ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୋଗ : ୪ ଅଟକ
କଳାହାଣ୍ଡି : ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ଗୁରୁବାର ବିଳମ୍ଵିତ ରାତିରେ କଳାହାଣ୍ଡି ଭବାନୀପାଟଣା ସହର ବସଷ୍ଟାଣ୍ଡ ନିକଟ ଘୋଡ଼ାଘାଟ ଛକରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦେବାନସାଏ ପଡାର ୪ଜଣ ଯୁବକଙ୍କୁ ଅଟକ ରଖି!-->…
Read More...
Read More...