ଫାଇଲେରିଆ ନିରାକରଣ ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

"ଷ୍ଟପ ଡାଇରିଆ ଅଭିଯାନ" ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାରେ ଫାଇଲେରିଆ ନିରାକରଣ ନିମନ୍ତେ ଆସନ୍ତା ଅଗଷ୍ଟ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଓଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାପାଳ ମନୋଜ ମହାଜନଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦଭାବନା…
Read More...

ମାରୱାଡି ଯୁବ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ ) : ରକ୍ତଦାନ ମହତ ଦାନ ବୋଲି କୁହାଯାଏ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନଗରରେ ମାରୱାଡି ଯୁବ ମଞ୍ଚ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେସିଙ୍ଗା ପୋଲିସ ଷ୍ଟେସନ ପାଖରେ ଥିବା ଅଗ୍ରସେନ ଭବନଠାରେ ଆଜି ସକାଳ ୧୦ଟା…
Read More...

ସିଙ୍ଗପୁର ଗ୍ରାମ ପଞ୍ଚାୟତରେ ବିକାଶ ବାହନ

ମ.ରାମପୁର, (ପି. କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଙ୍ଗପୁର ଗ୍ରାମ ପଞ୍ଚାୟତଠାରେ "ବର୍ଷ ଏକ ଉପଲବ୍ଧି ଅନେକ" ତଥା ବିକାଶ ବାହନକୁ ମହିଳାମାନେ ସ୍ୱାଗତ କରିଥିଲେ । ସରପଞ୍ଚ ଉଛବ ପଧାନଙ୍କ ସଭାପତିତ୍ୱ କରିଥିବା ବେଲେ ବ୍ଲକ ସମ୍ପ୍ରସାରଣ ଅଧିକାରୀ, ଶ୍ୟାମ ସୁନ୍ଦର ନାୟକ,…
Read More...

ମୋହନଗିରି ଗ୍ରାମ ପଞ୍ଚାୟତରେ ବିକାଶ ବାହନ

ମ.ରାମପୁର (ପି. କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରି ଗ୍ରାମ ପଞ୍ଚାୟତଠାରେ ସୋମବାର "ବର୍ଷ ଏକ ଉପଲବ୍ଧି ଅନେକ" ତଥା ବିକାଶ ବାହନକୁ ମହିଳାମାନେ ସ୍ୱାଗତ କରିଥିଲେ । ସରପଞ୍ଚ ସୁରେନ୍ଦ୍ର ଧରୁଆଙ୍କ ସଭାପତିତ୍ୱ କରିଥିବା ବେଲେ ବ୍ଲକ ସମ୍ପ୍ରସାରଣ ଅଧିକାରୀ,…
Read More...

ଆର ପାରିରେ ପୂର୍ବତନ ଶିକ୍ଷକ ରବୀନ୍ଦ୍ର ସାହୁଙ୍କ ପତ୍ନୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ଅନ୍ତର୍ଗତ ସତଲମା ଗ୍ରାମର ପୂର୍ବତନ ଶିକ୍ଷକ ରବୀନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ଅସର୍ପି ସାହୁଙ୍କ ଗତ ଶୁକ୍ରବାର ବରପାଲି ସରକାରୀ ଡାକ୍ତରଖାନାରେ ଚିକିତ୍ସିତି ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ ବର୍ଷ ବୟସ…
Read More...

ମୋବାଇଲ ଦୋକାନରୁ ଚୋରୀ ଘଟଣାରେ ଲୁଟେରାଙ୍କୁ ବାନ୍ଧିଲା ପୋଲିସ : ୧୩ ମୋବାଇଲ ଜବତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ଦ୍ୱାରା ଜଣେ ମୋବାଇଲ ଲୁଟେରା ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ହେଲେ ଉକ୍ତ ଥାନା ପ୍ଳିହେରୀର ସୂର୍ଯ୍ୟ ପ୍ରଧାନ (୧୯) ବୋଲି ଡିଏସପି ତଥା ଦାରିଙ୍ଗବାଡି ଥାନା…
Read More...

ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ : ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ…
Read More...

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାରିପଦାଠାରେ ଜିଲ୍ଲା ସ୍ତରୀୟ ଉତ୍ସବର ଦ୍ୱତୀୟ ଦିବସ କାର୍ଯ୍ୟକ୍ରମ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିକାଶ ମେଳା-୨୦୨୫ ଉପଲକ୍ଷେ ଆଜି ଜିଲ୍ଲାସ୍ତରୀୟ ଉତ୍ସବର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଏହି ବର୍ଷ ପୂର୍ତ୍ତି ପାଳନ କ୍ରମରେ ବାରିପଦାସ୍ଥିତ କଲେଜ ପଡିଆଠାରେ ଜିଲ୍ଲାପାଳ…
Read More...

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗିରଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ :…

ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ରଖିଛୁ , ଚାଷୀ ଭାଇ ଭଉଣୀ ସେମାନଙ୍କ କଠୋର ପରିଶ୍ରମର ମୂଲ୍ୟ ଓ ସମ୍ମାନ ପାଇଛନ୍ତିକୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୧ ବର୍ଷ…
Read More...

ପ୍ରକଳ୍ପ ସ୍ତରୀୟ ଅଦ୍ଵିକା କିଶୋରୀ ସୁଭଦ୍ରା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରଜପର୍ବ ସହ ସମନ୍ୱୟରେ ଯୁବ ପିଢ଼ି, ପରିଚୟ ଓ ସଶକ୍ତିକରଣ ଉତ୍ସବ ଅବସରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୋଳି ରାଉତଙ୍କ ନେତୃତ୍ୱରେ ବ୍ଲକ ମିଶନ ଶକ୍ତି ଭବନ ସମ୍ମୁଖରେ ପ୍ରକଳ୍ପ ସ୍ତରୀୟ ଅଦ୍ଵିକା କିଶୋରୀ ସୁଭଦ୍ରା ଦିବସ ପାଳିତ ହୋଇଯାଇଛି । ଏହି…
Read More...