ରୋଟାରି ଏଲିଟ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନଠାରେ ୮ ମାର୍ଚ୍ଚ ଦିନ ରୋଟାରି କ୍ଲବ ଅଫ ଏଲିଟ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଓ ମହିଳାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ । ଏହି ସଭାରେ ଅତିଥି ବକ୍ତାଭାବେ ଯୋଗଦେଇ ବିଶିଷ୍ଠ ସାମାଜିକ
Read More...

‘ନାରୀଶକ୍ତି ମାଧ୍ୟମରେ ବିକଶିତ ଭାରତ’ ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ‘ନାରୀଶକ୍ତି ମାଧ୍ୟମରେ ବିକଶିତ ଭାରତ’ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ଏହି ସମ୍ମିଳନୀକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ଆୟୋଜନ କରାଯାଇଛି । ଏହି
Read More...

ପୁରୋହିତ ଜେନେରାଲ ହସପିଟାଲରେ ମହିଳା ଦିବସ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ଏଥିପାଇଁ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ପରିଚିତ ପୁରୋହିତ
Read More...

ବିଦ୍ୟୁତ ତାର ଚୋରି ଘଟଣାରେ ୪ ଅଭିଯୁକ୍ତ ଗିରଫ : ମାରୁତି ଗାଡି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ସଇଁତଲା : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ବିଦ୍ୟୁତ ତାର ଚୋରି ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏ ଘଟଣାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦେଇଛି । ଏନେଇ ଥାନା
Read More...

ବୈଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ଗପଶୁଣିବା କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଆମ ସଂସ୍କୃତି ଆମ ଖେଳଣା ଓ ଗପଶୁଣିବା କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଦିବ୍ୟକିଶୋର ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କଣାସ, (କେପିଏନ୍‌ଏସ୍‌) : କଣାସ ବ୍ଲକ ଅନ୍ତର୍ଗତ କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବରିଷ୍ଠ ଶିଶୁସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କଣାସ ବ୍ଲକ ଏ.ବି.ଇ.ଓ ବିନୋଦ କୁମାର ସେଠୀ
Read More...

ହଳଦୀରେ ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଶ୍ରେଷ୍ଠ ମହିଳା ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧନାହଳଦୀ କଲ୍ୟାଣ ମଣ୍ଡପ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ସରପଞ୍ଚଙ୍କ ପ୍ରତିଶ୍ରୁତିମହିଳା ଦିବସକୁ ଭୁଲିଗଲା ବ୍ଲକ ପ୍ରଶାସନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗ୍ରାମ ସ୍ଥିତ କଲ୍ୟାଣମଣ୍ଡପଠାରେ
Read More...

ମହିଳା ଦିବସ ଅବସରରେ ସମ୍ପୂର୍ଣ୍ଣା ଅନୁଷ୍ଠାନ ତରଫରୁ ଗର୍ଭବତୀ ମହିଳାମାନଙ୍କ ପାଇଁ “ଅଭିମନ୍ୟୁ କାର୍ଯ୍ୟକ୍ରମ”

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗର୍ଭଧାରଣ ସମୟରେ ମହିଳାମାନଙ୍କ ଦିନଚର୍ଯ୍ୟା କିପରି ରହିବା କଥା ଏବଂ ଏହା ଦ୍ୱାରା ଗର୍ଭରେ ଥିବା ଶିଶୁ ଉପରେ କଣ ପ୍ରଭାବ ପକାଏ ସେ ସମ୍ପର୍କରେ ସମସ୍ତ ମହିଳାମା'ଙ୍କୁ ସମ୍ପୂର୍ଣ୍ଣା ଅନୁଷ୍ଠାନ ତରଫରୁ ସଚେତନ କରାଯାଇଥିଲା । ମାଁ ଗର୍ଭରେ ଯେତେବେଳେ ଶିଶୁଟି
Read More...

ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ସିଭିଲ କୋର୍ଟ ଠାରେ ଏକ ଅଣସଂକ୍ରାମକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ସିଭିଲ କୋର୍ଟ ବଲାଙ୍ଗିର ଠାରେ ଏକ ଅଣ ସଂକ୍ରାମକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ମୁଖ୍ୟ ନୟାଧିଷ ଡ଼ ପବିତ୍ର ମୋହନ ସାମଲ ସେକ୍ରେଟାରୀ ଜିଲ୍ଲା
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ଦାଦନ ପୀଡିତ ପରିବାର ପାଇଲେ ଆର୍ଥିକ ସାହାଯ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ଗ୍ରାମ ପଂଚାୟତ ଗଣ୍ଡବାହାଲ (ଜାମବାହାଲ) ଗ୍ରାମର ଲାଲା ପାତ୍ର କାମ ଧନ୍ଦା ନ ପାଇବାରୁ ଆନ୍ଧ୍ରପ୍ରଦେଶ ଆଙ୍କପାଲ୍ଲୀ ଆଂଟିଆର ଠାରେ ରାସାୟନିକ ଏକ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ । ଯାହା ପରିବାର ଲୋକେ କହିବା
Read More...