ପର୍ଶୁରାମ ଜନ୍ମୋମହୋତ୍ସବ ପ୍ରସ୍ତୁତି ବୈଠକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ଟାଉନ ବାଳିକା ବିଦ୍ୟାଳୟ ପରିସରରେ ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ପର୍ଶୁରାମ ବାହିନୀ ତରଫରୁ ଭଗବାନ ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ସୁଧିର କୁମାର ନନ୍ଦଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା । ଶକ୍ତିବାହିନୀ ମୁଖ୍ୟା କସ୍ତୁରୀ ରଥ ମଂଚ!-->…
Read More...
Read More...