ଅବକାରୀ ବିଭାଗର ଚଢ଼ାଉ : ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ

ଜୟପାଟଣା, (ଶେଷ ଦେବ ବେହେରା) : ଅବକାରୀ ବିଭାଗର ଚଢ଼ାଉ । ପର୍ଯ୍ୟାପ୍ତ ପରିମାଣର ବିଦେଶୀ ମଦ ଓ ବୋଟଲିଂରେ ବ୍ୟବହୃତ ଲେଭେଲ, କର୍କ, ଖାଲି ବୋତଲ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ । ସୂଚନା ଯୋଗ୍ୟ ଯେ, ଜୟପାଟଣା ଓ ମୁଖିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପାଖରେ…
Read More...

ବେକରେ ଶାଡୀ ଦେଇ ଅଙ୍ଗନୱାଡି ଦିଦିଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗୀର ଜିଲ୍ଲା ସଦର ଖପ୍ରାଖୋଲ ୪ ନଂ ୱାର୍ଡର ଅଙ୍ଗନୱାଡି କର୍ମୀ ତଥା ଖପ୍ରାଖୋଲ ବ୍ଲକ ଅଙ୍ଗନୱାଡି ମହାସଂଘର ସଭାପତି ଟୁନି ବେହେରା ବେକରେ ଶାଡୀ ବାନ୍ଧି ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବୁଧବାର ଅପରାହ୍ନ ସମୟରେ…
Read More...

ଡମ୍ବରୁ ଧଙ୍ଗଡ଼ା ମାଝୀଙ୍କ ପରଲୋକ

ମ. ରାମପୁର (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରର ଅବସର ପ୍ରାପ୍ତ ବିଦ୍ୟୁତ କର୍ମଚାରୀ ତଥା କ୍ଷତ୍ରୀୟ ପାଇକ ସମାଜର ପଲ୍ଲୀ ସଭାପତି ଡମ୍ବରୁ ଧଙ୍ଗଡା ମାଝୀ (୬୭) ବୁଧବାର ଦିନ ସକାଳ ୮ଘଣ୍ଟା ସମୟରେ ପରଲୋକ ହୋଇଯାଇଛି । ସେ କ୍ଷ୍ୟତ୍ରୀୟ ପାଇକ ସମାଜ ଉପମଣ୍ଡଳର ଦୁଇ…
Read More...

ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ନିମନ୍ତେ ପରୀକ୍ଷା କେନ୍ଦ୍ରକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ସୁରୁଖୁରୁରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଆଜି ବଲାଙ୍ଗିର ସଦରରେ ଥିବା ମହିଳା ମହାବିଦ୍ୟାଳୟ ଏବଂ ଦେଓଗାଁ ପ୍ଲସ୍ ଟୁ କଲେଜ ପରିଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀଙ୍କ…
Read More...

ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ସଙ୍ଘ ପକ୍ଷରୁ ବନ୍ଧୁତ୍ୱପୂର୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୋଲିସ ଟିମ ଚମ୍ପିୟାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ସମ୍ବାଦିକ ସଙ୍ଘ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ତହସିଲ ୱାରୀୟସକୁ ହରାଇ ପୋଲିସ ଇଲେଭେନ ଚମ୍ପିୟାନ ହୋଇଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସମ୍ବାଦିକ ସଙ୍ଘ, ଗଞ୍ଜାମ…
Read More...

ଆରମ୍ଭ ହେଲା ଅଲିଭ ରିଡଲେଙ୍କ ସାମୂହିକ ଅଣ୍ଡାଦାନ ପର୍ବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ସ୍ଥାନ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ ରିଡଲେଙ୍କ ସାମୂହିକ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଯାଇଛି ।…
Read More...

ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ସ୍ଵାଗତ ଅଭିନନ୍ଦନ କାର୍ଯ୍ୟକ୍ରମ ସମ୍ପନ୍ନ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତଅଞ୍ଚଳ ମହାବିଦ୍ୟାଳୟ ଠାରେ ଏବିଭିପି ଦ୍ୱାରା ଯୁକ୍ତଦୁଇ ପରୀକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଅଞ୍ଚଳ ମହାବିଦ୍ୟାଳୟ ପ୍ରବେଶ ଦ୍ୱାର ଠାରେ ଏବିଭିପି କାର୍ଯ୍ୟ କର୍ତ୍ତାମାନେ ଛିଡ଼ା…
Read More...

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନର ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷା ସଦନର ଅଧ୍ୟକ୍ଷ ଶିଶିର କୁମାର ସାମଲଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ…
Read More...

ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଅଭିନୟ, ନୃତ୍ୟ ପ୍ରଦର୍ଶନ ଏଵଂ କଣ୍ଠ ଶିଳ୍ପୀ ପ୍ରଜ୍ଞା ହୋତାଙ୍କ ସଙ୍ଗୀତରେ ଦର୍ଶକ ବିମୋହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ୱିତୀୟ ବାର୍ଷିକୀ ମାଁ ରାମଚଣ୍ଡୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅଭିନେତ୍ରୀ ଶୀତଲ ପାତ୍ର, କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ମଞ୍ଚ ପରିବେଷଣ ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା । ଯାହା ଲକ୍ଷାଧିକ ଦର୍ଶକଙ୍କୁ ବହୁ ସମୟ ଧରି ତାଙ୍କରି ଭୂମିକା ଗ୍ରହଣ…
Read More...

ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଭୂତମୁଣ୍ଡା ଡେମ ଠାରେ ସ୍ଥାୟୀ ସଭାପତି ଲଳିତ ଜଗତଙ୍କ ସଭାପତିତ୍ୱରେ ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଧରୋଲ, ଭୂତମୁଣ୍ଡା,…
Read More...