ଓକିଲ ଆଶୁତୋଷ ଷଡଙ୍ଗୀଙ୍କ ମାତୃ ବିୟୋଗ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଓକିଲ ସଂଘର ବରିଷ୍ଠ ଓକିଲ ଆଶୁତୋଷ ଷଡଙ୍ଗୀଙ୍କ ମାତା ପ୍ରମୋଦିନୀ ଷଡଙ୍ଗୀଙ୍କ ବିୟୋଗ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ସେ ବହୁତ ଦିନରୁ ଅସୁସ୍ଥ ରହି ମହାଲକ୍ଷ୍ମୀ ନଗର ସ୍ଥିତ ନିଜ ବାସଗୃହରେ ଚିକିତ୍ସିତ ହେଉଥିଲେ । ବୁଧବାର ରାତି!-->…
Read More...
Read More...