ରାମଲୀଳା ନାଟକର ସଂକଳ୍ପ ପୂଜା : ଅଭିନୟ ଲାଗି ଆଖଡାଶାଳ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସର୍ବ ପୁରାତନ ରାମଜୀ ନାଟକ ସଂସଦ ୧୫୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାର୍ଚ୍ଚ ୧୨ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ମାଉସୀ ମାଁ ମନ୍ଦିର ପଂଚମ ଅନୁଷ୍ଠାନ ଠାରେ ରାମଲୀଳା ନାଟକ ପାଇଁ ଆଖଡାଶାଳ ଓ ଅଭିନୟ କରିବା ପାଇଁ କଳାକାର ଚୟନ କରାଯାଇଥିଲା ।
Read More...

ଭାଟବାହାଲି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ତମାମୁରା କ୍ଲଷ୍ଟର ଅନ୍ତର୍ଗତ ଭାଟବାହାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୱାର୍ଡ ସଭ୍ୟ ନରେନ୍ଦ୍ର ପଧାନଙ୍କ ସଭାପତିସ୍ୱରେ ଅନୁଷ୍ଠିତ ହୋଇଯାଇଛି । ତମାମୁରା ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ରନାରାୟଣ ଶତପଥି ମୁଖ୍ୟ ଅତିଥିଭାବେ
Read More...

ଭଜନ ପୁସ୍ତିକା “ଭକ୍ତି ଅର୍ଘ୍ୟ” ବିମୋଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜ୍ୟୋତିର୍ମୟୀ ତ୍ରିପାଠୀଙ୍କ ରଚିତ ଭକ୍ତି ଅର୍ଘ୍ୟ ଭଜନ ପୁସ୍ତିକା ଶ୍ରୀ ଶ୍ରୀ ଶ୍ରୀ ଟାଙ୍ଗେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ମୂଖ୍ୟ ଅତିଥି ବରେଣ୍ୟ ପରମାନନ୍ଦ ସରସ୍ଵତୀ ମହାରାଜ, ନାଟ୍ୟଭୁଷଣ ଜଗଦାନନ୍ଦ ଛୁରୀଆ, କେଶବ ମିଶ୍ର, ଜୋସ୍ନାମୟୀ ତ୍ରିପାଠୀ ଓ
Read More...

ବିଧାନସଭାରେ ମୋବାଇଲ ପ୍ରବେଶ ଉପରୁ ହଟିଲା କଟକଣା

ଭୁବନେଶ୍ୱର : ହଟିଲା ସାମ୍ବାଦିକଙ୍କ ମୋବାଇଲ କଟକଣା । ଯାହାପରେ ଧାରଣାରୁ ହଟିଛନ୍ତି ସାମ୍ବାଦିକ । ଏନେଇ ସାମ୍ୱାଦିକଙ୍କ ସହ ଆଲୋଚନା କରିବା ପରେ ବାଚସ୍ପତି ଏହି ନିଷ୍ପତ୍ତି ନେଇଛନ୍ତି । ଏହାପରେ ସାମ୍ବାଦିକମାନେ ଧାରଣାରୁ ପ୍ରତ୍ୟାହୃତ ହୋଇଛନ୍ତି । ସାମ୍ବାଦିକମାନେ ପ୍ରେସ୍‌
Read More...

ଦୁର୍ଘଟଣାରେ ମହିଳା ମୃତ ଘଟଣା : ସିସିଟିଭିରୁ କଏଦ ହେଲା ଦୁର୍ଘଟଣାର ଦୃଶ୍ୟ

ସୁଭଦ୍ରା ଟଙ୍କା ଉଠାଇବାକୁ ଯାଉଥିଲେ ସ୍ୱାମୀ, ସ୍ତ୍ରୀ ଦେଓଗାଁ, (ମନୀଷ କୁମାର ସାହୁ) : ସମୟ ଦିନ ପ୍ରାୟ ୧୧ ଟା । ଦେଓଗାଁ ଏଟିଏମ୍ ଛକ ଭଳି ଜନବହୁଳ ମାର୍କେଟ ଛକରେ ଏକ ମୋଫେଟ ଗାଡ଼ିକୁ ପଛ ପଟୁ ଧକ୍କା ଦେଇ ଚାଲି ଯାଇଥିଲା ଏକ ଅଜଣା ବୋଲେରୋ । ମୋଫେଟ ବାଇକରେ ଥିବା ମହିଳା ଜଣକ ମୃତ୍ୟୁ
Read More...

ବାରହା ଆକ୍ରମଣରେ ଦୁଇ ମହିଳା ଆହତ

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଖଣ୍ଡୁରୁ ଗ୍ରାମ ନିକଟରେ ଏକ ଘଟଣା ଘଟିଛି । ଚାଷ ଜମିକୁ ଯାଇଥିବା ବେଳେ ବାରହା ଆକ୍ରମଣରେ ଦୁଇ ମହିଳା ଆହତ ହୋଇଛନ୍ତି । ଆହତ ମହିଳା ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବୁଧବାର ସକାଳେ ଚଢିଆପଡା
Read More...

ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ

ଜୟପାଟଣା, (ଶେଷ ଦେବ ବେହେରା) : ଶିକ୍ଷା ସାଙ୍ଗରେ ସଂସ୍କୃତି, ସୃଜନଶୀଳତା ଓ ଅନ୍ତର୍ନିହିତ ଗୁଣା ବଳିର ବିକାଶ ପାଇଁ ସରକାର ଅନବରତ ଉଦ୍ୟମ କରୁ ଥିବା ବେଳେ ବିଦ୍ୟାଳୟ ମାନଙ୍କରେ ଭିନ୍ନ ଏକ କାର୍ଯ୍ୟକ୍ରମ ଆମ ସଂସ୍କୃତି ଆମ ଖେଳଣା ଛାତ୍ରଛାତ୍ରୀଙ୍କ ବେଶ ଆକର୍ଷିତ କରୁଛି । ଜୟପାଟଣା ବ୍ଲକର
Read More...

ଡାହିମାଲ କ୍ଲଷ୍ଟର ତରଫରୁ ଗୁଡଭେଲା ବିଇଓଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ଜାମମୁଣ୍ଡା ଠାରେ ଡାହିମାଲ କ୍ଲଷ୍ଟର ସ୍ତରୀୟ ସ୍ଵାଗତ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶି ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଗୁଡଭେଲା ବ୍ଲକର ନବାଗତା ବିଇଓ ନମିତା ରାଣୀ
Read More...

ଚୋରି ହୋଇଥିବା ମୋଟର ସାଇକେଲ ଉଦ୍ଧାର – ଦୁଇ ଜଣଙ୍କୁ ଗିରଫ କରି କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ଫେବୃଆରୀ ୧୩ ତାରିଖ ଦିନ କୁମୁଡ଼ିପଦର ଠାରୁ ଏକ ବାଇକ ଚୋରି ହୋଇଥିବା ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ତଦନ୍ତ କରିବା ପାଇଁ ଘଟଣା ସ୍ଥଳକୁ ଯାଇ ବିଭିନ୍ନ ତଥ୍ୟକୁ ଆଧାର
Read More...

୨୪ରେ ଆଉଟ ସୋରସିଂ କର୍ମଚାରୀ ମହାସଂଘର ଆନ୍ଦୋଳନ

• ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ• ୧୭ରୁ ୨୧ ତାରିଖ ଯାଏଁ କଳାବେଚ ପିନ୍ଧି ପ୍ରତିବାଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ହେବା ପର୍ଯ୍ୟନ୍ତ ଚାକିରି ନିରାପତ୍ତା, ଛଟେଇ ବନ୍ଦ ଓ ଛଟେଇ କର୍ମଚାରୀଙ୍କ ପୁନଃ ନିଯୁକ୍ତି, ନିୟମିତ
Read More...