ବାଲାଜୀ ନରସିଂ କଲେଜରେ ୭୬ତମ ବନ ମହୋତ୍ସବ ପାଳିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ରୋଡ ସ୍ଥିତ ବାଲାଜୀ ନରସିଂ କଲେଜରେ ୭୬ତମ ବନୋମହୋତ୍ସବ ପାଳିତ ହୋଇଯାଇଛି । କଲେଜର ନିର୍ଦ୍ଦେଶକ ଅଭିଳାଶ ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଡିଏଫ୍ଓ ଅଜିତ କୁମାର ବିଶି ଯୋଗ ଦେଇଥିବା!-->…
Read More...
Read More...