ଟ୍ରକ୍ ପଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍ : ୩ ଗୁରୁତର ୧୦ରୁ ଅଧିକ ଆହତ

ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍ । ୩ ଗୁରୁତର ୧୦ରୁ ଅଧିକ ଆହତ । ଢେଙ୍କାନାଳ ସଦର ଥାନା ଗଦାଶିଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ହୀରାକୁଦରୁ
Read More...

କେସିଙ୍ଗା ସହର କାଳୀ ମନ୍ଦିର ରଥଯାତ୍ରା ସମ୍ପନ୍ନ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର କାଳି ମନ୍ଦିରର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ରଥଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ନିତିକାନ୍ତି ଅନୁଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରି ଭଗବାନଙ୍କୁ ଧାଡ଼ି ପହଣ୍ଡି କରି ରଥାରୂଢ଼
Read More...

ଅଚ୍ୟୁତପୁର ଗାଁରେ ଅଘଟଣ : ବିଦ୍ୟୁତ୍ ଆଘାତରେ ନାବାଳକଙ୍କ ମୃତ୍ୟୁ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ଜଣେ ନାବାଳକଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି । ମୃତକ ହେଲେ ଅଭୟପୁର ପଞ୍ଚାୟତ ଅଚ୍ୟୁତପୁର ଗ୍ରାମର ପ୍ରଭାସ କୁମାର ସାହୁଙ୍କ ପୁଅ ଓମ୍‌ ପ୍ରକାଶ ସାହୁ (୧୭ ବର୍ଷ) । ସୂଚନା ମୁତାବକ, ଶନିବାର ସକାଳେ କୌଣସି
Read More...

ପୂର୍ବ ଏବଂ ପଶ୍ଚିମ ଭାଗରେ ପୁଣି ଯୋଡ଼ା ଲଘୁଚାପ

ଭୁବନେଶ୍ୱର : ପୂର୍ବ ଏବଂ ପଶ୍ଚିମ ଭାଗରେ ପୁଣି ଯୋଡ଼ା ଲଘୁଚାପ ସମ୍ଭାବନା ଏହି ସୂଚନା ଟ୍ୱିଟ ମାଧ୍ୟମରେ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଉମା ଶଙ୍କର ଦାସ । ଆରବ ସାଗର ଓ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
Read More...

ଜରୁରୀକାଳୀନ ପରବର୍ତ୍ତୀ ସ୍ଥିତି ପ୍ରତିଋପ ଯୁବ ସଂସଦ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୫୦ ବର୍ଷ ତଳର ଜରୁରୀ କାଳୀନ ପରିସ୍ଥିତିର ପରବର୍ତ୍ତୀ କାଳୀନ ସଂସଦର ଆଲୋଚନାଚକ୍ରର ପ୍ରତିଋପ ଯୁବ ସଂସଦ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଅଙ୍କୁଶ ବର୍ମାଙ୍କ ଆବାହକତ୍ଵରେ ଆୟୋଜିତ ଏହି ପ୍ରତିଋପ କର୍ମଶାଳାରେ ଇପ୍ସିତା
Read More...

ହୃଦୟ ବିଦାରକ ଘଟଣା ; ଏକା ସାଙ୍ଗରେ ଜଳିଲା ୩ ଭାଇଙ୍କ ଜୁଇ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡ଼ା ସାହିର ୩ ସଂପର୍କୀୟ ଭାଇଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ସାଗର ଜୈନ, ଅଙ୍କୁର ଜୈନ ଓ କ୍ରିସ୍ ଜୈନ । ଏକା ସହିତ ୩ଟି ଜୁଇରେ ଜଳିଲା ୩ ଭାଇଙ୍କ ଚିତା । ଶୋକାକୁଳ ପରିବେଶରେ ସରିଲା ଶବଦାହ କାର୍ଯ୍ୟ ।
Read More...

କେସିଙ୍ଗା ରେଳ ଷ୍ଟେସନରେ ଅଘଟଣ : ଅଳ୍ପକେ ବର୍ତିଲେ ଯାତ୍ରୀ

ଅମହଦାବାଦ୍ - ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ବଗିରେ ଲାଗିଲା ନିଆଁ କେସିଙ୍ଗା, (ପ୍ରୀତେଶ ପଟେଲ) : ରେଳ ଷ୍ଟେସନରେ ଅଘଟଣ । ଅମହଦାବାଦ୍ - ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ବଗିରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଯାତ୍ରୀ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଏଭଳି ଏକ ବଡ଼
Read More...

ସମ୍ବଲପୁରରେ ବିଶାଳ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ : ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : ଶନିବାର ସମ୍ବଲପୁର ପୋତାପାଲି ଠାରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଅଧୀନରେ ଆୟୋଜିତ ବନ ମହୋତ୍ସବ ତଥା ବିଶାଳ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ
Read More...

ଅଧା ରହିଲା ଜଗା ଦର୍ଶନ : ‘ଆମ ବସ‘ ଧକ୍କାରେ ୩ ଯୁବତୀ ମୃତ

ଭୁବନେଶ୍ୱର : ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ‘ଆମ ବସ ’ ଧକ୍କାରେ ୩ ଯୁବତୀ ମୃତ । ୩ ଯୁବତୀ ସମ୍ପର୍କୀୟ ଭଉଣୀ । ୩ ଜଣ ଯୁବତୀ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଜଗା ଦର୍ଶନରେ ଯାଉଥିଲେ । ଏହି ସମୟରେ ପିପିଲି ଓଭରବ୍ରିଜ ନିକଟରେ ସ୍କୁଟିକୁ ଏକ ଆମ ବସ୍ ଧକ୍କା ଦେଇଥିଲା ।
Read More...

ରଥଯାତ୍ରା ମହୋତ୍ସବ ଉପଲକ୍ଷେ ମାନବ ସେବାର ଅଦ୍ଭୁତ ସମ୍ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ ଓ ଉତ୍କଳ ପ୍ରାଦେଶିକ ମାରୱାଡି ମହିଳା ସମ୍ମିଳନୀ, ବଲାଙ୍ଗିର ଶାଖା ତରଫରୁ ବିଶାଳ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହଜାର ହଜାର ଭକ୍ତଙ୍କୁ ବୁନ୍ଦି ପ୍ରସାଦ, ଶୀତଳ ପାଣି ଓ ନୂଆ ପୋଷାକ ବଣ୍ଟନ କରାଯାଇଥିଲା । ବଲାଙ୍ଗିର,
Read More...