ବରଗଡ଼ରୁ ପୁଣି ଜବତ ହେଲା ବ୍ରାଉନସୁଗାର

ବରଗଡ, (ମୁନ୍ନା ସାହୁ) : କିଛି ଦିନର ବ୍ୟବଧାନ ପରେ ବରଗଡ଼ରୁ ପୁଣି ଜବତ ହେଲା ବ୍ରାଉନସୁଗାର । ବିଶେଷ ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ଘୁଲିପାଲି ଛକରେ ସମ୍ବଲପୁର ପଟୁ ଆସୁଥିବା ଏକ ସ୍କୁଟି ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସ୍କୁଟିରୁ ୫୦ ଗ୍ରାମ ବ୍ରାଉନସୁଗାର ଜବତ
Read More...

ସୋନପୁର ଜିଲ୍ଲାରେ ତହଁକର ଝକେର୍ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜେଶ ଦଣ୍ଡସେନା) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଜୁଲାଇ ୨୭ ତାରିଖ ରବିବାର ଦିନ ତହଁକ୍ କୁଟୁମ୍ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ଥିତ ସେଲେଡି ଗ୍ରାମରେ ଝକେର୍ କବିତା ଉଛବ୍ ଆୟୋଜିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର
Read More...

୩ଟି ଲୁଟ୍ ଅଭିଯୋଗ ଘଟଣାରେ ରାଉରକେଲା ପୁଲିସ ଦ୍ୱାରା ୨ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ଲୁଟେରାଙ୍କ ଦ୍ୱାରା ମହିଳାଙ୍କ ବେକରୁ ସୁନାଗହଣା ଛଡ଼ାଇ ନେଇ ପଳାଇଥିବା ଅଭିଯୋଗରେ ରାଉରକେଲା ଝିରପାଣି ଥାନା ପୋଲିସ ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଲୁଟ୍ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିଛି । ଦୁଇ ଅପରାଧିଙ୍କଠାରୁ ଜବତ କରାଯାଇଥିବା
Read More...

ଏଆଇଡିଏସଓ ରାଜ୍ୟ ପରିଷଦ ପକ୍ଷରୁ ଆସନ୍ତା ୨୩ ଜୁଲାଇ ଭୁବନେଶ୍ୱରଠାରେ ବିଶାଳ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଆଇଡିଏସଓ ରାଜ୍ୟ ପରିଷଦ ପକ୍ଷରୁ ଆସନ୍ତା ୨୩ ଜୁଲାଇ ଭୁବନେଶ୍ୱରଠାରେ ବିଶାଳ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହେବାକୁ ଯାଉଛି । ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ସ୍ଥାନରେ ଛାତ୍ରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଦାବିରେ ଏହି
Read More...

ଘର ଭିତରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣା : ୬ ଘଣ୍ଟା ପୋଲିସକୁ ଅଟକ ରଖିଲେ ଉତ୍ୟକ୍ତ ଗ୍ରାମବାସୀ

୩ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ପାଟଣାଗଡ଼, (ଅଶୋକ କୁମାର ବାଗ) : ଗତ ଜୁନ୍ ମାସ ୧୪ ତାରିଖ ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ କିନ୍ତୁ ପରିବାର ଲୋକ ଏବଂ ଗ୍ରାମବାସୀ ଏହାକୁ ଯୋଜନା ବଦ୍ଧ ହତ୍ୟା ବୋଲି
Read More...

ଭାଇବୋହୂକୁ କୋଦାଳରେ ହାଣିଦେଲା ଦେଢଶୁର

ଆସାମୀ କୋଦାଳ ଧରି ଥାନାରେ ହେଲା ସରେଣ୍ଡର ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଦେଢ଼ଶୁରର କୋଡି ଚୋଟରେ ଭାଇବହୂ ମୃତ । ଆସାମୀ କୋଦାଳ ଧରି ଥାନାରେ ହେଲା ସରେଣ୍ଡର । ଅଭିଯୁକ୍ତ ନିଜେ ମାରିଥିବା ନିଜେ ସ୍ୱୀକାର କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା
Read More...

ନାସା ପ୍ରାୟୋଜିତ ଗ୍ଲୋବର ତ୍ରିଂଶତମ ଆନ୍ତର୍ଜାତୀୟ ସମ୍ମିଳନୀ : ଗ୍ଲୋବ ଶିକ୍ଷକ ଦିଲ୍ଲୀପ କୁମାର ଧଳ ଯୋଗଦାନ

ସାଲେଭଟା : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ରେଙ୍ଗାଲି ଉଚ୍ଚବିଦ୍ୟାଳୟର ଗ୍ଲୋବ ଶିକ୍ଷକ ନାସା ଦ୍ୱାରା ପ୍ରାୟୋଜିତ ଗ୍ଲୋବ ପର୍ଯ୍ୟବେକ୍ଷଣ କାମର ତ୍ରିଂଶତମ ବାର୍ଷିକ ସମ୍ମିଳନୀରେ ଯୋଗଦାନ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ୱାସିଂଟନ ଡି.ସି.ଠାରେ ଚଳିତବର୍ଷ ଜୁଲାଇ ୧୪ରୁ ୧୭
Read More...

ହାତୀ ଆକ୍ରମଣରେ ଜଣେ ମହିଳା ଆହତ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଅଧିନସ୍ଥ ଗୁଦୁରାମୁଣ୍ଡା ଗାଁ ନିକଟରେ ଥିବା କିରିବାଞ୍ଜି ଜଙ୍ଗଲ ଭିତରେ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିଛି । ଏଥିରେ ମହିଳା ଜଣକ ଗୁରୁତର ହୋଇଛନ୍ତି । ମହିଳା ଜଣକ ହେଲେ କତରଲଗା ଗାଁର ଶାନ୍ତି ନାଏକ । କରମତଳା ଗାଁର କିଛି ପରିବାର
Read More...

ଟ୍ରାକ୍ଟର ଚାଳକର ଅସାବଧାନତା ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା । ବେପରୁଆ ଟ୍ରାକ୍ଟର ଚାଳକର ଅସାବଧାନତା ଯୋଗୁଁ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଫଳରେ ଡାଲାରେ ଥିବା ସେଣ୍ଟ୍ରିଙ୍ଗ ପାଇଁ ଯାଉଥିବା ସାମଗ୍ରୀ ବାଇକ ଚାଳକ ଉପରେ ପଡ଼ିଥିଲା
Read More...

କେନାଲ ପୋଲ ତଳୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଜଗତସିଂହପୁର : କେନାଲ ପୋଲ ତଳୁ ଏକ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ବିରିଡ଼ି ଥାନା ମଧ୍ୟଶାସନ ଟେଂତେରା ସାହି ନିକଟ କଟକ ମାଛଗାଁ ମୁଖ୍ୟ କେନାଲର ପୋଲ ତଳେ ଏକ ୬ ମାସର ଶିଶୁପୁତ୍ରର ମୃତଦେହ ଦେଖିବାକୁ ମିଳିଛି । କେହି ଯୁବତୀ କିମ୍ୱା ମହିଳାଙ୍କ ଅବାଞ୍ଝିତ ଗର୍ଭପାତ ହେବା ପରେ
Read More...