ଆମେରିକୀୟ ଉପସ୍ଥାପକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପଡକାଷ୍ଟରେ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

• ବାଲ୍ୟ ଜୀବନ ଠାରୁ ଆରମ୍ଭ କରି ସାର୍ବଜନୀନ ଜୀବନ ଯାତ୍ରା ପର୍ଯ୍ୟନ୍ତ ମନ ଖୋଲି କଥା ହେଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ତଥା ଉପସ୍ଥାପକ ଲେକ୍ସ ଫ୍ରିଡମ୍ୟାନଙ୍କ ସହିତ ଏକ ପଡକାଷ୍ଟରେ ବିଭିନ୍ନ
Read More...

ଚନ୍ଦ୍ରଭାଗାରେ ବୁଡି ମହିଳା ଗୁରୁତର

କୋଣାର୍କ : ସମୁଦ୍ର ବୁଡି ମହିଳା ଗୁରୁତର । ଗୁରୁତର ମହିଳା ଏଗୋ ରାମା । ତାଙ୍କ ଘର ଆନ୍ଧ୍ରପ୍ରଦେଶ ଅଂଚଳରେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ ସକାଳୁ କୋଣାର୍କ ବୁଲି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ସମୁଦ୍ରରେ ଗୋଡ଼ ଖସିଯାଇଥିଲା ।
Read More...

ବ୍ୟବସାୟୀଙ୍କ ଘରୁ ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଲୁଟ୍‌

ବାଲେଶ୍ୱର : ବଜାରକୁ ବ୍ୟବସାୟ କରିବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଲୁଟି ନେଇଗଲେ ଚୋର । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ନାମ୍ପ ଫାଣ୍ଡି ପୋଲିସ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ଫ ଫାଣ୍ଡି ଅନ୍ତର୍ଗତ
Read More...

ଆସାମର କୋକ୍ରାଝାରରେ ଅଲ୍ ବୋଡୋ ଷ୍ଟୁଡେଣ୍ଟସ୍ ୟୁନିଅନ୍ (ଏବିଏସ୍‌ୟୁ)ର ୫୭ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି…

ଏବିଏସ୍‌ୟୁ ବିନା, ବୋଡୋ ଚୁକ୍ତି ସମ୍ଭବ ହୋଇନଥାନ୍ତା, ଏହା ବୋଡୋଲାଣ୍ଡରେ ଶାନ୍ତି ଏବଂ ବିକାଶ ପ୍ରତିଷ୍ଠା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି : ଶ୍ରୀ ଶାହଦିଲ୍ଲୀର ଏକ ପ୍ରମୁଖ ରାସ୍ତା ବୋଡୋପା ଉପେନ୍ଦ୍ର ନାଥ ବ୍ରହ୍ମା ଜୀଙ୍କ ନାମରେ ନାମିତ ହେବମୋଦୀ ସରକାର ଆଗାମୀ ଦୁଇ ବର୍ଷ
Read More...

ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ କବି ଏବଂ ବିଦ୍ୱାନ ରମାକାନ୍ତ ରଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ରମାକାନ୍ତ ରଥଙ୍କ କୃତି, ବିଶେଷକରି କବିତା, ସମାଜର ସମସ୍ତ ବର୍ଗଙ୍କ ମଧ୍ୟରେ ବ୍ୟାପକ ଭାବରେ ଲୋକପ୍ରିୟ ବୋଲି ସେ କହିଛନ୍ତି
Read More...

ଦେଓଗାଁ ଅଞ୍ଚଳରେ ଝଡ଼ ତୋଫାନ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ରାତି ପ୍ରାୟ ୯ଟା ସମୟରେ ଝଡ଼ ତୋଫାନ ଦେଖିବାକୁ ମିଳିଥିଲା । ହଠାତ୍ ବର୍ଷା ସହ ଝଡ଼ ତୋଫାନ ହେବାରୁ ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ରାସ୍ତାରେ ଯାଉଥିବା ଲୋକେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିବା ମଧ୍ୟ ନଜରକୁ ଆସିଥିଲା । ଝଡ଼ ତୋଫାନ ଯୋଗୁଁ କିଛି ସମୟ
Read More...

ଓଡ଼ିଶାର ଖ୍ୟାତନାମା କବି ରମାକାନ୍ତ ରଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

• ଓଡ଼ିଆ ସାହିତ୍ୟ ଜଗତକୁ ସୁସମୃଦ୍ଧ କରିବାରେ ରମାକାନ୍ତ ରଥଙ୍କ ଯୋଗଦାନ ଅକଳ୍ପନୀୟ - ଧର୍ମେନ୍ଦ୍ର ପ୍ରଧାନ• କାଳଜୟୀ କବିତା ଗୁଡିକ ପାଇଁ ଓଡ଼ିଆ ଜନମାନସରେ ଚିର ସ୍ମରଣୀୟ ହୋଇ ରହିବେ ଭୁବନେଶ୍ୱର, (ପିଆଇବି) : ଆଧୁନିକ ଓଡ଼ିଆ କବିତାର ଅନ୍ୟତମ ଯୁଗ-ପ୍ରବର୍ତ୍ତକ ପଦ୍ମଭୂଷଣ ରମାକାନ୍ତ
Read More...

ଅଙ୍କୁରର ଫଗୁଣ କବିତା ଆସର ଓ ‘ବର୍ଣ୍ଣବିଭା’ ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ଶିଶୁ ସାହିତ୍ୟ ଅନୁଷ୍ଠାନ ଅଙ୍କୁର ଶିଶୁ ସାହିତ୍ୟ ସଂସଦର ଫଗୁଣ କବିତା ପାଠ ଶିଶୁ କବି ମଦନ ମୋହନ ରଥଙ୍କ ଷଷ୍ଠ ଅର୍ଘ୍ୟ ‘ବର୍ଣ୍ଣବିଭା’ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସାମ ରାଇଫଲ୍ସ ବାଟାଲିୟନ ଜମି ମିଜୋରାମ ସରକାରଙ୍କୁ ହସ୍ତାନ୍ତର

ମାନଚିତ୍ରର ଆନୁଷ୍ଠାନିକ ଆଦାନ ପ୍ରଦାନ ମିଜୋରାମର ଆଇଜୋଲରେ ଅନୁଷ୍ଠିତପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ମିଜୋରାମବାସୀଙ୍କ ତିନି ଦଶନ୍ଧି ପୁରୁଣା ଦାବି ପୂରଣ ହୋଇଛିପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ମିଜୋରାମର ଏକ
Read More...

ହରିହର ଭେଟ ସଂପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ରାମ ମନ୍ଦିର ଠାରେ ଆନନ୍ଦ ଉଲ୍ଲାସରେ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିକ୍ରାପଡା ସ୍ଥିତ ମଦନ ମୋହନ ରଥଙ୍କ ନିବାସରୁ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିକୁ ରୀତିନୀତି ସହିତ ବାଜା, ଘଣ୍ଟବାଦ୍ୟରେ ଏକ ପଟୁଆରରେ ମାଲପଡା
Read More...