ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ସୁଜାତାର ଦେହାନ୍ତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମର ଅବସରପ୍ରାପ୍ତ ସ୍ଥଳସେନା ଅଧିକାରୀ କାଳିଚରଣ ଦାସଙ୍କ ସାନ ଝିଅ ସୁଜାତା ଦାସ ଆଜି ଅପରାହ୍ନ ୩.୨୦ ମିନିଟ୍ ସମୟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁବେଳକୁ
Read More...

ଅତିରିକ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳଙ୍କ ସଭାଗୃହଠାରେ ଉପଜିଲ୍ଲାପାଳ କର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସିଦ୍ଧାର୍ଥ ପଟ୍ଟାୟକଙ୍କ ଗତ କାଲି ରବିବାର ଦିନ ଚାକିରିରୁ ଅବସର ଗ୍ରହଣ କଲେ । ଶ୍ରୀ ପଟ୍ଟାୟକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
Read More...

ସମାଜସେବୀ ମୁଖିରାମ ଡାଙ୍ଗଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅଙ୍କରିଆପଦରର ସମାଜସେବୀ ମୁଖିରାମ ଡାଙ୍ଗଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ଅମାୟିକ ବ୍ୟକ୍ତିତ୍ୱ, ମିଷ୍ଟଭାଷୀ, ସଚ୍ଚୋଟ, ପରୋପକାରି ସ୍ୱର୍ଗତ ଡାଙ୍ଗଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁବେଳେ ତାଙ୍କର
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ସଇଁତଲା, (ଖୁସିରାନି ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଶିଶକେଲା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ଉକ୍ତ ଉତ୍ସବରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁମଣି ସେଠଙ୍କ ଅଧ୍ୟକ୍ଷତାରେ
Read More...

ସଂସ୍କୃତ ଶିକ୍ଷକ ରାଜକିଶୋର ପଣ୍ଡାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜ କିଶୋର ପଣ୍ଡାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି ବରଗଡ ପ୍ରଶାସନ : ଶ୍ରୀକାନ୍ତ ମିଶ୍ର

ବରଗଡ, (ନିରୋଜ କୁମାର ପାଣୀ) : ଲୋକଙ୍କ ଆଶୀର୍ବାଦରେ ଗଠିତ ଓଡ଼ିଶାର ଜନପ୍ରିୟ ଓ ଲୋକଙ୍କ ସରକାର ତଥା ଲୋକଙ୍କ ମୁମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦନାମ କରିବାର ଷଡଯନ୍ତ୍ର । ବହୁ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଏକ ଜନପ୍ରିୟ ସରକାର ଗଠିତ ହୋଇଛି । ସରକାରର ନେତୃତ୍ୱ ନେଉଥିବା
Read More...

ଛେଲିଆପାଟ ପୀଠ ଆମ୍ବଝରଣକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଝରଣୀପାଲି ପଞ୍ଚାୟତ ଅନ୍ତର୍ଗତ ଆମ୍ବଝରଣଠାରେ ଥିବା ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ଛେଲିଆପାଟ ପୀଠକୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର୍ ଗସ୍ତ କରି ନିରୀକ୍ଷଣ କରିଛନ୍ତି । ପୂର୍ବରୁ ଉକ୍ତ ସ୍ଥାନକୁ ସରକାରି ସ୍ତରରେ ପର୍ଯ୍ୟଟନ
Read More...

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ନକ୍‌ ଆଉଟ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ଘୁଚେପାଲି ୬-୩ ଗୋଲରେ ବରକାନି ଏଫ୍‌ସିକୁ ହରାଇଛି । ଅତିଥି ଭାବେ ଓଆଇସି ଡବ୍ଲୁଟି ରବିନ୍ଦ୍ର କୁମାର ସୁନା, ଆପିଇ
Read More...

ନୂତନ ଗୃହ ନିର୍ମାଣ ପାଇଁ ମାନ୍ୟବର ବଲାଙ୍ଗିର ବିଧାୟକଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂଜା ମଣ୍ଡପ ଗାନ୍ଧୀ ପାଠାଗାରର ନୂତନ ଗୃହ ନିର୍ମାଣ ପାଇଁ ମାନ୍ୟବର ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଗାନ୍ଧି ପାଠାଗାରର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ
Read More...

ଅମାନବିକ ନିର୍ଯ୍ୟାତନା ବିରୋଧରେ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର ) : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଖରିଗୁମାର ଅମାନବିକ ଦଳିତ ନିର୍ଯ୍ୟାତନା ସାରା ରାଜ୍ୟ ପାଇଁ ଲଜ୍ଜାକର ଘଟଣା ଏବଂ ଉତ୍ତରପ୍ରଦେଶର ଇଟୱାଠାରେ ଦୁଇ ଜଣ ଯାଦବ ସଂପ୍ରଦାୟ କଥା ବାଚକଙ୍କ ଉପରେ ଅମାନୁସିକ ଅତ୍ୟାଚାର ବିରୋଧରେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି
Read More...