ସାତ ମାସ ହେଲା ବାବୁଲାଲ ନିଖୋଜ : କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବେଲଗାଁ ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଳଗାଁର ବାବୁଲାଲ ତିୱାରୀ ଦୀର୍ଘ ସାତ ମାସ ହେବ ନିଖୋଜ ରହିଛନ୍ତି । ଏନେଇ ବେଲଗାଁ ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ ନିଖୋଜ ବାପାଙ୍କୁ ଖୋଜିଆଣିବାକୁ ଝିଅ ପୁଣି ଫାଣ୍ଡି ପୁଲିସ ପାଖରେ ନିବେଦନ କରିଥିବା ବେଳେ ବର୍ତମାନ!-->…
Read More...
Read More...