ଜନ୍ମାଷ୍ଟମୀରେ ‘ସିଏମ୍ କିଷାନ’ ଯୋଜନାରେ ଗଞ୍ଜାମର ୨.୩୯ ଲକ୍ଷ ଚାଷୀ ପରିବାରଙ୍କ ଖାତାକୁ ଗଲା ୪୮.୨୧ କୋଟି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ଅନ୍ନଦାତା ଚାଷୀ ପରିବାରଙ୍କୁ ମିଳିଛି ଆର୍ଥିକ ସହାୟତା । ‘ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ୨୪ତମ କିସ୍ତିରେ ଜିଲ୍ଲାର ୨ ଲକ୍ଷ ୩୯ ହଜାର ୨୨୨ ଚାଷୀ ପରିବାରଙ୍କୁ ମୋଟ ୪୮
Read More...

ବ୍ରହ୍ମା କୁମାରୀ ଈଶ୍ୱରୀୟସଂସ୍ଥାନ ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥୀ ଭାବେ ଅତିରିକ୍ତ ଜିଲ୍ଲାପାଳ
Read More...

ପ୍ରଫେସର ଡ଼କ୍ଟର ବି ସି ରାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଓ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଶା ସାହିତ୍ୟ ଏକାଡେମୀ, ବିଶ୍ଵମୁକ୍ତି ଏବଂ ଡେଲାଙ୍ଗ ବିକାଶ ପରିଷଦ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ତିଥିରେ ପ୍ରଫେସର ଡ଼. ଭବାନୀ ଚରଣ ରାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ କେପିପି ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା ହେରିଟେଜ
Read More...

ଡେଲାଙ୍ଗରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତିର ଅଷ୍ଟମ ବୈଠକ ଆଜି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାଦେବୀ ରାଉତରାୟ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ବିଧାୟକ
Read More...

ପୋଲିସକୁ ଖୋଲା ଖୋଲି ଚାଲେଞ୍ଜ : ପେଟ୍ରୋଲିଂ ସତ୍ତ୍ୱେ ଦୋକାନର କାନ୍ଥ କଣା କରି ଚୋରି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ କିଛି ଦିନର ନିରବତା ପରେ ଗତ ରାତିରେ ପୁଣି ଏକ ଚୋରି ହେବା ଖବର ମିଳିଛି । ଗତରାତିରେ ଦାରିଙ୍ଗବାଡି ଛକ ଠାରେ ଥିବା ଏକ ଦୋକାନର କାନ୍ଥ କଣା କରି ବ୍ୟବସାୟ ପାଇଁ ରଖି
Read More...

ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଜାଲେସପଟ୍ଟା ସ୍ଥିତ ସଂସ୍କୃତ କନ୍ୟାଶ୍ରମ ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କ ୧୮ ତମ ଶ୍ରାଦ୍ଧ
Read More...

ଚାକିରୀ କରାଇଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ : ୪ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚାକିରୀ କରାଇଦେବା ଆଳରେ ଟଙ୍କା ଲୁଟି ନେଉଥିବା ଅଭିଯୋଗରେ ୪ଜଣ ଠକ କୁ ଛତ୍ରପୁର ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ତିନୋଟି ମୋବାଇଲ୍ ଫୋନ୍, ଟି.ଭି.ଏସ. ମୋଟର ସାଇକେଲ ସହ ୨୫ ହଜାର ଟଙ୍କା ନଗଦ ପୋଲିସ ଜବତ କରିଛି । ସୂଚନାଯୋଗ୍ୟ ଯେ,
Read More...

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ : ୮ଟି ପଡ଼ିଆରେ ରୋମାଞ୍ଚକର ଫୁଟବଲ ମୁକାବିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ପ୍ରତିଯୋଗିତାରେ ଜିଲ୍ଲାର ୮ଟି ପଡ଼ିଆରେ ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପଡ଼ିଆରେ ଖେଳାଳିଙ୍କ ମଧ୍ୟରେ ଜୋରଦାର ମୁକାବିଲା ଦେଖିବାକୁ ମିଳିଥିଲା । ଚୁଡ଼ାପାଲି ହାଇସ୍କୁଲ ପଡ଼ିଆରେ
Read More...

ନୂତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧକ୍ଷା ଡ଼କ୍ଟର ସମ୍ପାଦିକା ମହାନ୍ତି ଅଧକ୍ଷତା କରି ନିଜ ବକ୍ତବ୍ୟରେ କଲେଜର ନବାଗତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ
Read More...

ନିଶାମୁକ୍ତ ଭାରତ ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : "ନିଶାମୁକ୍ତ ଭାରତ ଅଭିଯାନ" ଭାରତ ସରକାରଙ୍କ "ସାମାଜିକ ନ୍ୟାୟ ଓ ଅଧିକାରିତା" ନ୍ୟାୟାଳୟ ଦ୍ୱାରା ୧୫ ଅଗଷ୍ଟ ୨୦୨୦ରେ ଆରମ୍ଭ ହୋଇଥିବା ଏକ ରାଷ୍ଟ୍ରୀୟ ଅଭିଯାନ, ଯାହାର ଉଦ୍ଦେଶ୍ୟ ଭାରତକୁ ନିଶାମୁକ୍ତ କରିବା, ଏହି ଉଦ୍ଦେଶ୍ୟ ନେଇ ରାଉରକେଲା ଆଇନ
Read More...