ସହଯୋଗ ଫାଉଣ୍ଡେସନ ବଲାଙ୍ଗିରରେ ରକ୍ତଦାନ ଶିବିର ସଫଳତାର ସହିତ ସମାପ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ ବଲାଙ୍ଗିରର ପ୍ରମୁଖ ସାମାଜିକ ସଂଗଠନ ରକ୍ତ ବ୍ୟାଙ୍କରେ ରକ୍ତଦାନ ଶିବିର ଆୟୋଜନ କରିଥିଲା । ଯେଉଁଥିରେ ୪୮ ଏକକ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରର ଆୟୋଜନ ସ୍ଥାନୀୟ ରକ୍ତ ବ୍ୟାଙ୍କ ଏବଂ ଆବଶ୍ୟକତା ଥିବା ରୋଗୀଙ୍କୁ ସାହାଯ୍ୟ ପ୍ରଦାନ
Read More...

କବିରାଜ ପଣ୍ଡିତ ଦଶରଥ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜଣାଶୁଣା କବିରାଜ ପଣ୍ଡିତ ଦଶରଥ ମିଶ୍ର (୯୦ବର୍ଷ) ଙ୍କର ଆଜି ତାଙ୍କ ମାଳପଡାସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ କାରଣରୁ ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ ଓ ଆଜି ସକାଳ ୯.୩୦ରେ ତାଙ୍କର ପରଲୋକ ହୋଇଯାଇଥିଲା । ଏହି ଖବର
Read More...

ତୁରେକେଲା କ୍ଲଷ୍ଟରରେ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା । ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ବଗବାହାଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ କୁନି ସାହୁଙ୍କ
Read More...

ଚଳିତବର୍ଷ ବାସନ୍ତୀ ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ସ୍ଥିତ ବାସନ୍ତୀ ପରିଷଦର ବାସନ୍ତୀ ପୂଜା ପଡିଆରେ ନିରନ୍ତର ଭାବେ ମା ବାସନ୍ତୀ ଦୁର୍ଗା ପୂଜା ୪୯ ବର୍ଷ ଧରି ପାଳନ କରିଆସୁଛି । ଚଳିତ ବର୍ଷ ମାଁ ଙ୍କର ପୂଜା ୫୦ ବର୍ଷରେ ପଦାର୍ପଣ କରୁଥିବା ବେଳେ ସୁବର୍ଣ୍ଣ ଜୟନ୍ତୀକୁ ଧୂମଧାମରେ ପାଳନ ପାଇଁ ସମସ୍ତ
Read More...

ରାଉରକେଲାରେ ମାଲବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡର ସୋ’ ରୁମ୍ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡର ଷଷ୍ଠ ସୋ' ରୁମ୍ ରାଉରକେଲାର ଉଦିତନଗର ଠାରେ ଉଦ୍‌ଘାଟିତ ହୋଇଯାଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ଅତିଥି ଭାବେ ଯୋଗଦେଇ ସୋ' ରୁ୍ୱକୁ
Read More...

କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ରେଲବାଇ ଖେଳପଡ଼ିଆ ଠାରେ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ୩ ଦିନ ଧରି ଆୟୋଜିତ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ । ସେଥିପାଇଁ ଆୟୋଜକ କମିଟି ପକ୍ଷରୁ ରବିବାର ରେଳବାଇ ଖେଳ ପଡ଼ିଆ ଠାରେ ପୂଜା
Read More...

ଛେଲିଆପାଟ ହାଇସ୍କୁଲରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଛେଲିଆପାଟ ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଆନନ୍ଦ କୁମାର ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ସୁସ୍ମିତା ପତିଙ୍କ
Read More...

ଦୟାନନ୍ଦ ପ୍ଲେ ସ୍କୁଲର ନାମ ପରିବର୍ତ୍ତନ ହୋଇ ଏବେ ନାରାୟନ୍‌ ପ୍ଲେ ସ୍କୁଲ : ସାଜିଛି ଛାତ୍ରଛାତ୍ରୀଙ୍କ ଉଜ୍ୱଳ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୟାନନ୍ଦ ପ୍ଲେ ସ୍କୁଲ ଏବେ ନାରାୟନ୍‌ ପ୍ଲେ ସ୍କୁଲ । ବଲାଙ୍ଗିର ସହରର ପେଲେସ୍‌ଲାଇନ୍‌ ଠାରେ ଥିବା ଦୟାନନ୍ଦ ପ୍ଲେ ସ୍କୁଲ ଏବେ ନାରାୟନ୍‌ ପ୍ଲେ ସ୍କୁଲ ଭାବରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମହଲରେ । ଦୀର୍ଘ ଦିନରୁ ଅଭିଭାବକଙ୍କ ସାହାସ, ଭରସା ଓ କୁନି
Read More...

କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାତି ଅଧରେ ହୁଣ୍ଡି କାଟି ସମସ୍ତ ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ଡେଲାଙ୍ଗ ଓ କଣାସ ମୁଖ୍ୟ ରାସ୍ତାରେ ଥିବା ବଡ଼ ଆଙ୍କୁଲା ମାଆ ତାରିଣୀ ମନ୍ଦିରରୁ ଏହି ଲୁଟ୍‌ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଚଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ, ଡେଲାଙ୍ଗ ଓ
Read More...

କାଶୀପୁର ବ୍ଲକରେ ନୂତନ ଜନନୀ ଏକ୍ସପ୍ରେସ ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂଆ ଜନନୀ ଏକ୍ସପ୍ରେସ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ ଯୋଇଯାଇଛି । ଏଭ୍ରି ଗ୍ରୀନ ହେଲଥ ସର୍ଭିସ ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ରାୟଗଡା ଜିଲ୍ଲା କାଶୀପୁର ଭଳି ଏକ ଅନୁନ୍ନତ ଅପହଞ୍ଚ ତଥା
Read More...