ଛତ୍ରପୁରର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ଜାଗର ମେଳା ସମାରୋହରେ ପାଳିତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ବିଭିନ୍ନ ଶୈବାଳୟ ଏବଂ ଏହାର ଆଖପାଖ ବିଭିନ୍ନ ଶୈବପୀଠ ବେଶ ଚଳଚଞ୍ଚଳ ହୋଇ ଉଠିଥିବା ଦେଖାଦେଇଛି । ପବିତ୍ର ମହାଶିବରାତ୍ରି ଅବସରରେ ଭକ୍ତମାନେ ଶିବ ମନ୍ଦିର ବେଢ଼ା ପରିସରରେ ସନ୍ଧ୍ୟାରେ ଆରତୀ ଦର୍ଶନ!-->…
Read More...
Read More...