ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମ୍ମିଳନୀ ଉଦଯାପିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମ୍ମିଳନୀର ତୃତୀୟ ଦିବସରେ ଭାରତର ନବ ପ୍ରତିଭା ମତ୍ସ୍ୟ ଗବେଷକ ଓ ଡକ୍ଟରେଟ ଉପାଧିଧାରୀ, ବୈଜ୍ଞାନିକ ତଥା କୃତ୍ତି ମେଧାବୀ ମତ୍ସ୍ୟ-ବିଜ୍ଞାନୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ମତ୍ସ୍ୟ!-->…
Read More...
Read More...