କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚସ୍ତରୀୟ କମିଟି ୫ଟି ରାଜ୍ୟ ପାଇଁ…

୨୦୨୪ ମସିହାରେ ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ଓଡ଼ିଶା, ତେଲଙ୍ଗାନା ଓ ତ୍ରିପୁରାରେ ହୋଇଥିବା ବନ୍ୟା/ଆକସ୍ମିକ ବନ୍ୟା, ଭୂସ୍ଖଳନ ଓ ସାମୁଦ୍ରିକ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ଲାଗି ଏହି ପାଣ୍ଠି ଆବଣ୍ଟନ କରାଯିବଓଡ଼ିଶାକୁ ପାଇବ ୨୫୫.୨୪ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ…
Read More...

କୁଷ୍ଠ ରୋଗୀଙ୍କ ସେବା ପାଇଁ ଡଃ ମୁକୁନ୍ଦ ଦାଶଙ୍କୁ ସମ୍ମାନିତ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସାଂସଦଙ୍କ ବାସଭବନରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଡ଼ଃ ମୁକୁନ୍ଦ ଦାଶଙ୍କୁ କୁଷ୍ଠ ରୋଗୀଙ୍କ ସେବା, କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କ ସେବାପାଇଁ ନିଜକୁ ସମର୍ପିତ କରିଥିବା ଦେଖି ଓ ଡ଼ଃ ଉପାଧି ପାଇ ଥିବା ପାଇଁ ଲୋକପ୍ରିୟ…
Read More...

ଟିଟିଲାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କଲେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକରେ ବିଧାୟକଙ୍କ ମନୋମୁଖୀ ଶାସନ ଓ ବିଡ଼ିଓଙ୍କ ଅଣଦେଖା କରିବା ପ୍ରତିବାଦରେ କିଛି ଦିନ ତଳେ ବ୍ଲକ ଚେୟାରମେନ ସଂଯୁକ୍ତା ନାଏକ ବ୍ଲକରେ ଧାରଣା ଦେଇଥିଲେ । ତାପରେ ବି ସେମାନଙ୍କ ବିରୁଦ୍ଧରେ କିଛି ପଦକ୍ଷେପ ଗ୍ରହଣ ନ କରିବାରୁ ଟିଟିଲାଗଡ଼…
Read More...

ଅବକାରୀ ବିଭାଗର ଚଢ଼ାଉ : ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ

ଜୟପାଟଣା, (ଶେଷ ଦେବ ବେହେରା) : ଅବକାରୀ ବିଭାଗର ଚଢ଼ାଉ । ପର୍ଯ୍ୟାପ୍ତ ପରିମାଣର ବିଦେଶୀ ମଦ ଓ ବୋଟଲିଂରେ ବ୍ୟବହୃତ ଲେଭେଲ, କର୍କ, ଖାଲି ବୋତଲ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ । ସୂଚନା ଯୋଗ୍ୟ ଯେ, ଜୟପାଟଣା ଓ ମୁଖିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପାଖରେ…
Read More...

ବେକରେ ଶାଡୀ ଦେଇ ଅଙ୍ଗନୱାଡି ଦିଦିଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗୀର ଜିଲ୍ଲା ସଦର ଖପ୍ରାଖୋଲ ୪ ନଂ ୱାର୍ଡର ଅଙ୍ଗନୱାଡି କର୍ମୀ ତଥା ଖପ୍ରାଖୋଲ ବ୍ଲକ ଅଙ୍ଗନୱାଡି ମହାସଂଘର ସଭାପତି ଟୁନି ବେହେରା ବେକରେ ଶାଡୀ ବାନ୍ଧି ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବୁଧବାର ଅପରାହ୍ନ ସମୟରେ…
Read More...

ଡମ୍ବରୁ ଧଙ୍ଗଡ଼ା ମାଝୀଙ୍କ ପରଲୋକ

ମ. ରାମପୁର (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରର ଅବସର ପ୍ରାପ୍ତ ବିଦ୍ୟୁତ କର୍ମଚାରୀ ତଥା କ୍ଷତ୍ରୀୟ ପାଇକ ସମାଜର ପଲ୍ଲୀ ସଭାପତି ଡମ୍ବରୁ ଧଙ୍ଗଡା ମାଝୀ (୬୭) ବୁଧବାର ଦିନ ସକାଳ ୮ଘଣ୍ଟା ସମୟରେ ପରଲୋକ ହୋଇଯାଇଛି । ସେ କ୍ଷ୍ୟତ୍ରୀୟ ପାଇକ ସମାଜ ଉପମଣ୍ଡଳର ଦୁଇ…
Read More...

ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ନିମନ୍ତେ ପରୀକ୍ଷା କେନ୍ଦ୍ରକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ସୁରୁଖୁରୁରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଆଜି ବଲାଙ୍ଗିର ସଦରରେ ଥିବା ମହିଳା ମହାବିଦ୍ୟାଳୟ ଏବଂ ଦେଓଗାଁ ପ୍ଲସ୍ ଟୁ କଲେଜ ପରିଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀଙ୍କ…
Read More...

ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ସଙ୍ଘ ପକ୍ଷରୁ ବନ୍ଧୁତ୍ୱପୂର୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୋଲିସ ଟିମ ଚମ୍ପିୟାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ସମ୍ବାଦିକ ସଙ୍ଘ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ତହସିଲ ୱାରୀୟସକୁ ହରାଇ ପୋଲିସ ଇଲେଭେନ ଚମ୍ପିୟାନ ହୋଇଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସମ୍ବାଦିକ ସଙ୍ଘ, ଗଞ୍ଜାମ…
Read More...

ଆରମ୍ଭ ହେଲା ଅଲିଭ ରିଡଲେଙ୍କ ସାମୂହିକ ଅଣ୍ଡାଦାନ ପର୍ବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ସ୍ଥାନ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ ରିଡଲେଙ୍କ ସାମୂହିକ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଯାଇଛି ।…
Read More...

ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ସ୍ଵାଗତ ଅଭିନନ୍ଦନ କାର୍ଯ୍ୟକ୍ରମ ସମ୍ପନ୍ନ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତଅଞ୍ଚଳ ମହାବିଦ୍ୟାଳୟ ଠାରେ ଏବିଭିପି ଦ୍ୱାରା ଯୁକ୍ତଦୁଇ ପରୀକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଅଞ୍ଚଳ ମହାବିଦ୍ୟାଳୟ ପ୍ରବେଶ ଦ୍ୱାର ଠାରେ ଏବିଭିପି କାର୍ଯ୍ୟ କର୍ତ୍ତାମାନେ ଛିଡ଼ା…
Read More...