ସ୍କୁଟି ବୋଝେଇ ଟ୍ରକ ନିଆଲାଗି ସମ୍ପୂର୍ଣ୍ଣ ଧ୍ଵଂସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦିନବେଳା ଛତ୍ରପୁର ବାଇପାସ୍ ଛକ ନିକଟରେ ଏକ ଦୂରଗାମୀ ୩୩ଟି ବ୍ୟାଟେରୀ ସ୍କୁଟି ବୋଝେଇ ଟ୍ରକ ନିଆଲାଗି ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି । କୌଣସି ସର୍ଟ ସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଖବର ପାଇ ଘଟଣା ସ୍ଥଳରେ
Read More...

ଓଡିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସମ୍ମୁଖରେ ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶୁକ୍ରବାର ଦିନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାର ଜିଲ୍ଲାପାଳଙ୍କ
Read More...

କିଡନୀ ରୋଗରେ ଯମୁନା ଗ୍ରାମର ଦୁଗ୍ଧ ଚାଷୀ ଭବାନୀ ବଘାରଙ୍କ ଆକସ୍ମିକ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଦୁଗ୍ଧ ଚାଷୀ ଭବାନୀ ବଘାର(୪୮)ଙ୍କ ଶୁକ୍ରବାର ସକାଳେ ରାୟପୁରରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ
Read More...

ଦନ୍ଦରା ପଞ୍ଚସଖା ବୋଲବମ ପକ୍ଷରୁ ହରିଶଙ୍କରରୁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ପଦଯାତ୍ରା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଦନ୍ଦରା ଗ୍ରାମର ପଞ୍ଚସଖା ବୋଲବମ୍ ପକ୍ଷରୁ ହରିଶଙ୍କର ତୀର୍ଥକ୍ଷେତ୍ରରୁ ଜଳାଭିଷେକ ପାଇଁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ପଦଯାତ୍ରା କରାଯାଉଛି । ପବିତ୍ର ଶ୍ରାବଣ ମାସରେ ଶ୍ରୀ ଶ୍ରୀ ମହାଦେବଙ୍କୁ
Read More...

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ୧୫ତମ ବାର୍ଷିକୋତ୍ସବ ନିଜସ୍ଵ କାର୍ଯ୍ୟାଳୟ ବିଶ୍ୱ ପରିବର୍ତ୍ତନ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ବିକେ ସ୍ୱେତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ପାଇକମାଲ ବିିନ୍ଧ୍ୟା ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଫ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିିନ୍ଧ୍ୟା ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଫ୍ୟାଲେରିଆ ରୋଗର ନିରାକରଣ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ଅଧ୍ୟକ୍ଷତା କରିଥିଲେ । ପାଇକମାଲ ଗୋଷ୍ଠୀ
Read More...

ବୃକ୍ଷରୋପଣ କାର୍ଯ୍ୟକ୍ରମ : ବୃକ୍ଷ ହିଁ ଜୀବନ

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ଓ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସୁନ୍ଦରଗଡ ଜିଲ୍ଲା ଶାଖାର ମିଳିବ ଆନୁକୁଲ୍ୟରେ ପିଏମ ଶ୍ରୀ ଉଚ୍ଚବିଦ୍ୟାଳୟ ଏନ୍ଆଇଟି ମ୍ୟାମ୍ପସ,ରେ ପ୍ରଧାନଶିକ୍ଷୟିତ୍ରୀ ସୁଦୀପ୍ତା ବେହେରାଙ୍କ ଆବାହକତ୍ୱ ତଥା ଭାରପ୍ରାପ୍ତ ପ୍ରଧାନ
Read More...

୨ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ : ଗୋଟିଏ ବନ୍ଧୁକ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ କେ. ନୂଆଁଗାଁ ଥାନା ପୋଲିସ ଦୁଇ ଦୁର୍ଦ୍ଧାନ୍ତ ଅପରାଧୀ ଯଥାକ୍ରମେ ହୁର୍ଷିକେଶ ପାତ୍ର ଏବଂ କାର୍ତ୍ତିକ ନାହାକକୁ ଗିରଫ କରି ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ କରିବା ସହ ୫ଟି ଗୁଳି ଓ ମାଗାଜିନ୍ ଜବତ କରିଛି
Read More...

ଟିଟିଲାଗଡ଼ ସେଣ୍ଟାନି ସ୍କୁଲ ଇକୋ କ୍ଲବ ତରଫରୁ ସଚେତନତା ଶୋଭାଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଯୁବପିଢ଼ି ଅବାଟରେ ଯାଉଥିବା ଦେଖିବାକୁ ମିଳୁଛି । ସେ ଭିତରୁ ନିଶା ସେବନ ଓ ଅନ୍ୟଟି ହେଲା ମୋବାଇଲର ବହୁଳ ବ୍ୟବହାର । ଯଦ୍ୱାରା ଛୋଟ ଛୋଟ ଛୁଆ ଠାରୁ ନେଇ ଯୁବପିଢ଼ି ସମସ୍ତେ ଖରାପ ଆଡ଼କୁ ଯିବାରେ ଅଭ୍ୟସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ
Read More...

ବିପୁଳ ପରିମାଣର ଦେଶୀ ମହୁଲି ପୋଚ ଜବତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ପୋଲିସ ଥାନା ଓ ଲୋଇସିଂହା ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ଅମରାମୁଣ୍ଡା ଜଙ୍ଗଲ ନିକଟରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମହୁଲି ପୋଚ ଜବତ କରାଯାଇଛି । ଦୀର୍ଘଦିନରୁ ସ୍ଥାନୀୟ ଜଙ୍ଗଲ ମଧ୍ୟରେ ଏହି କାରବାର ଚାଲି ଆସୁଥିଲା । ବିଶ୍ୱସ୍ତ ସୂତ୍ରରୁ
Read More...