ଗୋଚର ଜମି ନଥିବାରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅଜବ ଢଙ୍ଗରେ ଧାରଣା ଦେଲେ ଗ୍ରାମବାସୀ
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କଶୃପଡ଼ା ପଞ୍ଚାୟତ ଶୁକୁନାଭଟା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଜବ ଢଙ୍ଗ ଘଟଣା । ସୂଚନା ମୁତାବକ ସୂକୁନାଭଟା ଗ୍ରାମର ନାମରେ ଦୀର୍ଘ ବର୍ଷ ଧରି ଗୋଚର ଜମି ୫୨ ଏକର ଏବଂ ଜଳଚର ଜମି ୨୦ ରୁ ୪୦ ଏକର ଥିବା ଗ୍ରାମବାସୀ ମତ!-->…
Read More...
Read More...