ବନ ବିଭାଗ ଦ୍ଵାରା ଜଙ୍ଗଲି କୁଟୁରା ଉଦ୍ଧାର
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରା ବନ ବିଭାଗ ଉଦ୍ଧାର କରିଛି । କୁଟୁରାଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ କୁଟୁରାକୁ ଯତ୍ନ ନେଉଛନ୍ତି!-->…
Read More...
Read More...