ଗମ୍ଭାରୀପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗମ୍ଭାରୀପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ
Read More...

୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ଟିଟିଲାଗଡ଼ ପୋଲିସ ପକ୍ଷରୁ ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରାଙ୍କ ନେତୃତ୍ୱରେ ଓଏମ୍‌ଏମ୍‌ସି ରୁଲ୍ ୨୦୧୬ ଅନୁଯାୟୀ ଧରପଗଡ କରାଯାଇଥିଲା । ଏନେଇ ଭାରତୀୟ ନ୍ୟାୟ ସଂହିତା ଧାରା
Read More...

ଝରନିପାଲି ଠାରେ ଆନ୍ତର୍ଜାତୀୟ ମହିଳା ଦିବସ

ଆଗଲପୁର, (କେପିଏନ୍‌ଏସ୍‌) : ଝରଣୀପାଲି ପଞ୍ଚାୟତର କୁଦୋପାଲି- ସାଲେଡୁଙ୍ଗୁରି ଠାରେ ପଞ୍ଚାୟତ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ମହିଳା ସଭା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ମହିଳାଙ୍କ ସମ୍ବନ୍ଧୀୟ ସାମୁହିକ କୁଇଜ୍ ପ୍ରତିଯୋଗିତା ଆୟୋଜିତ
Read More...

ଟିଟିଲାଗଡ଼ ତାଲୁକ ଆଇନ ସେବା କମିଟି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ପୌର ପରିଷଦର ସଭା ଗୃହ ଠାରେ ଟିଟିଲାଗଡ଼ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି
Read More...

ଟିଟିଲାଗଡରେ ବ୍ଲକ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ଜାମପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ଅଭିରାମ ମାଝୀଙ୍କ ଦ୍ୱାରା ଗୋଷ୍ଠୀ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ହେଇଥିଲା ।
Read More...

ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଏନଆଇଟି କ୍ୟାମ୍ପସ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ତତ୍ତ୍ଵାବଧାନରେ ଇ -ୱେଷ୍ଟ ମେନେଜମେଣ୍ଟ ସମ୍ପର୍କିତ ଏକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ହୁଲ୍ଲାଡ଼େକ ରିସାଇକ୍ଲିଙ୍ଗ ପ୍ରାଇଭେଟ
Read More...

ବୃଦ୍ଧା କିଶୋରୀଙ୍କ ଦୁଃଖ ବୁଝିଲେ ବିଡିଓ ଲକ୍ଷ୍ମଣ ମାଝୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନ୍ତଫାଡ଼ି ପୁଅକୁ ଜନ୍ମ ଦେଇଥିଲା । ପାଳିପୋଷି ମଣିଷ କରିଥିଲା । ଆଶା କରିଥିଲା ବୃଦ୍ଧ ବୟସରେ ସାହାରା ହେବ ପୁଅ କିନ୍ତୁ ବୁଢ଼ୀ ହୋଇଗଲା ବୋଲି ଅଲୋଡ଼ା ହେଲା ଜନ୍ମକଲା ମା' । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସନ୍ଧିବାହାଲ
Read More...

ଟିଟିଲାଗଡ଼ ପୌରପରିଷଦ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମାର୍ଚ୍ଚ ମାସ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ଚାରିଆଡ଼େ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସିଇଓ ଶୁଭଶ୍ରୀ ସାହୁଙ୍କ ଆୟୋଜକତାରେ ଆନ୍ତର୍ଜାତୀୟ ମହିଳା ଦିବସ
Read More...

ହ୍ୟୁମାନିଟି ଫାଉଣ୍ଡେସନର ଅନ୍ତଃର୍ଜାତୀକ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ମହିଳା ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ସେକ୍ଟର ୪ସ୍ଥିତ ହୋଟେଲ ଲୀଲା ଠାରେ ଅନ୍ତଃର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳନ କରିଛି । ଅନୁଷ୍ଠାନର ସଭାପତି ଦୀପ୍ତି ସୁନ୍ଦରାୟଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦିକା ଲୀନା
Read More...

ପଞ୍ଚଦଶ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚସଖା ଶିକ୍ଷାସେତୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ହେଉଥିବା ପ୍ରଧାନ ଶିକ୍ଷକ ମାନଙ୍କର ମାସିକ ସମୀକ୍ଷା ବୈଠକ ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ମେଲଛାମୁଣ୍ଡା ପରିସର ମଧ୍ୟରେ ବ୍ଲକ
Read More...