ଧର୍ମୀୟ ସମାଜରେ ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସ ସମ୍ପର୍କରେ ଆଲୋଚନାଚକ୍ର :

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟ ଏବଂ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ଆଲୋଚନା ଆସର, ଗଳ୍ପ ପାଠ ଓ ସାରସ୍ୱତ କବିତା ପାଠୋତ୍ସବ କାର୍ୟ୍ୟକ୍ରମ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଲେଖକ ସାମ୍ମୁଖ୍ୟର ସଭାପତି ସ୍ତମ୍ଭକାର…
Read More...

ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରଠାରେ ୩୦ତମ ବାର୍ଷିକ ଉତ୍ସବ ସମ୍ପନ୍ନ :

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଅନସ୍ଲୋ ମିନି-ଷ୍ଟାଡିୟମରେ ଠାରେ ଆୟୋଜିତ ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ୩୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଖଣି, ଇସ୍ପାତ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…
Read More...

ଗଞ୍ଜେଇ ଜବତ ଜଣେ ଗିରଫ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ ଜଣେ ଗିରଫ । ସୂଚନା ଅନୁସାରେ ମଙ୍ଗଳବାର ସକାଳ ୯ଟା ସମୟରେ ଗାନ୍ଧୀ ଧାମ ଏକ୍ସପ୍ରେସରେ ଯିବା ସମୟରେ ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗାଁର ପ୍ରଭାକର ଭୋଇ (୪୨) ଏକ ବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିବା ଜିଆର୍‌ପି…
Read More...

ବଙ୍ଗୋମୁଣ୍ଡା ଚମାର ମେହେର ହାଇସ୍କୁଲରେ ବ୍ଲକସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଚମାର ମେହେର ହାଇସ୍କୁଲ ଠାରେ ବ୍ଲକସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବାଗ୍‌ଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି…
Read More...

ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ :

କଟକ : କଟକରେ ଅଘଟଣ । ଦେହରେ ଡିଜେଲ ଢାଳି ନିଆଁ ଲଗାଇ ନିଜକୁ ଜାଳିଦେଲା ନାବାଳକ । ପୁରୀଘାଟ ଥାନା ଅନ୍ତର୍ଗତ ମଠସାହିରେ ଅଭାବନୀୟ ଘଟଣା । ନିଜ ଦେହରେ ନିଆଁ ଲଗାଇ ନାବାଳକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଖବର ଅନୁଯାୟୀ, ମୃତକ…
Read More...

ପଶ୍ଚିମାଶମ୍ଭୁ ସୋମନାଥ ଦେବ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପ୍ରସିଦ୍ଧ ଶୈବପୀଠ ହରିରାଜପୁର ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେସ୍ଥଳୀରେ ବିଶ୍ଵଶାନ୍ତି ମହାଜଜ୍ଞ କୁମ୍ଭ ୧ମ ଦିନ ବୁଧବାର ଠାରୁ ୭ଦିନ ଧରି ଅନୁଷ୍ଠିତ ହୋଇ ମଙ୍ଗଳବାର ଅପରାହ୍ନ ୫ଘଟିକା ଗୋଧୂଳି ଲଗ୍ନରେ…
Read More...

ଜାତୀୟ ସିନିୟର୍ କବାଡି ରେଫରୀ ପାଇଁ ଅଜିତଙ୍କୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆସନ୍ତା ୨୦ରୁ ହେବାକୁ ଥିବା ୭୧ତମ ସିନିୟର୍ ଜାତୀୟ କବାଡି ଚମ୍ପିୟାନସିପ୍ (ପୁରୁଷ) ରେଫରୀ ଭାବରେ ଦାୟିତ୍ଵ ନେବେ ପଦ୍ମପୁର ଉପଖଣ୍ଡ ପାଇକମାଲ ଲକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡା ଗାଁର ଅଜିତ କୁମାର…
Read More...

ଓ୍ୱେଭ୍ସ ଟ୍ରେଲର ତିଆରି ପ୍ରତିଯୋଗିତା : ସୃଜନଶୀଳତା ଓ ସିନେମାର ମିଳନ

ନୂଆଦିଲ୍ଲୀ, (ପିଆଇବି) : ନେଟଫ୍ଲିକ୍ସର ବିସ୍ତୃତ କଣ୍ଟେଣ୍ଟ ଲାଇବ୍ରେରୀକୁ ବ୍ୟବହାର କରି ଆକର୍ଷଣୀୟ ଟ୍ରେଲର ତିଆରି କରିବା ପାଇଁ ଆକାଂକ୍ଷୀ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏକ ରୋମାଞ୍ଚକର ସୁଯୋଗ ସୃଷ୍ଟି କରୁଛି ଟ୍ରେଲର ତିଆରି ପ୍ରତିଯୋଗିତା । ଏହା ବାସ୍ତବରେ ସର୍ଜନାର ଉନ୍ମୋଚନ କରୁଛି…
Read More...

ନେପାଲ ଗଲା କିଟ୍‌ ଛାତ୍ରୀଙ୍କ ମୃତଦେହ :

ଭୁବନେଶ୍ୱର : କିଟ ଛାତ୍ରୀ ମୃତ୍ୟୁ ମାମଲା ମୃତ ଛାତ୍ରୀ ପ୍ରକୃତି ଲାମସାଲଙ୍କ ପରିବାର ଲୋକଙ୍କୁ AIIMS ରେ ପୋଷ୍ଟମୋର୍ଟମ ପରେ ମୃତଦେହ ହସ୍ତାନ୍ତର କରାଯାଇଛି । ବିଳମ୍ବିତ ରାତିରେ ପରିବାର ଲୋକେ ଝିଅର ମୃତଦେହ ନେପାଳ ନେଇଯାଇଛନ୍ତି । ସେପଟେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ତୀବ୍ର…
Read More...

ଉପସାଗରୀୟ ଦେଶ ସହ ସୁଦୃଢ଼ ହେଉଛି ଭାରତର ସହଯୋଗ

• ୟୁଏଇ, ସାଉଦୀ ଆରବ, ଓମାନ, କୁଏତ ପରେ ଏବେ କତର ସହ ପ୍ରତିଷ୍ଠା ହେଲା ଭାରତର ରଣନୀତିକ ଭାଗିଦାରୀ• ଜିସିସି ଦେଶ ସହିତ ଭାରତର ୧୬୨ ବିଲିୟନ ଆମେରିକୀୟ ଡଲାରର ରଣନୀତିକ ସମ୍ପର୍କ ରହିଛି ନୂଆଦିଲ୍ଲୀ, (ପିଆଇବି) : ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ସୁସମ୍ପର୍କ ଅଧିକ ସୁଦୃଢ଼ ହେଉଛି ।…
Read More...