ମଧୁବନ ସ୍ଥିତ ଭୈରବୀ ମନ୍ଦିର ପ୍ରାଙ୍ଗଣରେ “ଆନ୍ଦୋଳନ”ର ପ୍ରଥମ ପୋଷ୍ଟର ରିଲିଜ

ମୟୁରଭଞ୍ଜ, (ଦେବସ୍ମତି ଚୌଧୁରୀ) : ଦୀର୍ଘ ୨୭ ବର୍ଷରୁ ଉର୍ଦ୍ଦ ସମୟ ଧରି ମୟୁରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଅହରହ ସଂଗ୍ରାମ ଜାରିରଖି ଆସୁଥିବା ଅଣ ରାଜନୀତି ଯୁବ ଛାତ୍ର ସଂଗଠନ ଭଞ୍ଜସେନା ବିଭିନ୍ନ ଉପାୟରେ ତାର ପ୍ରଚେଷ୍ଟା ଜାରି ରଖିଥିବା ସହିତ ଆଗାମୀ ଦିନରେ କିଭଲି ଭାବେ ଆମ ଜିଲ୍ଲା
Read More...

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ପ୍ରେସ୍ ବିବୃତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ମହାମହିମ ରାଷ୍ଟ୍ରପତି ଦିଶାନାୟକ ଜୀ,ଉଭୟ ଦେଶର ପ୍ରତିନିଧି,ଗଣମାଧ୍ୟମର ବନ୍ଧୁମାନେ,ନମସ୍କାରଆୟୁବୋୱାନୱନକ୍କମଆଜି ରାଷ୍ଟ୍ରପତି ଦିଶାନାୟକଙ୍କ ଦ୍ୱାରା 'ଶ୍ରୀଲଙ୍କା ମିତ୍ର ବିଭୂଷଣ' ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଏହି ପୁରସ୍କାର କେବଳ ମୋତେ
Read More...

ପ୍ରଧାନମନ୍ତ୍ରୀଙ୍କୁ ‘ଶ୍ରୀଲଙ୍କା ମିତ୍ର ବିଭୂଷଣ’ ସମ୍ମାନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ରାଷ୍ଟ୍ରପତି ଦିଶାନାୟକେ 'ଶ୍ରୀଲଙ୍କା ମିତ୍ର ବିଭୂଷଣ' ସମ୍ମାନରେ ସମ୍ମାନିତ କରିଛନ୍ତି । କୃତଜ୍ଞତା ଜ୍ଞାପନ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଭାରତ ଏବଂ ଶ୍ରୀଲଙ୍କାର ଜନସାଧାରଣଙ୍କ ମଧ୍ୟରେ ଗଭୀର ବନ୍ଧୁତା ଏବଂ
Read More...

ବୀର ସହିଦ୍ ରଘୁନାଥ ମାହାତୋଙ୍କର ୨୪୭ ତମ ସହିଦ୍ ଦିବସ ପାଳନ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଜିଲ୍ଲାର ବଡ଼ସାହି ବ୍ଲକ ଅନ୍ତର୍ଗତ ଟିକରବାଟି ଗ୍ରାମ ଠାରେ ମହିଳା କୁଡୁମୀ ସେନା ଓ କୁଡୁମୀ ଛାତ୍ର ସେନାର ମିଳିତ ଉଦ୍ୟମରେ ଲୋକନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ଜନସଭାର ଆୟାଜନ କରାଯାଇଥିଲା । ଏହି ସଭାରେ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନି
Read More...

ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁରି

• ରାଜ୍ୟ ପାଇଁ ୬୯ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କଲା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ୍‌ ଜନମନ) ଅଧୀନରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓଡ଼ିଶାର ୨୬ଟି ସଡ଼କ ଏବଂ ଦୁଇଟି ସେତୁ
Read More...

ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ସଂପର୍କରେ କେତେକ ସାଧାରଣ ଭ୍ରାନ୍ତଧାରଣା ଓ ସେଗୁଡ଼ିକର ସତ୍ୟତା

ସଂସଦର ବଜେଟ ଅଧିବେଶନରେ ଗୃହୀତ ହୋଇଥିବା ୱାକଫ (ସଂଶୋଧନ) ବିଲ୍ ୨୦୨୫କୁ ନେଇ ସାଧାରଣରେ ଥିବା କେତେକ ଭୁଲ ଧାରଣା ଓ ସେଗୁଡ଼ିକର ସତ୍ୟତା ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଛି । ଭ୍ରାନ୍ତଧାରଣା ୧ : କ’ଣ ୱାକଫ ସମ୍ପତ୍ତି ଫେରାଇ ନିଆଯିବ ?ସତ୍ୟ : ୱାକଫ୍ ଆଇନ, ୧୯୯୫ ଆରମ୍ଭ ହେବା
Read More...

ଟିଟିଲାଗଡ଼ ପୋଲିସ ପକ୍ଷରୁ ବେଆଇନ ମଦ ବିକ୍ରି କରୁଥିବା ଦୁଇ ଜଣଙ୍କୁ ଗିରଫ କରି କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଦ ମୁକ୍ତ ସହର ପାଇଁ ପୋଲିସର ବଡ଼ ନିଷ୍ପତି । ସୂଚନା ଯୋଗ୍ୟ ଯେ, ଦିନକୁ ଦିନ ସହର ତଥା ଆଖପାଖ ଅଞ୍ଚଳରେ ବେଆଇନ ମଦ ବିକ୍ରି ବୃଦ୍ଧି ପାଉଥିବା ବେଳେ ଏନେଇ ଟିଟିଲାଗଡ଼ ପୋଲିସ ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ବିଶ୍ଵସ୍ଥ ସୂତ୍ରରୁ
Read More...

ରୋଜଗାର ପାଇଁ ଯାଇ ହାତ ହରାଇଥିବା ରୀନାକୁ ଭେଟିଲା ବରଗଡ଼ ମହିଳା ସମିତି

ବରଗଡ଼, (ନିରୋଜ କୁମାର ପାଣୀ) : ରୋଜଗାର ପାଇଁ ମଧ୍ୟପ୍ରଦେଶ ଯାଇ ହାତ ହରାଇ ଫେରିଥିବା ରୀନା ମହାନନ୍ଦଙ୍କୁ ତାଙ୍କ ବିଜେପୁର ନିକଟସ୍ଥ ଗ୍ରାମକୁ ଯାଇ ବରଗଡ଼ ମହିଳା ସମିତିର ଏକ ପ୍ରତିନିଧି ଦଳ ଭେଟି ତାଙ୍କ ଏ ଦୁର୍ଦ୍ଦଶା ଏବଂ ସ୍ଥିତିବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ସମିତି ପକ୍ଷରୁ
Read More...

୪ ଦିନିଆ ଶିକ୍ଷା ସଚେତନତା ରଥ ସଫଳତା ସହ ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସମୟରେ ଶିକ୍ଷା ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଶିକ୍ଷାପାଇଁ ଜନସଚେତନତା ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପାଇକମାଲରୁ ୨
Read More...

ପିଏମ୍‌ଶ୍ରୀ ବୁରୋମାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ପିଏମ୍‌ଶ୍ରୀ ବୁରୋମାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଧୂମଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଭୁଦତ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବରେ କଣ୍ଟାବାଞ୍ଜି ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ କୁମାର
Read More...