ଗୋପାଳପୁର ବନ୍ଦର କମ୍ପାନୀରେ ମାଲ୍ ପରିବହନ କ୍ଷେତ୍ରରେ ନିୟୋଜିତ କରିବାକୁ ଆଞ୍ଚଳିକ ଟ୍ରକ ମାଲିକ ସଂଘର ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ପୋର୍ଟ କାର୍ଯ୍ୟରେ ନିୟୋଜିତ କରିବା ଦିଗରେ ମାଲ୍ ପରିବହନ ଅବା ଆମଦାନୀ ଓ ରତ୍ପାନୀ କ୍ଷେତ୍ରରେ ନିୟୋଜିତ କରିବା ନିମନ୍ତେ ଛତ୍ରପୁର ଅଞ୍ଚଳର ତିନୋଟି ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରଶାସନଠାରେ ଦାବୀ ଉଠାଇଛନ୍ତି । ଏନେଇ ଛତ୍ରପୁର ସ୍ଥିତ…
Read More...

ସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା : ମୋଦୀ ସରକାରଙ୍କ ଗ୍ୟାରେଣ୍ଟି

ନୂଆଦିଲ୍ଲୀ, (ପିଆଇବି) : ୨୦୧୪ରୁ ୨୦୨୫ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚକ୍ଷଣ ନେତୃତ୍ୱରେ ଭାରତର ସ୍ୱାସ୍ଥ୍ୟସେବା ରୂପାନ୍ତରିତ ହୋଇଛି । ଜନ କୈନ୍ଦ୍ରିକ ଦୃଷ୍ଟିକୋଣ ମାଧ୍ୟମରେ, ସରକାର ସମସ୍ତ ନାଗରିକ, ବିଶେଷକରି ଅବହେଳିତ ଏବଂ ଗ୍ରାମୀଣ ଜନସଂଖ୍ୟାଙ୍କ ପାଇଁ…
Read More...

ମାନେସରସ୍ଥିତ ମାରୁତି ସୁଜୁକୀ ଇଣ୍ଡିଆ ଲିଃ ଠାରେ ଦେଶର ବୃହତ୍ତମ ଅଟୋମୋବାଇଲ ଗତିଶକ୍ତି ମଲଟି-ମୋଡାଲ କାର୍ଗୋ ଟର୍ମିନାଲ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ହରିୟାଣାର ମାନେସରଠାରେ ଥିବା ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡଠାରେ ଦେଶରେ ବୃହତ୍ତମ ଅଟୋମୋବାଇଲ ଗତି ଶକ୍ତି ମଲଟି-ମୋଡାଲ କାର୍ଗୋ ଟର୍ମିନାଲର…
Read More...

ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆନ୍ତଃ ଜିଲ୍ଲା ସିନିୟର ଉଭୟ ପୁରୁଷ ଓ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାର ଉଭୟ ପୁରୁଷ…
Read More...

ସ୍ତ୍ରୀର ଟାଙ୍ଗିଆ ମାଡରେ ସ୍ୱାମୀର ମୃତ୍ୟୁ : ପୁଲିସର ଛାନବିନ ଆରମ୍ଭ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଂଚଳରେ ସୋମବାର ଜଣେ ସ୍ତ୍ରୀ ଏକ ଟାଙ୍ଗିଆରେ ନିଜ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ମଙ୍ଗଳବାର ଗୁରୁତର ସ୍ୱାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ, ଝାମ୍ପି ଗ୍ରାମର…
Read More...

ଯୋଗର କାଳଜୟୀ ଯାତ୍ରା

ନୂଆଦିଲ୍ଲୀ, (ପିଆଇବି) : ଭାରତ ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଯାଉଛି । ୨୦୨୫ର ବିଷୟବସ୍ତୁ "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ " ଏକତା ଏବଂ କଲ୍ୟାଣର ବାର୍ତ୍ତା ପ୍ରଦାନ କରେ । ଲଦାଖରୁ କେରଳ ପର୍ଯ୍ୟନ୍ତ, ଲୋକମାନେ ଯୋଗର ଭାବନାରେ ଏକାଠି ହେଉଛନ୍ତି । ଆଜି,…
Read More...

‘ଯୋଗ ବନ୍ଧନ’ରେ ଅର୍ନ୍ତଜାତୀୟ ଯୋଗ ଆମ୍ବାସଡରମାନେ ସେମାନଙ୍କର ଯୋଗ ଜୀବନର ଯାତ୍ରାକୁ ସେୟାର କରିଛନ୍ତି

ଆଇଡିୱାଇ ୨୦୨୫ ପୂର୍ବରୁ ଭାରତର ଯୋଗ କୂଟନୀତି ପ୍ରଦର୍ଶନ ସାରା ବିଶ୍ୱରେ ଯୋଗ ମାନ୍ୟତା ପାଇଛି : ଆୟୁଷ ସଚିବଆପଣମାନେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ସ୍ୱର : ଡିଜି, ଆଇସିସିଆର ଭୁବନେଶ୍ୱର, (ପିଆଇବି) : ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ ସମାରୋହର ଏକ ଅଂଶ ଭାବରେ, ଆୟୁଷ…
Read More...

ଭୁବନେଶ୍ୱର ରେଳ ଷ୍ଟେସନରେ ନୂତନ ନିର୍ମିତ ଭୂମିସ୍ତରୀୟ ପ୍ରସ୍ଥାନ କନକୋର୍ସକୁ ଟିକେଟ କାଉଣ୍ଟର ସ୍ଥାନାନ୍ତର

ଭୁବନେଶ୍ୱର, (ପିଆଇବି) : ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଭୁବନେଶ୍ୱର ରେଳ ଷ୍ଟେସନର ଚାଲୁରହିଥିବା ପୁନର୍ବିକାଶ କାର୍ଯ୍ୟର ଏକ ଅଂଶ ଭାବରେ, ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ଉନ୍ନୀତ କରିବା ଲକ୍ଷ୍ୟରେ ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ…
Read More...

ଫୁଲବାଣୀରେ ରଥ ଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବୈଠକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସଦର ମହକୁମ୍ମା ଫୁଲବାଣୀଠାରେ ଚଳିତ ବର୍ଷ ରଥ ଯାତ୍ରା ଓ ବାହୁଡା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲ୍ଲାପାଳ ଅମ୍ରିତ‍ ଋତୁରାଜ‍ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,…
Read More...

ରାସ୍ତା ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବରଗଡ, (ମୁନ୍ନା ସାହୁ) : ଗଙ୍ଗାଧର ଜଳ ପ୍ରକଳ୍ପରେ ପାଣି ପାଉ ନାହାନ୍ତି ଚିତାଖାଇ ଗ୍ରାମର ଚାଷୀ । କୋଟି କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ପ୍ରକଳ୍ପରେ ସୁବିଧା ପାଉ ନାହାନ୍ତି ଚାଷୀ । ଏନେଇ ଏକଜ୍ୟୁକେଟିବ ଇଞ୍ଜିନିଅରଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଚାଷୀ ଏହାର ସମାଧାନ ସହ ସମସ୍ତ…
Read More...