ମଧ୍ୟପ୍ରଦେଶର ଚିତ୍ରକୂଟରେ ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ଦିବସ ସମାରୋହକୁ…

ନାନାଜୀ ତାଙ୍କ କଠିନ ପରିଶ୍ରମ ଦ୍ୱାରା ରାଜନୀତିରେ ଏପରି ଆଦର୍ଶ ପ୍ରତିଷ୍ଠା କରିଛନ୍ତି, ଯାହା ଆଗାମୀ ପୀଢ଼ି ପାଇଁ ଆଦର୍ଶ ହୋଇ ରହିବଗ୍ରାମାଞ୍ଚଳର ବିକାଶ ମାଧ୍ୟମରେ ନାନାଜୀ ଦେଶମୁଖ ପଣ୍ଡିତ ଦୀନଦୟାଲଙ୍କ 'ଅନ୍ତ୍ୟୋଦୟ "ନୀତିକୁ କାର୍ଯ୍ୟକାରୀ କରିଥିଲେନାନାଜୀଙ୍କ ପ୍ରୟାସ ଦେଶର
Read More...

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

ଭୁବନେଶ୍ଵର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ
Read More...

ମେକ୍ ଦ ଓ୍ୱାର୍ଲ୍ଡ ୱିୟର୍ ଖଦି ଚାଲେଞ୍ଜ : ଭାରତର ପ୍ରସିଦ୍ଧ ଖଦି ବସ୍ତ୍ରକୁ ବିଶ୍ୱସ୍ତରରେ ପ୍ରଚାରିତ କରିବା ଲାଗି ଏକ…

ନୂଆଦିଲ୍ଲୀ, (ପିଆଇବି) : ‘ମେକ୍ ଦ ୱାର୍ଲ୍ଡ ୱିୟର ଖଦି ଅଭିଯାନ’ର ଉଦ୍ଦେଶ୍ୟ ହେଉଛି ଭାରତର ସମୃଦ୍ଧ ବୟନଶିଳ୍ପ ଐତିହ୍ୟକୁ ବିଶ୍ୱ ଫ୍ୟାଶନ ଧାରା ସହିତ ମିଶ୍ରଣ କରିବା, ଯାହା ବିଜ୍ଞାପନ ଏବଂ ମୁକ୍ତବୃତ୍ତିର ପେସାଦାରମାନଙ୍କୁ ଏକ ରୋମାଞ୍ଚକର ଆହ୍ୱାନ ପ୍ରଦାନ କରିଥାଏ । ପ୍ରଥମ ବିଶ୍ୱ ଅଡିଓ
Read More...

ଗୋଷ୍ଠୀ ରେଡିଓ କଣ୍ଟେଣ୍ଟ ପ୍ରତିଯୋଗିତା : ସ୍ଥାନୀୟ ପ୍ରଭାବକୁ ବଢ଼ାଇବାକୁ ପ୍ରୟାସ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ଅଡିଓ ଭିଜୁଆଲ ଓ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ)ର କ୍ରିଏଟ୍ ଇଣ୍ଡିଆ ଚାଲେଞ୍ଜ ଅଧୀନରେ ଗୋଷ୍ଠୀ ରେଡିଓ କଣ୍ଟେଣ୍ଟ ବା ପ୍ରସାରଣ ବିଷୟବସ୍ତୁ ପ୍ରତିଯୋଗିତା ଆୟୋଜନ କରାଯାଉଛି । ପ୍ରତିଯୋଗିତା ପାଇଁ ପଞ୍ଜିକରଣର ଶେଷ ତାରିଖ ଫେବୃଆରୀ ୨୮ ତାରିଖ ଥିବା ବେଳେ
Read More...

ପୁରୀରେ ଅନୁଷ୍ଠିତ ହେବ ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଉତ୍ତମ ଓ ଅନୁକରଣୀୟ ଅଭ୍ୟାସ ଓ ଉଦ୍ଭାବନ ସମ୍ପର୍କିତ ୯ମ ଜାତୀୟ…

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ ନୂଆଦିଲ୍ଲୀ, (ପିଆଇବି) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଆସନ୍ତା ଫେବୃଆରି ୨୮ ଓ ମାର୍ଚ୍ଚ ୧ ତାରିଖରେ ଓଡ଼ିଶାର
Read More...

ବନ୍ଦ ଘରୁ ମିଳିଲା ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ

କଟକ : ମହିଳା ଡାକ୍ତରଙ୍କ ଆତ୍ମହତ୍ୟା କଟକ ଦରଘାବଜାର ଅଞ୍ଚଳରେ ଥିବା ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି । ଝୁଲନ୍ତା ଅବସ୍ଥାରେ ଘରୁ ଭିତରୁ ମିଳିଛି ଡାକ୍ତରଙ୍କୁ ମୃତଦେହ । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି କହିବା ଅନୁସାରେ, ଦରଘାବଜାର ଅଞ୍ଚଳରେ ଅଳକା ରଥ
Read More...

ମାଣ୍ଡୋସିଲ କ୍ରିକେଟ କପ : ଭୂତମୁଣ୍ଡାକୁ ହରାଇ କଲୋନୀପଡା ସେମିରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପ୍ ଦ୍ୱିତୀୟ ଦିନରେ ୫ଟି ମ୍ୟାଚ ଖେଲାଯାଇଛି । ପ୍ରଥମ ମ୍ୟାଚରେ ପତ୍ରାଗୁଡାକୁ ହରାଇ ବରତୁଣ୍ଡା ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଛିନ୍ଦେଇକେଲାକୁ
Read More...

ବୟସ ଗଡିଯାଉଛି ପଛେ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ପତ୍ରାଗୁଡା ଗାଁରେ ରହନ୍ତି ମାୟାଧର ତାଣ୍ଡି (୬୫) ଓ ପତ୍ନୀ ଝାରମୁସେନ ତାଣ୍ଡି (୬୩) । ବୟସ ଗଡିଯାଉଛି ପଛେ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଉନାହାନ୍ତି । ଏନେଇ ଅନେକଥର ଆବେଦନ କଲେ ସୁଧା ଭତ୍ତା
Read More...

ବାଦିପାଲା ମଞ୍ଚ ରାମଚଣ୍ଡୀ ମହୋତ୍ସବରେ ଥିଲା ଏକ ଅନ୍ୟତମ ଆକର୍ଷଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନୀଳାଦ୍ରିପୁର ଗ୍ରାମର ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରରେ ଆୟୋଜିତ ମା' ରାମଚଣ୍ଡୀ ମହୋତ୍ସବ -୨୦୨୫ରେ ବିବିଧ ସାଂସ୍କୃତିକଧର୍ମୀ କାର୍ଯ୍ୟକ୍ରମମାନ ତିନି ଦିନ ଧରି ସମାହିତ ହୋଇଥିଲା । ସାଧୁସନ୍ଥ ସମ୍ମିଳନୀ,
Read More...

ଲାଙ୍ଗୁଏଜ୍ ଆଣ୍ଡ୍ ଲର୍ଣ୍ଣିଂ ଫାଉଣ୍ଡେସନର ୧୦ତମ ବାର୍ଷିକ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଭାଷା ଭିତ୍ତିକ ଶିକ୍ଷା ଏକ ବିଶ୍ୱସ୍ତରୀୟ ଆହ୍ୱାନ - ଧର୍ମେନ୍ଦ୍ର ପ୍ରଧାନୟୁନେସ୍କୋର ଗ୍ଲୋବାଲ ଏଜୁକେସନ ମନିଟରିଂ ରିପୋର୍ଟ ୨୦୧୬ ଅନୁଯାୟୀ, ବିଶ୍ୱର ପ୍ରାୟ ୪୦% ଲୋକ ଯେଉଁ ଭାଷା ବୁଝନ୍ତି ସେହି ଭାଷାରେ ଶିକ୍ଷା ପାଇ ପାରୁନାହାନ୍ତିଆମର ବିବିଧ ଭାଷା ହେଉଛି ଆମର ସବୁଠାରୁ ବଡ଼ ଶକ୍ତିଜାତୀୟ
Read More...