ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ନବଗତଙ୍କୁ ସ୍ୱାଗତ ଓ ଗ୍ରାଜୁଏସନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ କୁନି କୁନି ପିଲାମାନଙ୍କର ସ୍ୱାଗତ ଓ ଗ୍ରାଜୁଏସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜ୍ଞାନଜ୍ୟୋତି ଚାରିଟେବଲ ଟ୍ରଷ୍ଟର ଚେୟାରପର୍ସନ ଡକ୍ଟର ମିନାକ୍ଷୀ ଷଡ଼ଙ୍ଗୀ ଯୋଗଦେଇଥିଲେ ।
Read More...

ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ପୁନର୍ବାସ ପାଇଁ ବ୍ଲକ ସ୍ତରିୟ କାର୍ଯ୍ୟକ୍ରମ ଶୁଭାରମ୍ଭ

ପାଇକମାଳ, (କେପିଏନ୍‌ଏସ୍‌) : ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ପୁନର୍ବାସ ପାଇଁ ବ୍ଲକ ସ୍ତରିୟ କାର୍ଯ୍ୟକ୍ରମ ପଲ୍ଲି ଆଲୋକ ପାଠାଗାର ବଲାଙ୍ଗିର ଆନୁକୁଲ୍ୟରେ ଗୁରୁବାର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପାଇକମାଳ ଗୋଷ୍ଠୀ ଉନ୍ନୟନ
Read More...

ତହଁକ୍ କୁଟୁମ୍‌ର ବିଶ୍ୱ କବିତା ଦିବସ ପାଳନ

ସାମାଜିକ ଦୃଷ୍ଟିପାତ ହିଁ ଆଜିର କବିତାର ଆବଶ୍ୟକତା ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ କବିତା ଶାଲ୍‌ଠାରେ ତହଁକ୍ କୁଟୁମ୍ ପକ୍ଷରୁ ବିଶ୍ୱ କବିତା ଦିବସ ଆୟୋଜିତ ହୋଇଯାଇଛି । ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କୋସଲି କବିତା ଆସରରେ
Read More...

ବୁର୍ଡା ପେକ୍ସର ବାର୍ଷିକ ସାଧାରଣ ସଭା

ଲୋଇସିଂହା, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ସମବାୟ ବର୍ଷ ଅବସରରେ ଲୋଇସିଂହା ବ୍ଲକ ବୁର୍ଡ଼ା ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସିଆଲବାହାଲି ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ପେକ୍ସ ପରିଚାଳନା ପରିଷଦ ସଭାପତି ବାଲଗୋପାଳ ସାହୁଙ୍କ ଅଧ୍ୟକ୍ଷତାରେ
Read More...

ବିଶିଷ୍ଟ ରାଜନୀତିଜ୍ଞ ଦୁର୍ଗା ଶଙ୍କର କରଙ୍କ ପରଲୋକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବିଇଡି କଲେଜ, କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ଓ ଗାନ୍ଧିଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠାର ପ୍ରମୁଖ ଉଦ୍ୟୋକ୍ତା ତଥା ବିଶିଷ୍ଟ ରାଜନେତା ଦୁର୍ଗା ଶଙ୍କର କରଙ୍କ ଶୁକ୍ରବାର ସକାଳ ୬ ଟା ୧୦ ମିନିଟରେ ତାଙ୍କ ଭବାନୀପାଟଣା ମନ୍ଦାର
Read More...

ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରଙ୍କ କଠୋର ଦଣ୍ଡବିଧାନ ସଂଘର ସଂପାଦକ ପିତାମ୍ବର ଖମାରୀଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ପାଖକୁ ଯାଇ ମାଲିକମାନଙ୍କ ଉପରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଉକ୍ତ ବିଷୟକୁ ହୃଦୟଙ୍ଗମ କରି
Read More...

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତାମଖନା ସ୍ଥିତ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠ ଙ୍କସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସ୍ତରୀୟ ରେଡକ୍ରସ ପୁରସ୍କାର ଭୁବନେଶ୍ୱର ରାଜ ଭବନରେ ପୁରସ୍କୃତ ହୋଇଥିବା ଡ. ଦୈତାରୀ
Read More...

ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନିର୍ବାଚନ ଆୟୋଗର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ବିଷୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ
Read More...

ନିଖିଳ ଓଡିଶା ଉପଭୋକ୍ତା ସୁରକ୍ଷା ମହାସଙ୍ଘ ପକ୍ଷରୁ ବିଶ୍ୱପଖାଳ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତୀୟ ଖାଦ୍ୟର ବିବିଧତାରେ, ଓଡ଼ିଶା ଏହାର ସମୃଦ୍ଧ ରାନ୍ଧଣା ଐତିହ୍ୟ ପାଇଁ ସ୍ୱତନ୍ତ୍ର । ଏହି ପୂର୍ବାଞ୍ଚଳ ରାଜ୍ୟ ଯେଉଁ ଅନେକ ସ୍ୱାଦିଷ୍ଟ ଖାଦ୍ୟ ପାଇଁ ଗର୍ବ କରେ, ସେଥିମଧ୍ୟରୁ "ପଖାଳ" ହେଉଛି ଏକ ଉଜ୍ଜ୍ୱଳ ତାରା । ଓଡ଼ିଆ ଅସ୍ମିତା ଓ ଓଡ଼ିଆ
Read More...

ଅଷ୍ଟ ପ୍ରହର ନାମଯଜ୍ଞ ସହ ଉଦ୍‌ଯାପିତ ହେଲା ବାବନ ମେଳା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କୁହୁରିଗୁମାଠାରେ ବାବନ ମେଳା ଉଦ୍‌ଯାପନ ଅବସରରେ ଭବ୍ୟ ଆୟୋଜନ ମଧ୍ୟରେ ଅଷ୍ଟ ପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ବାବନ ମେଳା ଓ ଅଷ୍ଟ ପ୍ରହର ନାମଯଜ୍ଞ ତିନିବର୍ଷ ପାଇଁ ସଂକଳ୍ପ ନିଆଯାଇଥିବା ବେଳେ ଚଳିତ ଦ୍ଵିତୀୟ ବର୍ଷ
Read More...