ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନୀର ବ୍ୟବସାୟ କେନ୍ଦ୍ର ବରଗାଁଠାରେ ଉଦ୍‌ଘାଟିତ

ଛୋଟ ଚାଷୀଙ୍କୁ ମିଳିବ ବଡ଼ ବଜାର, ୧.୫ କୋଟି ଟର୍ଣ୍ଣଓଭର ଲକ୍ଷ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାର ଏବଂ ନାବାର୍ଡ ପ୍ରୋତ୍ସାହିତ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ଘସିଏନଦେବୀ କୃଷକ ଉତ୍ପାଦକ କମ୍ପାନୀ ଲିଃ, ପ୍ରଥମ ବ୍ୟବସାୟିକ ଆଉଟଲେଟ୍‌ ଆଜି ଉଦ୍‌ଘାଟନ
Read More...

ସମ୍ବଲପୁର କୃଷି ଭବନର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

• ‘କୃଷି ଭବନ’ କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ - ଧର୍ମେନ୍ଦ୍ର ପ୍ରଧାନ• ଡବଲ ଇଞ୍ଜିନ ସରକାର ଲମ୍ବା ସମୟ ଧରି ଥିବା ଓଡ଼ିଶାର ମୌଳିକ ଆବଶ୍ୟକତାକୁ ପୂରଣ କରୁଛନ୍ତି• ଓଡ଼ିଶାର ଗରିବ, ଚାଷୀ, ମହିଳା, ଯୁବକଙ୍କ କଲ୍ୟାଣ ଏବଂ ଶିଶୁଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରିବା ଦିଗରେ ଡବଲ ଇଞ୍ଜିନ
Read More...

ବୈଦିକ ନୀତିରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବରପାଲିର ମହାନ ପୌରାଣିକ ୧୪୮ତମ ଶୀତଳଷଷ୍ଠୀର ଦେବଦମ୍ପତିଙ୍କ ବିବାହ ବୈଦିକ ରୀତିରେ ସମ୍ପନ୍ନ ହୋଇଯାଇଛି । ଆଜି ହିମାଦ୍ରି ନଗରରେ ବାବା କପିଳେଶ୍ୱର ମାତା ପାର୍ବତୀଙ୍କ ସହ ଦର୍ଶନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଭକ୍ତ ଯୋଗଦାନ
Read More...

ପାଣି ପାଇଁ ନଦୀ ଭରସା : ହର୍‌ ଘର୍‌ ଜଲ୍‌ ହର୍‌ ଘର୍‌ ନଲ୍‌ ଯୋଜନା ଫେଲ୍‌

ସଇଁତଲା, (ଖୁସିରାନୀ ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସୁଧୁରି ପାରୁନାହିଁ ପାଣି ସମସ୍ୟା । ୨୪ ବର୍ଷର ବିଜେଡ଼ି ସରକାରଙ୍କ ବସୁଧା ଯୋଜନା ଫେଲ୍‌ ମାରି ଥିବା ବେଳେ ବର୍ତ୍ତମାନର ବିଜେପି ସରକାରଙ୍କ ହର୍‌ ଘର୍‌ ଜଲ୍‌ ହର୍‌ ଘର୍‌ ନଲ୍‌ ଯୋଜନା ମଧ୍ୟ ଫେଲ ମାରିଛି । ବର୍ଷ ବର୍ଷ
Read More...

ମଠଖାଇ ନିକଟରେ ବାଇକ୍ ଦୁର୍ଘଟଣା ୨ ଗୁରୁତର : ଭୀମ ଭୋଇ ମେଡ଼ିକାଲ୍‌ରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ମଠଖାଇ ନିକଟରେ ବାଇକ୍ ଦୁର୍ଘଟଣା । ୨ ଗୁରୁତର । ଦ୍ରୁତଗତିରେ ବାଇକ୍ ଚାଳନା କରୁଥିବାବେଳେ ଏକ ଗଛକୁ ଧକ୍କା ମାରି ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ବଲାଙ୍ଗିର ପେଲେସ ଲାଇନର ସାଇରାମ ପାଣିଗ୍ରାହୀ ଓ ରୋହନ ପୁରୋହିତ
Read More...

ରାଜ୍ୟସ୍ତରୀୟ ବିଶ୍ୱ ଦୁଗ୍ଧ ଦିବସ -୨୦୨୫ ପାଳିତ

ରାଜ୍ୟର ସଫଳ ଗୋପାଳକ ମାନଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ
Read More...

ରେଞ୍ଜରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା : ପତ୍ନୀ ଓ ପୁଅ ଗିରଫ

ନୟାଗଡ଼ : ପଞ୍ଚରିଡ଼ା ରେଞର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନିଜ ବାସଭବନରୁ ମିଳିବା ଘଟଣା । ଶିଶିରଙ୍କ ପତ୍ନୀ ନମିତା ଏବଂ ପୁଅ ଅଭିଷେକକୁ ଗିରଫ କଲା ଟାଉନଥାନା ପୋଲିସ । ଶନିବାର ବିଳମ୍ବିତ ରାତିରେ ଶିଶରଙ୍କ ପତ୍ନୀ ନମିତା ଓ ପୁଅ ଅଭିଷେକ ଶିଶରଙ୍କୁ ଜିଅନ୍ତା ଜାଳି ଦେଇଥିବା
Read More...

ବର୍ଷକ ତଳେ ସୁବୁଦ୍ଧିପୁର ମିଳିଥିଲା ହାଉସିଂ ପ୍ରକଳ୍ପ ଘର : ଭାଙ୍ଗିଗଲାଣି ଝରକା କବାଟ

ଭୁବନେଶ୍ୱର : ବସ୍ତିରେ ଦିନ କଟୁଥିଲା । ବର୍ଷା ହେଲେ ବି ପାଲ ପକାଇ ରହୁଥିଲୁ । ସରକାର ନୂଆ ଆବାସର ସ୍ୱପ୍ନ ଦେଖାଇଲେ । ଚକାଚକ କୋଠାକୁ ଆସି ଭାବିଥିଲୁ ଜୀବନଟା ଭଲରେ କଟିବ । ଏଠି ବି ସମାନ ଅବସ୍ଥା । ବର୍ଷା ହେଲେ କୋଠାରୁ ପାଣି ଝରୁଛି । ବସ୍ତିରୁ ଆସି ଆମେ ଫସିଗଲୁ । ଏହା ହେଉଛି
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ଜଣକ ଅକାଳ ବିୟୋଗ

ନୂଆଦିଲ୍ଲୀ : ପୋଲ ଉପରୁ ପିକଅପ ଖସି ୫ ଜଣକ ମୃତ୍ୟୁ । ରବିବାର ହିମାଚଳ ପ୍ରଦେଶର ମଣ୍ଡିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପଞ୍ଜାବର ଲୁଧିଆନାରୁ ମଣ୍ଡିରେ ଆଇଆଇଟି କମାନ୍ଦ ଯାଉଥିଲା । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ
Read More...

ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅନ୍ତର୍ଗତ ଭେଙ୍ଗରାଜପୁର ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ ସୁରେନ୍ଦ୍ର ସାହୁଙ୍କ ଅବସର ସଭା ପାଇକମାଲ ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଅତିରିକ୍ତ ତହସିଲଦାର ପ୍ରତାପ ଚନ୍ଦ୍ର ପୂଝାରୀ, ବଡ଼
Read More...