ଟିଟିଲାଗଡ଼ କିରାନା ଆସୋସିଏସନର ସଦସ୍ୟ ପୌରଅଧ୍ୟକ୍ଷା ଓ ନିର୍ବାହୀ ଯନ୍ତ୍ରୀଙ୍କୁ ମାଗିଲେ ସମୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ କାଲି ଟିଟିଲାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ଓ କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ପାଣି ପାଉଚ ବିକ୍ରି କରୁଥିବା ଦୋକାନୀ ତଥା ହୋଲସେଲର୍‌ଙ୍କ ଗୋଦାମରେ ଚଢାଉ କରି ଶହ ଶହ ବସ୍ତା ପାଣି ପାଉଚ ଜବତ କରି ଜୋରିମାନା ପକାଇଥିଲେ । ଏହାକୁ ନେଇ
Read More...

ଖୋର୍ଦ୍ଧା ହଳଦିପଦାରେ ନୂଆ ଶିଳ୍ପାଞ୍ଚଳ ଉଦ୍‌ଘାଟିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଶିଳ୍ପ ସମୁହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ସରକାର ଆସିବା ପରେ ଜାନୁଆରୀରେ ଉତ୍କର୍ଷ ଓଡ଼ିଶାରେ ନିବେଶକାରୀଙ୍କ ସହ ଶିଳ୍ପ ପାଇଁ ଏମ୍‌ଓୟୁ କରିଥିଲେ ରାଜ୍ୟ ସରକାର । ଆଉ ତିନି ମାସ ଭିତରେ ଶିଳ୍ପ ପ୍ରକଳ୍ପର ଗ୍ରାଉଣ୍ଡେଡ
Read More...

ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ : ଏକ୍ସରେ ପୋଷ୍ଟ କରି ସ୍ୱାଗତ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ରାତି ସାରା ଆଲୋଚନା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୪ ବିଲ୍ ଗୃହୀତ ହୋଇଛି । ଯାହାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ପୋଷ୍ଟ କରି ସ୍ୱାଗତ ଜଣାଇଛନ୍ତି ।
Read More...

ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସ୍ଥିତ ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆ ସଭାପତିତ୍ୱ କରିଥିଲେ ଏବଂ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର
Read More...

ମହୀପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ମହିପୁର ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ତୁଷୁରା ବାଳିକା ଉଚ୍ଚ
Read More...

ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ କଂଗ୍ରେସର ଆହ୍ୱାନ : ଏପ୍ରିଲ୍ ୧୫ରୁ ମଶାଲ ୨୧ରେ ଜିଲ୍ଲାପାଳ ଅଫିସ୍ ଘେରାଉ

ଭୁବନେଶ୍ୱର : ଆଗାମୀ ଦିନରେ ନିଆରା ପ୍ରତିବାଦ କରିବ କଂଗ୍ରେସ । ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଯଦି ସରକାର ଗୃହ କମିଟି ନକଲେ ଆଗାମୀ ଦିନରେ ଗାଁ ଗାଁ ବୁଲିବ କଂଗ୍ରେସ । ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ୱାନ ଦେଇଛନ୍ତି । ନାରୀ ସୁରକ୍ଷା ନେଇ ଗାଁ ଗାଁରେ
Read More...

ଯୁବକବି କୃଷ୍ଣେନ୍ଦୁ ହୋତାଙ୍କୁ “ବ୍ରଜବଲ୍ଲଭ ସ୍ମୃତି ସମ୍ମାନ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "କଳାଶ୍ରୀ ଆର୍ଟ ଏକାଡେମୀ" ଆନୁକୁଲ୍ୟରେ, ପ୍ରତିବର୍ଷ ଭଳି ଅଷ୍ଟାଦଶ ସର୍ବ ଭାରତୀୟ ଯୋଗିନୀ ମହୋତ୍ସବ "ଝରିଏଲ୍" ୨୦୨୫ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ, କଳା ସଂସ୍କୃତି ଓ ସାହିତ୍ୟ ତଥା ସେବା ତଥା
Read More...

ପ୍ରଗତିର ୧୧ତମ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବରସୁଆଁର ପ୍ରଗତି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ୧୧ତମ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରାଙ୍କ ସଭାପତିତ୍ୱ ରେସାଧାରଣ ସମ୍ପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ଵ ଓ ଅନୁଷ୍ଠାନର
Read More...

ବିକଶିତ ଭାରତ ଯୁବ ସଂସଦ ୨୦୨୫ର ଉଦଘାଟନ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

"ଗଣତନ୍ତ୍ର ଯୁକ୍ତି ନୁହେଁ, ଗଠନମୂଳକ ଆଲୋଚନାରେ ସଫଳ ହୁଏ" - ଡକ୍ଟର ମାଣ୍ଡଭିୟରାଷ୍ଟ୍ର ପ୍ରଥମ ମାନସିକତା ଗ୍ରହଣ କରି, ଭାରତର ଭବିଷ୍ୟତ ଗଠନ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା ଦେଲେ ଡକ୍ଟର ମାଣ୍ଡଭିୟବିକଶିତ ଭାରତ ଯୁବ ସଂସଦ ହେଉଛି ଏକ ପ୍ଲାଟଫର୍ମ ଯାହା ଭବିଷ୍ୟତର ଯୁବ ନେତାମାନଙ୍କୁ
Read More...

ବିଦ୍ୟାଷ୍ଟଡ଼ି ପଏଣ୍ଟରେ ଓଡ଼ିଆ ଅସ୍ମିତାର ମହାପର୍ବ ଉତ୍କଳ ଦିବସ ପାଳିତ

ସାରନଗରୀ, (ସସ୍ମିତା ପ୍ରଧାନ) : ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଏଣ୍ଟ ଆନୂକୁଲ୍ୟରେ ଉତ୍କଳ ଦିବସ ପାଳନ କରାଯାଇଥଲ । ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ଼ାକ୍ତର ଅକ୍ଷୟ ସାମଲ ଯୋଗଦେଇଥିଲେ ।
Read More...