ବାହାଘରରେ ବରକୁ ହତ୍ୟା ପାଇଁ ସୁପାରି ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ବାବିଜୋର ଗାଁରେ ବରକୁ ବେଦି ଉପରେ ମାରିବା ପାଇଁ ସୁପାରି ଦେଇଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ମୋହନଗିରିରେ ଜଣେ ସଂପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିବା ଅଭିଯୁକ୍ତ ଦେଓଗାଁ ଥାନା ମହଲାଇ ଗାଁର ସୁଶାନ୍ତ!-->…
Read More...
Read More...