ବିଜାଘାଟିରେ ବସ୍ ଦୁର୍ଘଟଣା : ୧୬ ଯାତ୍ରୀ ଆହତ
ମାଲକାନଗିରି : ମାଲକାନଗିରି ବିଜାଘାଟିରେ ଦୁର୍ଘଟଣା । ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା!-->…
Read More...
Read More...