ଧାନର ପୋଷକତତ୍ତ୍ୱ ଦକ୍ଷତା ବୃଦ୍ଧି ନିମନ୍ତେ ସୂତ୍ର ତାଲିମ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାରେ କୃଷି ସମ୍ପ୍ରଦାୟ ପାଇଁ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ତରଫରୁ ଧାନର ପୋଷକ ଲତ୍ୱ ଦକ୍ଷତା ବୃଦ୍ଧି ପାଇଁ ଏକ ତାଲିମ ଶିବିର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଲ୍ଲୀ ଅମା ଗ୍ରାମରେ ଇ ଚାଷୀ ପ୍ରକଳ୍ପ ଅଧୀନରେ ମୁଖ୍ୟ
Read More...

କିଡ଼ନୀ ରୋଗରେ ଆକ୍ରାନ୍ତ ଅନୁଷ୍କାଙ୍କୁ, ସହାୟତାର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆମ ଦେଶରେ କନ୍ୟା ଭୂର୍ଣ ହତ୍ୟାକୁ ରୋକିବା ପାଇଁ ନାନା ପଦକ୍ଷେପ ସରକାର ନେଇଛନ୍ତି । କନ୍ୟା ସନ୍ତାନକୁ ବୋଝ ଭାବି ଦୁନିଆ ଦେଖିବା ପୁର୍ବରୁ ହତ୍ୟା କରାଯାଉଥିବା ଅନେକ ଘଟଣା ନଜର ରହିଛି । କିନ୍ତୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି
Read More...

ନିର୍ବାଚନ ପ୍ରକ୍ରିୟା ହେବ ମଜବୁତ, ଆଇନଗତ ଢାଞ୍ଚାରେ ନିର୍ବାଚନ ପ୍ରକ୍ରିୟା ସୁଦୃଢ କରିବା ଲକ୍ଷ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ନିର୍ବାଚନ କମିଶନ ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳଙ୍କ ଠାରୁ ୩୦ ଏପ୍ରିଲ ୨୦୨୫ ସୁଦ୍ଧା ଜିଲ୍ଲା କିମ୍ବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ତରରେ ସମାଧାନ ହୋଇନଥିବା ଯେ' କୌଣସି ସମସ୍ୟାର ସମାଧାନ ପାଇଁ ପରାମର୍ଶ ଆମନ୍ତ୍ରଣ
Read More...

ବିଧାୟକଙ୍କ ଦ୍ୱାରା ସେଚନାଳ ପୁନଃରୁଦ୍ଧାର ଭୂମିପୂଜା

୬୫୦ ମିଟର ଦୈର୍ଘ୍ୟ କେନାଲ ଶଯ୍ୟା ପାଇଁ ଖର୍ଚ୍ଚ ହେବ ୧ କୋଟି ୩୯ ଲକ୍ଷ ଟଙ୍କା ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଜଳ ସମ୍ପଦ ଉପଖଣ୍ଡ ଅଧୀନସ୍ଥ ବେନୁପଡା ମାଇନର କେନାଲର ପୁନଃରୁଦ୍ଧାର କାମକୁ ବିଧାୟକ ଆଶ୍ରିତ ପଟ୍ଟନାୟକ ବୁଧବାର ପୂର୍ବାହ୍ନ ୧୦ଟାରେ ଭୂପୂଜନ
Read More...

ଚିକିନିବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଚିକିନିବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳଣା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରଞ୍ଜନ କୁମାର ସାହୁଙ୍କ ପ୍ରତ୍ୟେକ୍ଷ
Read More...

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ
Read More...

ସିକନ୍ଦରାବାଦରୁ ନାବାଳିକା ଉଦ୍ଧାର, ଅପହର୍ତା ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଞ୍ଚଳରୁ ଅପହୃତ ଜନୈକା ନାବାଳିକାକୁ ପୋଲିସ ସିକନ୍ଦରାବାଦରୁ ଉଦ୍ଧାର କରିବା ସହିତ ଅପହରଣକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଲୋଇସିଂହା ଥାନା ଵେନ୍ଦ୍ରା ପଞ୍ଚାୟତ ଅନ୍ତର୍ଗତ ଧଉରଦାଦର ଗ୍ରାମର ଗୋପୀନାଥ ଘେଶରାଙ୍କ ପୁଅ ବିନୋଦ(୨୯) ।
Read More...

ଚନ୍ଦନଭାଟି ଜଗନ୍ନାଥ ମନ୍ଦିର ବାର୍ଷିକ ଉତ୍ସବରେ ନରସିଂହ

ଆଧ୍ୟାତ୍ମିକ ଏକତା ଅଂଚଳର ବିକାଶରେ ସହାୟକ ହେଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ ଅଂଚଳର ଆବାଳ ବୃଦ୍ଧ ବନୀତାଙ୍କ ଅନୁରୋଧ ଯୋଗୁଁ ଚନ୍ଦନଭାଟିରେ ଶ୍ରୀଜଗନ୍ନାଥଙ୍କର ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇପାରିଛି । ମୋର ସାମର୍ଥ୍ୟ ମତେ ଯେତେ ହୋଇପାରିଛି ଆପଣମାନଙ୍କ ଅନୁରୋଧ
Read More...

ବିଶ୍ୱ ସମୁଦାୟ ନିକଟରେ ଓ୍ୱେଭ୍ସ ସମ୍ମିଳନୀର ବାର୍ତ୍ତା ପହଞ୍ଚାଇବେ ଭାରତ ସରକାର

● ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀରେ ବ୍ୟାପକ ଭାଗିଦାରୀ ଲକ୍ଷ୍ୟ● ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସମନ୍ୱିତ ଆଭିମୁଖ୍ୟ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ଭାବେ ୱେଭ୍ସର ଲାଭ ବିଷୟରେ ଅବଗତ କରାଇବେ ସରକାର●
Read More...

ସାଲେପାଲି ଶିଶୁ ଯତ୍ନ ଅନୁଷ୍ଠାନରେ “ସ୍ୱଚ୍ଛତା ହିଁ ସେବା” ଆଲୋଚନା ଚକ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନରେ "ସ୍ୱଚ୍ଛତା ହିଁ ସେବା" ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ର ସଭାକୁ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ସମିତିର ପିଓଆଇସି
Read More...