ଆଗଲପୁର ପଂଚାୟତ ସରପଂଚ ହେଲେ ନିଲମ୍ବିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ସରପଂଚ ନନ୍ଦିନ ମେହେର ଓଡିଶା ସରକାର ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପତ୍ର ସଂଖ୍ୟାରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସରପଂଚ ପଦବୀରୁ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ପିଇଓ ରାଜକିଶୋର ପୋଢଙ୍କ ସହ ମିଶି ସରକାରୀ
Read More...

ସରକାରୀ ଅର୍ଥ ହେର୍‌ଫେର୍‌ ଘଟଣାରେ ନିଲମ୍ବିତ ପିଇଓ ଭିଜିଲାନ୍ସ ଦ୍ୱାରା ଗିରଫ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପୋଡ଼ାପଦର ଓ ତଲନାଗି ପଞ୍ଚାୟତର ପୂର୍ବତନ ନିଲମ୍ବିତ ପିଇଓ ଦେବାନନ୍ଦ ସାଗରଙ୍କୁ ତିନିକୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି ।
Read More...

ଏକତ୍ର ରାଉରକେଲାର ସଦସ୍ୟ ସମାରୋହ ଓ ସ୍ୱତନ୍ତ୍ର ଅଧିବେଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ୨୫ଟି ନାଟ୍ୟ ଅନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ସଦସ୍ୟ ସମାରୋହ ଓ ସ୍ୱତନ୍ତ୍ର ଅଧିବେଶନ ସେକ୍ଟର ୭ସ୍ଥିତ ମଧୁମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ରର ସଭାପତି ରାଜୀବ ପାଣିଙ୍କ ସଭାପତିସ୍ୱ ଓ ବିଦାୟୀ ସାଧାରଣ ସମ୍ପାଦକ ସୁଦେଶ
Read More...

ଜୁଏଲ ଓରାମଙ୍କ ୬୫ ତମ ଜନ୍ମ ଦିବସରେ ଶୁଭେଛା ଓ ଅଭିନନ୍ଦନ ଜଣାଇଲେ ବିଜେପି କର୍ମୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ପ୍ରିୟ ନେତା ତଥା ସୁନ୍ଦରଗଡ ଜିଲ୍ଲା ମାଟିର ପୁଅ, ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଆଜି ୬୫ ତମ ଜନ୍ମ ଦିବସ । ଶ୍ରୀ ଓରାମ ଆଜି ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ବିଜେପିର ନେତୃ ମଣ୍ଡଳୀ
Read More...

ହରିରାଜପୁର ପଞ୍ଚୁଦୋଳ ମେଳଣ ମହୋତ୍ସଵରେ ରାଜ୍ୟସ୍ତରୀୟ କବିତା ଆସର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ହରିରାଜପୁର ପଞ୍ଚୁଦୋଳ ମେଳଣ ମହୋତ୍ସବ ପିତାପାଣିଆ ମଂଚରେ ପଶ୍ଚିମାଶମ୍ଭୁ ଯୁବ ସଂଗଠନ ଓ ଓଡିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ବିଶ୍ୱ କବିତା ଦିବସରେ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ଉତ୍ସବ ସହ ରାଜସ୍ତରୀୟ ଆଧ୍ୟାତ୍ମିକ କବିତା ଆସର ଶୁକ୍ରବାର
Read More...

ବେହେରାପାଲିରେ ବରିଷ୍ଠ ନାଗରିକମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କପାଇଁ ବେହରାପାଲି କମ୍ୟୁନିଟି ସେଣ୍ଟର ଠାରେ ଏକ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ଔଷଧ
Read More...

ନିଯୁକ୍ତି ମେଳାରେ ୨୯୭୬ ଜଣ ଯୁବକ ଯୁବତୀଙ୍କୁ : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା ଜିଲ୍ଲା ସଦର ମହକୁମାସ୍ଥ ଛତ୍ରପୁର ଷ୍ଟାଡିୟମ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାଟିକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଉଦଘାଟନ କରି ଚୟନ ହୋଇଥିବା କେତେକ ଯୁବକ
Read More...

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ୱକବିତା ଦିବସ ପାଳିତ

କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସ୍ତୁତିରେ ସମର୍ପିତ ହେଲା କାର୍ଯ୍ୟକ୍ରମ ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ସଂସଦର ନବନିର୍ବାଚିତ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ
Read More...

ଆଦର୍ଶ ପାଠାଗାର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ଅଧ୍ୟକ୍ଷତା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଜମଲାରେ ଶୋକ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ବିଶ୍ୱଜିତ ଟପ୍ନୋଙ୍କ ବିୟୋଗର ଦଶମ ଦିନ ତଥା ଦଶାହ କାର୍ଯ୍ୟ ଦିବସରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଅଧକ୍ଷ୍ୟତାରେ ଶୋକ ଦିବସ ପାଳିତ ହୋଇଯାଇଛି
Read More...