ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଭ୍ୟାନ୍
କରଞ୍ଜିଆ : ସ୍କୁଲ ଭ୍ୟାନ୍ ଓଲଟି ୨ ଶିଶୁ ଆହତ ଅଳ୍ପକେ ବର୍ତ୍ତିଲେ ୧୦ ଶିଶୁ । କେନ୍ଦୁଝରର କରଞ୍ଜିଆ ଥାନା ଭଅଁରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର କରଞ୍ଜିଆ ଥାନା ଭଅଁରା ଛକ ନିକଟରେ ସ୍କୁଲକୁ ପିଲାମାନଙ୍କୁ ଆଣୁଥିବା ସମୟରେ କରଞ୍ଜିଆର ଏକ ପବ୍ଲିକ ସ୍କୁଲର!-->…
Read More...
Read More...