ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନିମିତ୍ତ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇନ୍ତାଲା ବ୍ଲକର ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସ୍ଵାଧୀନ ସାହୁଙ୍କ ସଭାପତିତ୍ୱରେ ସଭା ଆରମ୍ଭ କରି ପରିଚୟ
Read More...

ରୋଟାରୀ କ୍ଲବ ଅଫ୍ ଅର୍ବାନର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ଅର୍ବାନ ତରଫରୁ ଗର୍ଜନ ସ୍ଥିତ ବିବେକାନନ୍ଦ ହାଇସ୍କୁଲଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ନନ୍ଦକିଶୋର ସିଂହଙ୍କ ସଭାପତିତ୍ୱ ଓ ରୋଟାରୀ ଅର୍ବାନର ସଭାପତି ରୋଟାରିଆନ ଉଦିତ କୁମାର ସାହୁଙ୍କ
Read More...

ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଭୋଗ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ନିକଟରେ ଥିବା କୁଳିତା ଜାତିର ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଭୋଗ ମଣ୍ଡପ ଗୁରୁବାର ଭୋଗ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି । ଭୋଗ ବଣ୍ଟନ ପୂର୍ବରୁ ମନ୍ଦିର ପୂଜକ ପୂଜାପାଠ କରି ଦୀପ ଜଳାଇ ଥିବାବେଳେ ହାଡୁ ସାହୁ
Read More...

ଗାଈ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ ବିଜେପି ଯୁବ ସଂଗଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳର ୫୯ନଂ.ଜାତୀୟ ରାଜପଥ ଉପରେ ଦିନ ରାତି ତମାମ କବଜା କରି ରଖିଥିବା ଗାଈ ଗୋରୁ ମାନେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଦୁର୍ଘଟଣାର ଶିକାର ହେଉଥିବା ବିଷୟକୁ ନଜରରେ
Read More...

ଜିଲ୍ଲାସ୍ତରୀୟ “ବେଟି ବଚାଓ ବେଟି ପଢାଓ” ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠିଙ୍କ ସଭାପତିତ୍ଵରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ “ବେଟି ବଚାଓ ବେଟି ପଢାଓ” ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ପଶ୍ଚିମ ଓଡିଶାର ଲୋକଧାରା ଗବେଷଣା ପାଇଁ ଏକ ଉପାଦେୟ ପୁସ୍ତକ ହେବ : କୋଶଲି ଲୋକ ସାହିତ୍ୟ ବର୍ଗରେ ନିମାଇଁ ଚରଣ…

ସଂସ୍କୃତି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଧୁନିକତାର ପ୍ରଭାବରେ ହଜି ଯାଉଥିବା ଆମ ଅଞ୍ଚଳର ପ୍ରାଚୀନ କୀର୍ତ୍ତିରାଜି, ବିଭିନ୍ନ ବ୍ୟବହୃତ ଜିନିଷ ସଂଗ୍ରହ କରି କୋଶଲି ମ୍ୟୁଜିୟମ ପ୍ରତିଷ୍ଠା କରିଥିବା ସ୍ୱର୍ଗତ ନିମାଇଁଚରଣ
Read More...

ଉପ-ରାଷ୍ଟ୍ରପତି ନିର୍ବାଚନ, ୨୦୨୫ ରିଟର୍ଣ୍ଣିଂ ଅଧିକାରୀ ଏବଂ ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ନିଯୁକ୍ତ କଲେ…

୧. ଭାରତର ନିର୍ବାଚନ କମିଶନ ସମ୍ବିଧାନର ଧାରା ୩୨୪ ଅନୁଯାୟୀ ଭାରତର ଉପ-ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପାଇଁ ନିର୍ବାଚନ ପରିଚାଳନା କରିବାକୁ ଅଧିକୃତ । ଭାରତର ଉପ-ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପାଇଁ ନିର୍ବାଚନ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନ ଆଇନ, ୧୯୫୨ ଏବଂ ତଦନୁଯାୟୀ
Read More...

ଟିଟିଲାଗଡରେ ବାଇକ ଚାଳକଙ୍କ ଦୌରାତ୍ମ୍ୟ : ବିନା ସାଇଲେନ୍ସରରେ ଗଡୁଛି ବାଇକ

ଶବ୍ଦରେ ଲୋକେ ଅତିଷ୍ଟ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କିଛିଦିନ ହେବ କିଛି ଯୁବକଙ୍କ ବାଇକ ଚାଳନା ଯୋଗୁଁ ଲୋକେ ସ୍ତବ୍ଧ ହୋଇଯାଉଛନ୍ତି । ସତେ ଯେମିତି ଟିଟିଲାଗଡରେ ପୋଲିସକୁ ଡର ନାହିଁ । କିଛି ଯୁବକ ନମ୍ବର ବିହୀନ ବାଇକ ଧରି ବହୁତ ଜୋରରେ ଗାଡ଼ି ଚଳାଇବା, ଭୟଙ୍କର ସାଉଣ୍ଡୱାଲା
Read More...

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ : ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ…

ସମ୍ୱଲପୁର : ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ । ଗୁରୁବାର ୪ ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଶୁକ୍ରବାର ଆଉ ୪ ଟି ଗେଟ୍‌ ଖେଲା ଯାଇଛି । ବର୍ତ୍ତମାନ ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଡ୍ୟାମ୍‌ର ବାମ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ୱର ୪ଟି ସ୍ଲୁଇସ୍ ଗେଟ୍‌
Read More...

ପଦ୍ମପୁର ଲାୟନ୍ସ କ୍ଲବର ବୋର୍ଡ ଅଫ ଡାଇରେକ୍ଟରସ୍ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲାୟନ୍ସ କ୍ଲବର ୨୦୨୫-୨୬ ବର୍ଷର ପ୍ରଥମ ବୋର୍ଡ ଅଫ ଡାଇରେକ୍ଟରସର ବୈଠକ ସଭାପତି ଲାୟନ୍ ପ୍ରିତମ ମେହେରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ସମୟରେ ହେବାକୁ ଥିବା ସେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ
Read More...