oom

କଣ୍ଟାବାଂଜିର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଦାରଖ କଲେ ବଲାଙ୍ଗିର ଜିଲ୍ଲାପାଳ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା କଣ୍ଟାବାଂଜିକୁ ପରିଦର୍ଶନ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା କଣ୍ଟାବାଂଜି ସ୍ଥଶତ ସ୍ମାର୍ଟ କ୍ରେମେଟୋରିୟମ୍ ଭେଣ୍ଡିଂ ଜୋନ୍ ଏବଂ ଅନ୍ୟାନ୍ୟ ସ୍ଥାନକୁ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ତଦାରଖ କରିଥିବା ବେଳେ ଏହି ଅବସରରେ ମଳ ଉପାଚାର ସୁବିଧା କେନ୍ଦ୍ରର ବିଭିନ୍ନ ଦିଗ ସଂପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଏହି ପରିଦର୍ଶନ ସମୟରେ କଣ୍ଟାବାଂଜି ଏନ୍‌ଏସିର ଇଓ ମଧ୍ୟ ଜିଲାପାଳଙ୍କ ସହ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.