାତ୍ରୀବାହୀ ବସ୍‌କୁ ପଛପଟୁ ଧକ୍କା ଦେଲେ ଟ୍ରକ୍‌ । ଭାରସାମ୍ୟ ହରାଇ ଓଲଟି ପଡିଲା ୪୦ ରୁ ଅଧିକ ଲୋକ ଥିବା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୦ ରୁ ଅଧିକ ଗୁରୁତରଙ୍କୁ ଜଳେଶ୍ଵର ଜିକେ ଭୋଟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଗୀତାଞ୍ଜଳି
Read More...

୧୬ତମ ସିଏସସି ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
‘ସିଏସସି’ ମୋଦୀ ସରକାରରେ ୪୫ ଲକ୍ଷ କୋଟି ଟଙ୍କାର
କାରବାର

• ସମଗ୍ର ଓଡ଼ିଶାରେ ସିଏସସି ମାଧ୍ୟମରେ ଇ-ଡିଷ୍ଟ୍ରିକ୍ଟ ସର୍ଭିସର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ• ‘ଜନସେବା କେନ୍ଦ୍ର’ ସୁବିଧା ଓ ପାରଦର୍ଶୀ ଭାବେ ସରକାରୀ ସେବାକୁ ଲୋକମାନଙ୍କ ପାଖରେ ପହଞ୍ଚାଉଛି• ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭ ହିତାଧିକାରୀଙ୍କୁ ପହଞ୍ଚାଇବାରେ ସିଏସସି ସେଣ୍ଟର
Read More...

ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ଆଜି ୫୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।ଏପରି ରୋଜଗାର ମେଳା ମାଧ୍ୟମରେ ଲକ୍ଷ ଲକ୍ଷ ଯୁବକଯୁବତୀ ସରକାରୀ ସ୍ତରରେ ସ୍ଥାୟୀ ଚାକିରି ପାଇଛନ୍ତି । ଏବେ ଏହି ଯୁବକଯୁବତୀମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ
Read More...

୧୭ ଜଣ କନିଷ୍ଠ ଶିକ୍ଷକ ନିୟମିତ ହେଲେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର କାର୍ଯ୍ୟରତ ୧୭ ଜଣ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ୨୦୧୯ ମସିହାରେ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଏବଂ ଛଅ ବର୍ଷ କାର୍ଯ୍ୟ କରିଥିବା କନିଷ୍ଠ ଶିକ୍ଷକମାନଙ୍କୁ ଗଞ୍ଜାମ ଗୋଷ୍ଠୀ
Read More...