ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଗାଁ ଗାଁରେ ଏକ୍ସରେ ଦ୍ୱାରା ଟିବି ରୋଗର ନିରାକରଣ ନିମନ୍ତେ ଚିକିତ୍ସା ସେବା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ୨୦୩୦ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଟିବିରେ ଆକ୍ରାନ୍ତଙ୍କ ଚିକିତ୍ସା ସହ ନୂତନ ରୋଗୀଙ୍କୁ ଯଥା ସମ୍ଭବ ଆଗୁଆ ଚିହ୍ନଟ କରି…
Read More...

ପୂର୍ବତନ ଚେୟାରମ୍ୟାନ୍‌ଙ୍କ ବାସଭବନକୁ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭକ୍ତବତ୍ସଳା ଲୀଳାମୟୀ ମା' ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବ ମୁଖର ଭାବେ ସମାହିତ ହୋଇଆସୁଅଛି । ଚଳିତ ୫ ତାରିଖରେ ଛତ୍ରପୁର ଠାକୁରାଣୀ ଯାତ୍ରା ଉଦ୍‌ଯାପିତ ହେବ ବୋଲି ଯାତ୍ରା କମିଟିର ମ୍ୟାନେଜର୍ ସି.ଏଚ୍. ଦୟାନନ୍ଦ ରେଡ୍ଡୀ…
Read More...

ଆସ୍କା ଅଞ୍ଚଳରେ ୧୫ବର୍ଷୀୟ ନାବାଳିକାକୁ ଗର୍ଭବତୀ କରି ଯୁବକ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ଗର୍ଭବତୀ କରିବା ଘଟଣାର ତଦନ୍ତ କରି କମାଗଡ଼ ଗ୍ରାମର ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଆସ୍କା ଥାନା ଇଲାକାର କମାଗଡ଼ ଗ୍ରାମର ଚନ୍ଦନ…
Read More...

ଆଗଲପୁର ରାଣୀବନ୍ଧର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ ଦାବି    

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ଥିବା ରାଣୀବନ୍ଧକୁ ସରକାରୀ ସ୍ତରରୁ ଅମୃତ ସରୋବର ନାମରେ ମାନ୍ୟତା ପାଇ ଆସିଥିବା ଅନୁଦାନ ରାଶିକୁ କାର୍ଯ୍ୟରେ ଲଗାଯାଇ ଉନ୍ନତିକରଣ, ଆଲୋକୀକରଣ, ବୃକ୍ଷ ରୋପଣ, ପଥର ପେଚିଂ, ପାହାଚ ଘାଟ, ଘାସ ରୋପଣ, ମାଟି ଉନ୍ନତି ତଥା…
Read More...

ବଲାଙ୍ଗିର ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବ୍ଲକ୍ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ଆୟୋଜନ କ୍ରମେ ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା…
Read More...

ଜିଲ୍ଲା ସ୍ତରୀୟ ସତର୍କତା ଓ ଅନୁଧ୍ୟାନ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସତର୍କତା ଓ ଅନୁଧ୍ୟାନ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା…
Read More...

ଗୁଜରାଟର ଭୁଜରେ ସୀମା ସଂପର୍କିତ ସମସ୍ୟା ନେଇ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ସୀମାରେ ବାଡ଼, ସାମୁଦ୍ରିକ ସୁରକ୍ଷା ଏବଂ ରାଜ୍ୟ ସରକାରଙ୍କ ଦୃଢ଼ ରାଜନୈତିକ ସଂକଳ୍ପ ଯୋଗୁଁ ଗୁଜରାଟର ସୁରକ୍ଷା ପରିସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି: ସ୍ବରାଷ୍ଟ୍ର ମନ୍ତ୍ରୀରାଜ୍ୟରେ ଅନୁପ୍ରବେଶ ଏବଂ ସୀମାପାର ଚୋରାଚାଲାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି: ସ୍ବରାଷ୍ଟ୍ର…
Read More...

୧ ଜୁନ୍ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

ପ୍ରତ୍ୟେକ ଗାଁ ଓ ପଞ୍ଚାୟତରେ ପହଞ୍ଚିବ ‘ଖେତ ବଚାଓ ଅଭିଯାନ’; ସମନ୍ୱିତ ପ୍ରୟାସ ଉପରେ ଜୋର‘ସ୍ୱଳ୍ପ ସାର, ଉପଯୁକ୍ତ ସାର, ଉଚିତ ପରାମର୍ଶ’ ମାଧ୍ୟମରେ କୃଷିଜମି ସୁରକ୍ଷା ଉପରେ ଜୋରକୃଷକଙ୍କ ପାଇଁ ପାଣିପାଗ, ମୃତ୍ତିକା ଓ ବଜାର ଆଧାରିତ ପରାମର୍ଶ; ‘ଖେତ ବଚାଓ ଅଭିଯାନ’ ହେବ ସହାୟକ: ଶିବରାଜ…
Read More...

କାଳ ବୈଶାଖୀ ତାଣ୍ଡବ : ୪୮ ଘଣ୍ଟା ପରେ ମଧ୍ୟ ସ୍ଥିତି ସ୍ଵାଭାବିକ ହୋଇନାହିଁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା । ସୋନପୁର ସହରକୁ ଗ୍ରାସ କଲା କାଳ ବୈଶାଖୀ । ଚାହୁଁ ଚାହୁଁ କିଛି ସମୟ ଭିତରେ ସବୁ ହୋଇଗଲା ଓଲଟ ପାଲଟ । ଭାଙ୍ଗିଲା ଶହ ଶହ ଗଛ, ଉଡ଼ିଲା ବାଇକ୍, ଟିଣ ଛାତ, ଭାଙ୍ଗିଗଲା ଶହ ଶହ ଲାଇଟ୍ ପୋଲ । କାଳ ବୈଶାଖୀ ହେବାର ଦୁଇ…
Read More...

ସିପିଆଇଏମ୍‌ର ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ବିଶାଳ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ପଲିଟବ୍ୟୁରୋ ସଦସ୍ୟ କମ୍ରେଡ୍ ପିନାରାୟୀ ବିଜୟନ ବାସଭବନ ଉପରେ ଇଡି ଲଗାଇ ରେଡ୍ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି…
Read More...