କଣ୍ଟାବାଞ୍ଜି ରେଳ ଷ୍ଟେସନରେ ୪ କିଲୋ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ନିଶାଦ୍ରବ୍ୟ ବିରୋଧରେ ବିଶେଷ ଅଭିଯାନରେ, କଣ୍ଟାବାଞ୍ଜି ଏକ୍ସାଇଜ୍ ଷ୍ଟେସନ୍ ଅଧିକାରୀମାନେ ରବିବାର କଣ୍ଟାବାଞ୍ଜି ରେଳଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରୁ ଗୋଟିଏ ଯାତ୍ରୀଙ୍କ ପାଖରୁ ୪ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛନ୍ତି । ଏହି ଜବତ ହୋଇଥିବା!-->…
Read More...
Read More...