‘ଭାସ୍କର’ରେ ପଞ୍ଜିକୃତ ହେଲେ ଓଡ଼ିଶାର ୩୫୨୩ଟି ଷ୍ଟାର୍ଟଅପ୍

ନୂଆଦିଲ୍ଲୀ, (ପିଆଇବି) : ଭାରତ୍ ଷ୍ଟାର୍ଟଅପ୍ ନଲେଜ୍ ଆକ୍ସେସ ରେଜିଷ୍ଟ୍ରି (ଭାସ୍କର) ଷ୍ଟାର୍ଟଅପଗୁଡ଼ିକୁ ଉଦ୍ୟୋଗୀ ଇକୋସିଷ୍ଟମ ମଧ୍ୟରେ ପାରସ୍ପରିକ ସହଯୋଗକୁ ପ୍ରେତ୍ସାହିତ କରେ । ଜୁନ୍ ୩୦, ୨୦୨୫ ସୁଦ୍ଧା, ୧,୯୭,୯୩୨ଟି ସଂସ୍ଥା 'ଷ୍ଟାର୍ଟଅପ୍ସ' ବର୍ଗ ଅଧୀନରେ ଭାସ୍କରରେ ପଞ୍ଜିକୃତ
Read More...

ଆଇଆଇଟି ଧାନବାଦର ସମାବର୍ତ୍ତନ ସମାରୋହରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଜନତାଙ୍କ ଉନ୍ନତି ସାଧନ କରିବା ଦିଗରେ ନିଜର ଜ୍ଞାନକୁ ଉପଯୋଗ କରନ୍ତୁ ଆଇଆଇଟି ଛାତ୍ରଛାତ୍ରୀ - ଧର୍ମେନ୍ଦ୍ର ପ୍ରଧାନଆଇଆଇଟି(ଆଇଏସ୍‌ଏମ୍‌), ଧାନବାଦ ଆତ୍ମନିର୍ଭର ଭାରତର ଏକ ସ୍ତମ୍ଭ ଭାବରେ ଠିଆ ହୋଇଛିଛାତ୍ରଛାତ୍ରୀମାନେ ଚାକିରି କରିବା ସହ ଉତ୍କର୍ଷତା ମଧ୍ୟ ହାସଲ କରିବା ଉଚିତଭିଆର୍ ଆଧାରିତ
Read More...

ଇଗ୍ନୋର ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି ଅଗଷ୍ଟ ୧୫ ତାରିଖକୁ ବୃଦ୍ଧି

ଭୁବନେଶ୍ୱର, (ପିଆଇବି) : ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ-୨୦୨୫ ଶିକ୍ଷା ସେସନ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଘୋଷଣା କରାଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଏହି ସୁଯୋଗର ଲାଭ ଉଠାଇ ପାରିବେ ।
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଅଂଶୀଦାରଙ୍କ ଆବଶ୍ୟକତା ଏବଂ କ୍ଷମତା ମୂଲ୍ୟାଙ୍କନ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂଯୁକ୍ତ ଜାତି ସଂଘର ଖାଦ୍ୟ ଓ କୃଷି ସଂଗଠନ (ଫାଓ) ଓ ଶାନ୍ତା ମେମୋରିଆଲ ରିହାବିଲିଟେସନ ସେଣ୍ଟର୍ (ଏସ.ଏମ.ଆର.ସି) ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ଚଳିତ ମାସ ୧ ତାରିଖରେ ଛତ୍ରପୁର ସ୍ଥିତ ଡି.ଆର.ଡି.ଏ, ଜଉଗଡ ସମ୍ମିଳନୀ ଗୃହରେ ଏକ ଜିଲ୍ଲାସ୍ତରୀୟ
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ
Read More...

ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗ୍ରନ୍ଥାଗାରିକ ପ୍ରଶାନ୍ତ କୁମାର ସାହୁଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ସଭାର ସଭାପତିତ୍ୱ କରିଥିଲେ ।
Read More...

ସେଞ୍ଚୁରିଅନ ବିଦ୍ୟାଳୟରେ ଆକାଶ ଏଡ଼ୁକେସନାଲ୍‌ ସର୍ଭିସେସ୍‌ ଲିମିଟେଡ଼୍‌ ଦ୍ୱାରା ପ୍ରାୟୋଜିତ ଆକାଶ ନେସ୍‌ନାଲ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାତ୍ରର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଶିକ୍ଷା କ୍ଷେତ୍ରରେ ଛାତ୍ର ମେଧା ବୃତ୍ତିର ଏକ ପ୍ରମୁଖ ଭୂମିକା ରହିଛି । ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୁପକ୍ଷ ଏଇ ଆବଶ୍ୟକତାକୁ ଉପଲବ୍ଧି କରି ବିଦ୍ୟାଳୟ ସହ ଅନୁବନ୍ଧିତ ଆକାଶ ଏଡ଼ୁକେସନାଲ୍‌ ସର୍ଭିସେସ୍‌
Read More...

କାର୍ ସହ ୩୦ କେଜି ଗଞ୍ଜେଇ ଜବତ : ୨ ଗିରଫ

ତୁଷୁରା, (ଖୁସିରାଣୀ ସାହୁ) : ଅବକାରୀ ବିଭାଗ ଏକ କାର୍ ସହ ଗଞ୍ଜେଇ ଜବତ କରି ୨ ଜଣକୁ ଗିରଫ କରିଛି । ତୁଷୁରା ଅବକାରୀ ନିରୀକ୍ଷକ ଶ୍ରୀକାନ୍ତ ପାଣିଗ୍ରାହୀ ତୁଷୁରା ଉଡ଼ାଜାହାଡହାଜ ପଡ଼ିଆ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ କାରକୁ ଅଟକାଇ ଯାଞ୍ଚ କରିଥିଲେ । ସେଥିରେ ୩୦କେଜି ଗଞ୍ଜେଇ
Read More...

ଓକିଲ ଆଶୁତୋଷ ଷଡଙ୍ଗୀଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଓକିଲ ସଂଘର ବରିଷ୍ଠ ଓକିଲ ଆଶୁତୋଷ ଷଡଙ୍ଗୀଙ୍କ ମାତା ପ୍ରମୋଦିନୀ ଷଡଙ୍ଗୀଙ୍କ ବିୟୋଗ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ସେ ବହୁତ ଦିନରୁ ଅସୁସ୍ଥ ରହି ମହାଲକ୍ଷ୍ମୀ ନଗର ସ୍ଥିତ ନିଜ ବାସଗୃହରେ ଚିକିତ୍ସିତ ହେଉଥିଲେ । ବୁଧବାର ରାତି
Read More...

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ବିୟୋଗରେ ବିଜେପି ଓ ଅନ୍ୟାନ୍ୟ ଅନୁଷ୍ଠାନରେ ଶୋକର ଛାୟା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପିର ବରିଷ୍ଠ ନେତା ନୃସିଂହ ଚରଣ ଜେନାଙ୍କ ୬୨ ବର୍ଷ ବୟସରେ ଗତ କାଲି ରାଉରକେଲା ଆପୋଲୋ ହସ୍ପିଟାଲରୁ ଭୁବନେଶ୍ୱର ଏମ୍ସ ଆମ୍ବୁଲାନ୍ସରେ ଯାତ୍ରା କରିବା ସମୟରେ ସେ ରାସ୍ତାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହି ଖବର ପାଇବା ମାତ୍ରେ ବିଜେପି ମହଲରେ
Read More...