ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ୍ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳୀୟ କୃଷି ସଂସ୍କୃତିର ଏକ ଅନନ୍ୟ ନିଦର୍ଶନ ହେଉଛି ମହାନ ଗଣପର୍ବ ରଜ ମହୋତ୍ସବ । ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ ସାର୍ବଜନୀନ ସ୍ତରରେ ସେକ୍ଟର ଦୁଇ ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ପାଳିତ ହୋଇଯାଇଛି । ମୁଖ୍ୟ!-->…
Read More...
Read More...