ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ

ସମୟୋଚିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ୧୧,୨୯୪ଟି ଟ୍ରେନ ଟ୍ରିପ ପୂର୍ବରୁ ସୂଚିତ ହୋଇସାରିଛିକେନ୍ଦ୍ରୀୟ ରେଳବାଇ (୩୦୮୨ ଟ୍ରିପସ୍), ପୂର୍ବ କେନ୍ଦ୍ରୀୟ ରେଳବାଇ (୨୭୧୧ ଟ୍ରିପସ୍) ଏବଂ ଉତ୍ତର ପଶ୍ଚିମ ରେଳବାଇ (୨୨୪୫ ଟ୍ରିପସ୍) ସର୍ବାଧିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସହିତ
Read More...

ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଗ୍ରାମୀଣ ଯୋଜନାକୁ ମଜବୁତ କରିଛି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ

ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ ନିରବଚ୍ଛିନ୍ନ ନିଯୁକ୍ତି, ପାଣ୍ଠି ପ୍ରବାହ, ଗୃହ ନିର୍ମାଣ, ଗ୍ରାମୀଣ ରାସ୍ତା ଏବଂ ଜୀବିକା ସୁରକ୍ଷା ଉପରେ ଗୁରୁତ୍ବଭାରତୀୟ ନାବିକଙ୍କ ସୁରକ୍ଷା ଭାରତ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତାଉପସାଗରୀୟ ଦେଶଗୁଡ଼ିକ ସହିତ ସମ୍ପର୍କକୁ ନିରନ୍ତର ମଜବୁତ କରୁଛି ବୈଦେଶିକ
Read More...

ଉତ୍କଳର ସଂସ୍କୃତି ସମୃଦ୍ଧିରେ ଅକ୍ଷୟ ତୃତୀୟା ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାଧବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଉରକେଲା କଲେଜର
Read More...

ସତ୍ୟପ୍ରିୟ ମହାନ୍ତିଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚର ଉପଦେଷ୍ଟା, ଆର୍‌ଡବ୍ଲ୍ୟୁୟୁର କାର୍ଯ୍ୟକାରୀ ସଭାପତି, ଆର୍‌ଇଡବ୍ଲୁୟୁର ସାଧାରଣ ସମ୍ପାଦକ ତଥା ଏସୟୁସିଆଇ ସି ଦଳର ବରିଷ୍ଠ ସଦସ୍ୟ ଓ ଜନନେତା ସତ୍ୟପ୍ରିୟ ମହାନ୍ତିଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚ ତରଫରୁ ଶୋକସଭା କରାଯାଇଛି ।
Read More...

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାରର ସୁରତରଙ୍ଗ ପକ୍ଷରୁ ମାସିକ ସଙ୍ଗୀତ ଆସର ରାଉରକେଲା କ୍ଲବ ଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଶିଷ୍ଟ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଉପସ୍ଥିତି ରହି ସମସ୍ତଙ୍କୁ
Read More...

ଅଭିଯୋଗ ପ୍ରକୋଷ୍ଠରେ ପୁଣି ପୁରେନା ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଅଭିଯୋଗ, ଦାବୀ ପୁରଣ କରିବାର ପ୍ରତିଶ୍ରୁତି ସତ୍ତ୍ୱେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନୀରବତା ଫଳରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ଠାରେ ନାମ ଲେଖାଇଥିବା ୬୫ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ
Read More...

ଗେଟସରୋବରପଡାରେ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଗେଟସରୋବରପଡାସ୍ଥିତ ବି.ଆର.ଆମ୍ବେଦକର ପାଠାଗାର ତରଫରୁ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି । ପଶ୍ଚିମ ଓଡିଶା ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ତଥା ପଡାର ସଭାପତି ଓମ୍‌ ପ୍ରକାଶ କୁମ୍ଭାରଙ୍କ
Read More...

ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରାଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ମହାନଦୀ ସାହିତ୍ୟ ସଂସଦ ସୋନପୁରର ମିଳିତ ସହଯୋଗରେ ସୁବର୍ଣ୍ଣପୁର ସଂସ୍କୃତି ଭବନଠାରେ ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରାଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ଖରିଫ ଧାନକିଣାରୁ ବାଦ୍ ପଡିଲେ ୧୫୮ ଚାଷୀ, ଜାତୀୟ ରାଜପଥ ଅବରୋଧ ପୂର୍ବକ ପ୍ରତିବାଦ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୨୦୨୫-୨୬ ଖରିଫ ଋତୁରେ ଧାନକ୍ରୟରୁ ବଲାଙ୍ଗିର ଜିଲ୍ଲାର ୧୫୮ ଜଣ ଚାଷୀ ବାଦ୍ ପଡିଛନ୍ତି । ଏହାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ମିଳିତ କୃଷକ ମଞ୍ଚ ପକ୍ଷରୁ ସାଲେଭଟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର- ବରଗଡ ୨୬ ନଂ ଜାତୀୟ ରାଜପଥ ଅବରୋଧ
Read More...

ଟିଟିଲାଗଡରେ ଧୁମ୍‌ଧାମରେ ପାଳିତ ହେଲା ପର୍ଶୁରାମ ଜନ୍ମୋତ୍ସବ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଟିଟିଲାଗଡ ସହରରେ ଦୁଇଟି ସ୍ଥାନରେ ପର୍ଶୁରାମ ଜନ୍ମୋତ୍ସବ ପାଳନ କରାଯାଇଥିଲା । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡିଆ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ସେହିପରି
Read More...