ଡିଏପି ଉପରେ ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜକୁ ଏନବିଏସ୍ ସବସିଡି ଅତିରିକ୍ତ ୧ ଜାନୁଆରୀ ୨୦୨୫ଠାରୁ ପରବର୍ତ୍ତୀ…

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କୃଷକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଡିଏପିର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଡାଇ ଆମୋନିୟମ ଫସଫେଟ୍‌ (ଡିଏପି) ସାର ଉପରେ ସବସିଡି ଯୋଗାଇ ଦେବା…
Read More...

ନୂଆବର୍ଷରେ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ସାମୁହିକ ଦାୟିତ୍ୱ ନେଇ କାମ କରନ୍ତୁ

ସବୁ ଆହ୍ୱାନର ମୁକାବିଲା କରି ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ସଫଳତା ହାସଲ କରିବା : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଉଚ୍ଚ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ ସହ କାମ କରି ସରକାରଙ୍କ…
Read More...

ପ୍ରଭାକର ରଥଙ୍କ ୧୦୪ତମ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୪ତମ ଜୟନ୍ତୀ ଅରୁଣ ଖୁଆସଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଏ ପାର୍ବଣରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷମାନିଧି ଝାଙ୍କର ମୁଖ୍ୟ ଅତିଥି, କବି ରାଜୀବ ଲୋଚନ ଆଚାର୍ଯ୍ୟ ମୁଖ୍ୟବକ୍ତା ଓ…
Read More...

ସଇଁତଲା କୁଆଁରଗାଁରେ ନିଆରା ଜିରୋ ନାଇଟ ସେଲିବ୍ରେସନ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ୨୦୨୪କୁ ବିଦାୟ ଦେଇ ନୂତନ ବର୍ଷ ୨୦୨୫କୁ ଗାଁଠୁ ସହର ସବୁଠି ସ୍ୱାଗତ କରାଯାଇଛି । ବଲାଙ୍ଗିର ସହରର ବିଭିନ୍ନ ହୋଟେଲ, ବିଭିନ୍ନ ସଂଗଠନ ପକ୍ଷରୁ ସେଲିବ୍ରେସନ କରାଯାଇଥିବା ବେଳେ ଗାଁ ଗୁଡ଼କରେ ମଧ୍ୟ ବେଶ ଧୁମ୍‌ଧାମ୍‌ରେ ନୂତନ ବର୍ଷକୁ ସ୍ୱାଗତ କରାଯାଇଛି ।…
Read More...

କୋଶଳି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ ପକ୍ଷରୁ ଏକ ସାରସ୍ୱତ ସଭା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବର୍ଷ ୨୦୨୪କୁ ବିଦାୟ ଦେବା ଓ ୨୦୨୫କୁ ସ୍ୱାଗତ କରିବା ପରିପ୍ରେକ୍ଷୀରେ ସ୍ଥାନୀୟ କୋଶଳି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ ପକ୍ଷରୁ ଏକ ସାରସ୍ୱତ ସଭା ସ୍ଥାନୀୟ ଆଦିବାସୀ ଭବନରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଭିକାରୀ ଚରଣ…
Read More...

ପତିତପାବନ ଏକାଡେମୀର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ସ୍କୁଲର ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବଲାଙ୍ଗିର ବ୍ଲକ ଧୁମାଭଟା ବାଣୀଶ୍ରୀ ହାଇସ୍କୁଲରେ ଜଣେ ବିଜ୍ଞାନ ଶିକ୍ଷକ ଭାବରେ ନିଜର ବୃତ୍ତିଗତ…
Read More...

ଲୋଇସିଂହା ବ୍ଳକ କଳାକାର ସଂଘର ସମାବେଶ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କଳାକାର ସଂଘର ସମାବେଶ ସ୍ଥାନୀୟ କୁଶମେଲ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଶତାଧିକ କଳାକାର ଯୋଗଦେଇଥିଲେ। ମା' କୁଶଙ୍ଗେଇ ଦେଵୀ କଳା ପରିଷଦର ଆବାହକ କରୁଣାକର ବାଗଙ୍କ ସଭାପତିତ୍ୱରେ…
Read More...

ଚାନ୍ଦଲିପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର

“ଆମର ଜଙ୍ଗଲ, ପାହାଡ ଓ ନଦୀର ସାମାଜିକ ସଂସ୍କୃତିକୁ ସୁରକ୍ଷିତ କରାଯାଉ” ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମର ସାମାଜ ଓ ସଂସ୍କୃତି ଜଙ୍ଗଲ, ଜମି ଓ ଜଳ ଉପରେ ପର୍ଯ୍ୟବେଶିତ । ଜଙ୍ଗଲରୁ ନେଇ କି ନଦୀକୂଳରେ ମଣିଷ ସଭ୍ୟତାଗୁଡିକ ଗଢିଉଠିଛି । ଲୋକଙ୍କ ଜୀବନ ଜୀବିକା ମଧ୍ୟ ଏହି ଜଙ୍ଗଲ, ଜମି ଓ…
Read More...

କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଯୋଗଦେଲେ ସରୋଜ ମେହେର

ପାଟଣାଗଡ : ଖପ୍ରାଖୋଲ ବ୍ଲକ ଓ ବେଲପଡା ବ୍ଲକରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡର ପୂର୍ବତନ ବିଧାୟକ ତଥା ଜନନେତା ସରୋଜ ମେହେର ଆୟୋଜିତ କ୍ରିକେଟ୍‌ ଓ ଫୁଟବଲ ଟୁର୍ଣ୍ଣମେେଣ୍ଟର ଫାଇନାଲ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କ୍ରୀଡ଼ାକ୍ଷେତ୍ର…
Read More...

ତହଁକ୍ କୁଟୁମ୍‌ର ବୀରତା ଦିବସ୍ ପାଲନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍ ସାହିତ୍ୟ କୁଟୁମ୍ ପକ୍ଷରୁ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି ବୀରତା ଦିବସ୍ । ଆଜିର ଦିନରେ ଘେଁସ୍ ଜମିଦାର ସହୀଦ ମାଧୋ ସିଂହ ସହୀଦ ହୋଇଥିଲେ ସେଥି ପାଇଁ ସାରା ଓଡିଶାରେ ଏହି ଦିନକୁ ବୀରତା ଦିବସ ଭାବରେ ରାଜ୍ୟ ସରକାର ପାଳନ କରୁଛନ୍ତି । ଏହି…
Read More...