ପଦ୍ମ ପୁରସ୍କାର – ୨୦୨୬ ପାଇଁ ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ପଦ୍ମ ପୁରସ୍କାର - ୨୦୨୬ ପାଇଁ ନାମାଙ୍କନ ଆଜିଠାରୁ ଆରମ୍ଭ ହୋଇଯାିଛି । ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ, ୨୦୨୫ । ଅନଲାଇନରେ କେବଳ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ https://awards.gov.inରେ ଏହି ପୁରସ୍କାର ଲାଗି ନାମାଙ୍କନ ଅଥବା
Read More...

ଓଡ଼ିଶାର ମାଲୁଦରୁ ଯାତ୍ରାରମ୍ଭ କରି ଆନ୍ଧ୍ରପ୍ରଦେଶରେ ପହଞ୍ଚିଲା ସିଆଇଏସଏଫ୍ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ

ନୂଆଦିଲ୍ଲୀ, (ପିଆଇବି) : ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ କୋଣାର୍କଠାରୁ ୧୨୫ କିଲୋମିଟର ଯାତ୍ରାକରି ମାର୍ଚ୍ଚ ୧୪, ୨୦୨୫ରେ ମାଲୁଦରେ ପହଞ୍ଚିଥିଲା । ସାଇକେଲ ଚାଳକମାନେ ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା,
Read More...

ଜେନେଭାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ୩୫୩ ତମ ପରିଚାଳନା ପରିଷଦ ବୈଠକରେ ଭାରତର ଅଂଶଗ୍ରହଣ

ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଲେ ଶ୍ରମ ଏବଂ ନିଯୁକ୍ତି ସଚିବ ଶ୍ରୀମତୀ ସୁମିତା ଦାଓରାଆଇଏଲଓର ମହାନିର୍ଦ୍ଦେଶକ ଏବଂ ବରିଷ୍ଠ ବିଶେଷଜ୍ଞଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କଲେ ଶ୍ରୀମତୀ ଦାଓରାବିଶ୍ୱସ୍ତରରେ ଶ୍ରମ କଲ୍ୟାଣ, ଗୁଣାତ୍ମକ ନିଯୁକ୍ତି
Read More...

ସଇଁତଲାର ବିଭିନ୍ନ ସ୍ଥାନରେ ପ୍ରହରୀ ନାମଯଜ୍ଞ ଶେଷ , ଭକ୍ତଙ୍କ ପ୍ରବଳ ଜନ ସମାଗମ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବିଭିନ୍ନ ଅଞ୍ଚଳରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ଶନିବାର ପୂର୍ଣ୍ଣାହୂତି ହୋଇଯାଇଛି । ସ୍ଥାନୀୟ ହାଟପଡା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୋଳ ପୁର୍ଣିମା ଅବସରରେ ସଇଁତଲାରେ ୨୪ ପ୍ରହରୀ
Read More...

ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଯାତ୍ରାରମ୍ଭ କରି ପୁରୀରେ ପହଞ୍ଚିଲା ସିଆଇଏସଏଫ୍ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ…

ଭୁବନେଶ୍ୱର, (ପିଆଇବି) : ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ ପାରାଦୀପଠାରୁ ୧୨୦ କିଲୋମିଟର ଯାତ୍ରା କରି ମାର୍ଚ୍ଚ ୧୩, ୨୦୨୫ରେ କୋଣାର୍କରେ ପହଞ୍ଚିଥିଲା । ଉପକୂଳ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଗୋଷ୍ଠୀ ନିୟୋଜନ ପାଇଁ ନିଜର ମିଳିତ ଅଙ୍ଗୀକାରକୁ ଦୋହରାଇ ସ୍ଥାନୀୟ ଲୋକେ
Read More...

ଏନପିଜି ବୈଠକରେ ଓଡ଼ିଶାର ନିର୍ଗୁଣ୍ଡି-କଟକ ଏବଂ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ମୂଲ୍ୟାଙ୍କନ

ପିଏମ ଗତିଶକ୍ତି ଅଧୀନ ନେଟୱର୍କ ପ୍ଲାନିଂ ଗ୍ରୁପର ୮୯ତମ ବୈଠକରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନବୈଠକରେ ଓଡ଼ିଶାର ଦୁଇଟି ରେଳ ପ୍ରକଳ୍ପ ସମେତ ଦେଶର ମୋଟ୍‌ ୮ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ, ରେଳ ଏବଂ ମେଟ୍ରୋ ପ୍ରକଳ୍ପର କରାଗଲା ସମୀକ୍ଷା ଭୁବନେଶ୍ୱର, (ପିଆଇବି) : ଦେଶର ପ୍ରମୁଖ
Read More...

ପୁଞ୍ଜିପଥର ଠାରେ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ପୁଞ୍ଜିପଥରକୁ ପର୍ଯ୍ୟଟନ ସ୍ଥଲୀର ମାନ୍ୟତା ଦାବି ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି- ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡଙ୍ଗରବୁଢା ପୀଠ ପୁଞ୍ଜିପଥର ମନ୍ଦିର ଠାରେ ରବିବାର
Read More...

ସାହିତ୍ୟ କୁଟୁମର ବଛରକିଆ ତହଁକ ତିହାର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାଗରପଡା କ୍ଳବଠାରେ ତହଁକ ସାହିତ୍ୟ କୁଟୁମର ବଛରକିଆ ଉଚ୍ଛବ ତହଁକ ତିହାର ୧୫ ଓ ୧୬ ଦୁଇ ଦିନ ଧରି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ୧୫ ତାରିଖ ହୋଇଥିବା ଆଳୋଚନା ଚକ୍ର "କୋଶଲି କଳା ଆର୍ ସାହିତ୍ୟର ସ୍ଥିତି କେନ୍ ଆଡେ " ଆଳୋଚନା ଚକ୍ରରେ
Read More...

ଅମ୍ବାଦଳା ଠାରେ ବିଜେପି ଜିଲ୍ଲା ସଭାପତିଙ୍କୁ ସ୍ୱାଗତ

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ରାୟଗଡ ଜିଲ୍ଲାର ବିଜେପି ନୂତନ ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କୁ ଅମ୍ବାଦଳା ମଣ୍ଡଳ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦଳୀୟ କର୍ମୀମାନେ ନୂତନ ଜିଲ୍ଲା ସଭାପତି ଓ ନୂତନ ମଣ୍ଡଳ ସଭାପତିଙ୍କୁ
Read More...

ମୁର୍ଛନା ରାଉରକେଲାର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମୁର୍ଛନା ରାଉରକେଲା ତରଫରୁ ଚଳଚିତ୍ର ଜଗତର ପ୍ରଖ୍ୟାତ ସଂଗୀତକାରଙ୍କ ସୁମଧୁର ତଥା ଚିର ସବୁଜ ସଂଗୀତକୁ ନେଇ ଅନନ୍ୟ କାର୍ଯ୍ୟକ୍ରମ ଅନମୋଲ ଘଡ଼ି, ଅନମୋଲ ରତନ ଏବଂ ଅନମୋଲ ୟାଦେଁ ସିଭିକ ସେଣ୍ଟର୍ ଠାରେ ପରିବେଷଣ କରାଯାଇଥିଲା
Read More...